ଗୋଟିଏ ଦିନରେ ପଇସା କଲେକ୍ସନ ହୋଇ ପାରିଥାନ୍ତା !

ନମସ୍କାର ଫ୍ରେଣ୍ଡ୍ସ । କିଛି ଦିନ ଧରି ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦ ସବୁଦିନ ପାଇଁ କାଲି ରାତିରେ ଆଖି ବୁଜି ଦେଇଛନ୍ତି । ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ଆରପାରିକୁ । ସମସ୍ତେ ଭଗବାନଙ୍କୁ ତାଙ୍କ ସୁସ୍ଥ କାମନା କରୁଥିବା ବେଳେ ଭଗବାନ ଶୁଣିଲେନି କାହା କଥା ଆଉ ନେଇଗଲେ ତାଙ୍କ ପାଖକୁ । ପିଣ୍ଟୁ ନନ୍ଦଙ୍କ ଭଳି କଳାକାରକୁ ହରାଇ ବର୍ତ୍ତମାନ ସାରା ସିନେଜଗତରେ ଶୋକର ଛାୟା ଖେଳିଯାଇଛି ।

ତେବେ ସମାଜସେବୀଙ୍କ କହିବା ଅନୁସାରେ ଅଭିନେତା ପିନ୍ଟୁ ନନ୍ଦ ଯେତେବେଳେ ମେଡିକାଲରେ ପଡିଥିଲେ । ସେତେବେଳେ ବହୁତ ଗୁଡିଏ କଣ୍ଟ୍ରୋଭର୍ସି ହେଉଥିଲା । ତେବେ କିଛି ଲୋକ ଲୋକ ପବ୍ଲିସିଟି ପାଇଁ ମଧ୍ୟ ଦେଖେଇ ହେଉଥିଲେ । ତେବେ ପିନ୍ଟୁ ଭାଇ ବଞ୍ଚିଥିବା ସମୟରେ ଯାହା ତ କହୁଥିଲେ । ପିନ୍ଟୁ ଭାଇ ଚାଲିଯିବା ପରେ ବହୁତ କଳାକାର ଅଛନ୍ତି । ପିନ୍ଟୁ ନନ୍ଦ ଏପରି ଥିଲା ସେପରି କରୁଥିଲା ବୋଲି କହିହେଉଛନ୍ତି ।

ତେବେ ଯିଏ ତ ଯିବାର ଥିଲା । ତେବେ ଜଣେ ଏତେ ବଡ ଭର୍ସାଟାଇଲ କଳାକାର ଯିବା ପରେ ତ ଏପରି କିଛି ତାଙ୍କ ବି-ରୁ-ଦ୍ଧ-ରେ କହିବା ଉଚିତ ନୁହେଁ । କାରଣ ପିନ୍ଟୁଙ୍କ ପରଲୋକ ପରେ ଲୋକମାନେ ତାଙ୍କୁ ସମ୍ମାନ ଦେଉଛନ୍ତି । ନା ତାଙ୍କ ଚରିତ୍ରକୁ ନଷ୍ଟ କରି କହୁଛନ୍ତି । ତେବେ ଓଡିଶାର ଜଣେ ଏତେ ବଡ କଳାକାର ମାସେ ହେଲା ମେଡିକାଲରେ ପଡି ଚିକିତ୍ସିତ ହେଉଥିଲା ।

ତେବେ ପିନ୍ଟୁଙ୍କ ଉପରେ କହିବା ଅନୁଯାଇ ସେ ମ-ଅଦ ଆଗରୁ ପିଉଥିଲେ ହେଲେ ତାଙ୍କ ସ୍ତ୍ରୀଙ୍କ ସହିତ ତାଙ୍କର ଡିଭୋର୍ସ ହେବା ପରେ ମାନସିକ ଚିନ୍ତା କାରଣରୁ ତାଙ୍କର ମ-ଅଦ ପିଇବାର ମାତ୍ରା ଅଧିକ ବଢିଯାଇଥିଲା । ତେବେ ଯଦି ତାଙ୍କର ସ୍ଵାସ୍ଥ ସମସ୍ଯା ଖରାପ ହେଲା । ତେବେ ସେହି କଳାକାରକୁ ବଞ୍ଚେଇବାକୁ ଯାଇ ଯଦି ଅନ୍ୟ ସବୁ ଓଡିଶା କଳାକାର ମନରୁ ଲାଗି ପଡିଥାନ୍ତେ । ତେବେ ନିହାତି ଭାବରେ ରାତାରାତି ଟଙ୍କା ଯୋଗାଡ ହୋଇଯାଇଥାନ୍ତା ।

ହେଲେ ବହୁତ କଳାକାର ଅଛନ୍ତି ଯେଉଁ ମାନେ ହୃଦୟରୁ ପିନ୍ଟୁଙ୍କୁ ସାହାଜ୍ଯ କରିବା ପାଇଁ ଟଙ୍କା ଦେବା ସହ ଟଙ୍କା ଯୋଗାଡ କରୁଥିଲେ । ହେଲେ ଏପରି ମଧ୍ୟ କିଛି କଳାକାର ଅଛନ୍ତି । ଯେଉଁ ମାନେ ଅନ୍ୟ ଗୋଟେ କଳାକାର ପାଇଁ ଟଙ୍କାଟିଏ ମଧ୍ୟ ଦେଲେ ନାହିଁ । ତେବେ ଯେତେବେଳେ କଳାକାର ମାନଙ୍କ ଉପରେ ଏପରି କିଛି ବଡ ସମସ୍ଯା ଆସୁଛି । ସବୁବେଳେ ସାଧାରଣ ଜନତା ଉପରେ ନିର୍ଭର ନକରି ଯଦି କଳାକାର ମାନଙ୍କ ମଧ୍ୟରେ ଏକତା ରକ୍ଷା କରି ନିଜ ନିଜ ମଧ୍ୟରେ ବୁଝାବଣା ହୋଇ ଚେଷ୍ଟା କରନ୍ତେ । ତେବେ ବହୁତ କିଛି ସମସ୍ଯାର ସମାଧାନର ବାଟ ବହୁତ ଶୀଘ୍ର ବାହାରିଯାଇଥାନ୍ତା ।

Leave a Reply

Your email address will not be published. Required fields are marked *