ବାପାଙ୍କ Naba Das ମୃତ୍ୟୁ ପରେ ସାଥିରେ ପ୍ରାଇଭେଟ ଗାର୍ଡ ଧରି ବୁଲୁଛନ୍ତି ଝିଅ Dipali, ଦେଖନ୍ତୁ କିପରି ସଦାବେଳେ ପାଖେପାଖେ ରହି କରୁଛନ୍ତି ସୁରକ୍ଷା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାପାଙ୍କ ହତୟଆ ପରେ ସୁରକ୍ଷା ଅବଲମ୍ବନ କରୁଛନ୍ତି ନିକୀ ! ତେବେ ଯୁଆଡେ ଯାଉଛନ୍ତି ସାଙ୍ଗରେ ରଖୁଛନ୍ତି ପ୍ରାଇଭେଟ ବ-ନ୍ଧୁ-ଉ-କଧାରୀ ଗାର୍ଡ । ତେବେ ବହୁ ଚର୍ଚିତ ନବ ଦାସଙ୍କର ହତୟଆ ପରେ ଏବେ ଝାରସୁଗୁଡାର ମଙ୍ଗ ଧରିବାର ଉଦ୍ଧେଶ୍ୟରେ ଅଛନ୍ତି ଝିଅ ଦୀପାଳି ଦାସ । ତେବେ ଝାରସୁଗୁଡାର ଗାଁ ଗାଁ ବୁଲି ରାଜନୈତିକ ଭାବରେ ଅନୁଧ୍ୟାନ ମଧ୍ୟ କରୁଛନ୍ତି ।

କାରଣ ନବ ଦାସ ଥିବା ସମୟରେ ପୁଅ ଭିଷାଲଙ୍କୁ ବ୍ୟବସାୟ ଓ ଝିଅ ଦୀପାଳିଙ୍କୁ ରାଜନୀତିର ଉତ୍ତରାଧିକାରୀ କରିଥିଲେ । ତେବେ ବାପା ନବ ଦାସଙ୍କ ଯିବା ପରେ ବାପାଙ୍କ ରାଜନୀତିର ସ୍ଵପ୍ନ ଝିଅ ପୂରଣ କରିବାରେ ବହୁ ମାତ୍ରାରେ ଲାଗିପଡିଛନ୍ତି । ତେବେ ଦୀପାଳି ଦାସ ଝାରସୁଗୁଡାର ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ବୁଲି ବୁଲି ସାକ୍ଷାତ କରିବା ପାଇଁ ହେଉ । ଅବା ଅନ୍ୟାନ୍ୟ କୌଣସି କାମ ପାଇଁ ହେଉ । ନିଜ ସାଥିରେ ସବୁବେଳେ ଜେନ ପ୍ରାଇଭେଟ ବ-ନ୍ଧୁ-ଉ-କଧାରୀ ଗାର୍ଡ ରଖୁଛନ୍ତି ।

କାରଣ ବାପା ନବ ଦାସଙ୍କୁ ଯେପରି ଜଣେ କାର୍ଯ୍ୟରତ ପୋଲିସ ଅଫିସର guli mada କରି ହତୟଆ କରିଛି । ସେପରି ଅନ୍ୟ କିଛି ଯେପରି ଆଗାମୀ ସମୟରେ ଦୀପାଳି ଦାସଙ୍କୁ ସାମ୍ନା କରିବାକୁ ନପଡୁ । ସେଥିପାଇଁ ଆଗରୁ ହିଁ ନିଜର ଏକ ପ୍ରାଇଭେଟ ଗାର୍ଡ ରଖିଛନ୍ତି ଦୀପାଳି ଦାସ । ନିଜକୁ ସୁରକ୍ଷା ବଳୟ ମଧ୍ୟରେ ରଖି ଝାରସୁଗୁଡା ଉପନିର୍ବାଚନ ପାଇଁ ନିଜକୁ ଦୀପାଳି ଦାସ ପ୍ରସ୍ତୁତ କରୁଛନ୍ତି ।

ତେବେ ଆଗାମୀ ସମୟରେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ପରେ ରାଜନୀତିରେ ସୃଷ୍ଟି ହୋଇଥିବା କ୍ଷତିକୁ କିଏ ପୂରଣ କରୁଛି । ତାହା ତ ଆସନ୍ତା ଉପ ନିର୍ବାଚନର ଫଳାଫଳ ଉପରେ ହିଁ ସଂପୂର୍ଣ୍ଣ ଭାବରେ ନିର୍ଭର କରେ । ତେବେ ବିଜେଡି ସରକାର ତଥା ନବୀନ ପଟ୍ଟନାୟକଙ୍କ ନବ ଦାସଙ୍କ ଚାଲିଯିବା ପରେ ଝିଅ ଦୀପାଳି ଦାସଙ୍କୁ ଉପରେ ବହୁତ ଅନୁକମ୍ପା ରହିଅଛି ।

ତେବେ ଦୀପାଳି ଦାସଙ୍କୁ ବିଜେଡି ତରଫରୁ ଟିକେଟ ମିଳିବାର ବହୁ ମାତ୍ରାରେ ସମ୍ଭାବନା ରହୁଛି ବୋଲି ଝାରସୁଗୁଡା ତଥା ଓଡିଶାବ୍ୟାପୀ ସବୁଆଡେ ଚର୍ଚା ଜୋରସୋର ଭାବରେ ହେବାକୁ ଲାଗିପଡିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *