ବହୁତ ଜଲ୍ଦି ବାପା ଓ ମା ହେବାକୁ ଯାଉଛନ୍ତି ଓଡିଶାର ଲୋକପ୍ରିୟ ଯୋଡି ସୁବାଶିଷ ଓ ଅନିଶା 

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜର ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହା ବ୍ଯତୀତ ଏହି କଳାକାର ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଦୁଇ ଓଡିଆ ଟିଭି ଇଣ୍ଡଷ୍ଟ୍ରି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ସେହି ଦୁଇଜଣ କଳାକାର ହେଉଛନ୍ତି ସୁବାଶିଷ ଓ ଅନିଶା । ବନ୍ଧୁଗଣ ଆପଣ ମାନେ ଏହି ଦୁଇଜଣଙ୍କୁ ତ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣ କେତେକ ଓଡିଆ ଲୋକପ୍ରିୟ ସିରିଏଲରେ ନଜର ଆସିଛନ୍ତି ଓ କେତେକ ଆଲବମରେ ମଧ୍ୟ ଏମାନେ କାମ କରିଛନ୍ତି ।

ଏହି ଦୁଇଜଣଙ୍କ ଅଭିନୟ ଓ ଯୋଡିକୁ ଦର୍ଶକ ମାନେ ବେସ ପସନ୍ଦ କରନ୍ତି । ଏହି ଦୁଇଜଣ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ବର୍ତ୍ତମାନ ଖବର ମିଳିଛି ଯେ ଶିବାଶିଷ ଓ ଆନିଶା ବହୁତ ଶୀଘ୍ର ବାପା ଓ ମା ହେବାକୁ ଯାଉଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଗୋଟେ ସମୟରେ ସୁବାଶିଷ ଓ ଆନିଶା ପରସ୍ପର ସହ ସୁଟିଙ୍ଗ ସେଟରେ ସାକ୍ଷାତ କରିଥିଲେ । ସାକ୍ଷାତ କରିବା ପରେ ଏହି ଦୁଇଜଣ ପରସ୍ପରକୁ କିଛି ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ । କିଛି ସମୟ ଡେଟ କରିବା ପରେ ଏହି ଦୁଇଜଣ ଗତ ତିନି ବର୍ଷ ପୂର୍ବରୁ ପରସ୍ପର ସହ ବିବାହ କରିଥିଲେ ।

ଏହି ଦୁଇଜଣ କେତେକ ଓଡିଆ ଧାରାବାହିକ ଓ ଆଲବମରେ ମଧ୍ୟ ଏକା ସହ ନଜର ଆସିଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ବର୍ତ୍ତମାନ ସୁବାଶିଷ ଶର୍ମାଙ୍କୁ ଆପଣ ମାନେ ‘ହେ ପ୍ରଭୁ’ ସିରିଏଲରେ ନିଶ୍ଚୟ ଦେଖିଥିବେ ।

ବିବାହ ପରଠାରୁ ଏହି ଦୁଇଜଣ ନିଜର ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହି ଆସୁଛନ୍ତି । ବର୍ତ୍ତମାନ ଏକ ବହୁତ ବଡ ଖୁସି ଖବର ପାଇଁ ମଧ୍ୟ ଏହି ଦୁଇଜଣ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ଏହା ଜଣା ପଡିଛି ଯେ, ଆନିଶା ବହୁତ ଶୀଘ୍ର ମା ହେବାକୁ ଯାଉଛନ୍ତି ।

ଏହି ଖବରଟି ନିଜେ ଆନିଶା ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଖବର ବିଷୟରେ ଜାଣି ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଖୁସି ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆନିଶା ଓ ସୁବାଶିଷଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *