Interesting Gk Questions- ଗୋଟିଏ ପୁଅ ଓ ଗୋଟିଏ ଝିଅ, ନା ସେମାନେ ପତି-ପତ୍ନୀ, ନା ସେମାନେ ଭାଇ-ଭଉଣୀ, କିନ୍ତୁ ଝିଅର ଶଶୁର ପୁଅର ଶଶୁରର ବାପା, କୁହନ୍ତୁ ସେମାନଙ୍କ ମଧ୍ୟରେ ସମ୍ପର୍କ କଣ ?

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ସରକାରୀ ଚାକିରି କରିବା ପାଇଁ ବହୁତ ଇଛା କରିଥାନ୍ତି । ସେଥିପାଇଁ ଲୋକମାନେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ସାଧାରଣତଃ ଅଧିକାଂଶ ଲୋକ ଏହି ସବୁ ପରୀକ୍ଷାରେ ଫେଲ ହେଇଯାଉଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି କିଛି ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସୁଛୁ ଯାହା ସରକାରୀ ଚାକିରିର ଇଣ୍ଟର୍ବ୍ୟୁରେ ପଚରାଯାଇଥାଏ । ବନ୍ଧୁଗଣ ଏହି ସବୁ ଜେନେରାଲ ନଲେଜ ବିଷୟରେ ସମସ୍ତ ଲୋକ ଜାଣିବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଜେନେରାଲ ନଲେଜ ବିଷୟରେ ।

୧. ଏଭଳି କେଉଁ ଜିନିଷ ରହିଛି ଯାହା ଜଣେ ଝିଅ ର ନାମ ମଧ୍ୟ ହୋଇଥାଏ ଏବଂ ତା’ର ସାଜ ଶୃଙ୍ଗାର ସାମଗ୍ରୀ ମଧ୍ୟ?
ଉତ୍ତର- ପାୟଲ (ପାଉଁଜି)।

୨. ଲାଲ କିଲ୍ଲା ଭାରତ ବ୍ୟତୀତ ଅନ୍ୟ କେଉଁ ଦେଶରେ ଅଛି?
ଉତ୍ତର- ପାକିସ୍ତାନ।

୩. ମହିଳା ମାନଙ୍କ ଶାଢ଼ୀ ର ଲମ୍ବାଇ କେତେ ହୋଇଥାଏ?
ଉତ୍ତର- ୪ ରୁ ୫ ମିଟର।

୪. କେଉଁ ଦେଶର ଜଳ ସବୁଠାରୁ ଶୁଦ୍ଧ ହୋଇଥାଏ?
ଉତ୍ତର- ଡେନ୍ମାର୍କ।

୫. ମହିଳା ଓ ପୁରୁଷ ମାନଙ୍କ ମଧ୍ୟରୁ କାହାର ହୃଦୟ ର ସ୍ପନ୍ଦନ ଅଧିକ ମାତ୍ରାରେ ହୋଇଥାଏ?
ଉତ୍ତର- ମହିଳା ମାନଙ୍କ।

୬. ଖାଦ୍ୟକୁ ମୁହଁରୁ ନେଇ ପେଟ ପର୍ଯ୍ୟନ୍ତ ପହଂଚିବା ପାଇଁ କେତେ ସମୟ ଲାଗିଥାଏ?
ଉତ୍ତର- ୭ ସେକେଣ୍ଡ।

୭. କେଉଁ ଦେଶର ଝିଅ ମାନେ ସବୁଠାରୁ ଅଧିକ ଛୋଟ କପଡ଼ା ର ଡ୍ରେସ ପିନ୍ଧିଥାନ୍ତି?
ଉତ୍ତର- ଆମେରିକା।

୮. କେଉଁ ଜୀବ ର ଜିଭ ର ଓଜନ ହାତୀ ର ଓଜନ ସହିତ ସମାନ ଅଟେ?
ଉତ୍ତର- ବ୍ଲୁ ହୱେଲ ମାଛ।

୯. ସବୁଠାରୁ ଅଧିକ ଆଳୁ କେଉଁ ଦେଶରେ ହୋଇଥାଏ?
ଉତ୍ତର- ଋଷ ଦେଶ।

୧୦. ବିଶ୍ୱ ର ସବୁଠାରୁ ଛୋଟ ମହାଦ୍ବୀପ କଣ ଅଟେ?
ଉତ୍ତର- ଅଷ୍ଟ୍ରେଲିଆ।

୧୧. କେଉଁ ଦେଶରେ ମାତ୍ର ୪୦ ମିନିଟ ହିଁ ରାତି ହୋଇଥାଏ?
ଉତ୍ତର- ନରୱେ।

୧୨. ଏଭଳି କେଉଁ ପ୍ରାଣୀ ରହିଛି ଯାହା ଲୁହା କୁ ମଧ୍ୟ ହଜମ କରି ଦେଇଥାଏ?
ଉତ୍ତର- କୁମ୍ଭୀର।

୧୩. କେଉଁ ପ୍ରାଣୀ ମାତ୍ର ୧୬ ମିନିଟ ହିଁ ଆରାମ କରିଥାଏ?
ଉତ୍ତର- ପିଂପୁଡି।

୧୪. ଚାନ୍ଦ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପାଖାପାଖି କେତେ ସମୟ ଲାଗିଥାଏ?
ଉତ୍ତର- ପାଖାପାଖି ୭୨ ଘଣ୍ଟା।

୧୫. ବିଲେଇ ନିଜ ଜୀବନର କେତେ ପ୍ରତିଶତ ଭାଗ ଶୋଇକରି ବିତାଇଥାଏ?
ଉତ୍ତର- ୬୪%।

୧୬. ସର୍ବ ପ୍ରଥମେ କୋକୋ କୋଲା କେଉଁ ରଙ୍ଗର ଥିଲା?
ଉତ୍ତର- ସବୁଜ।

୧୭. କେଉଁ ପ୍ରାଣୀର କ୍ଷୀର ରୁ ଦହି ପ୍ରସ୍ତୁତ ହୋଇପାରି ନଥାଏ?
ଉତ୍ତର- ଓଟ।

୧୮. ଆମ ଶରୀରର କେଉଁ ଅଙ୍ଗ ସବୁଠାରୁ ଶୀଘ୍ର ଠିକ ହୋଇଯାଇଥାଏ?
ଉତ୍ତର- ଜିଭ।

୧୯. କେଉଁ ଜୀବର ଜିଭ କେବେବି ହଲି ନଥାଏ?
ଉତ୍ତର- କୁମ୍ଭୀର।

୨୦. କେଉଁ ପ୍ରାଣୀ ନର ହେବା ସତ୍ତ୍ୱେ ଛୁଆ ଜନ୍ମ କରିଥାଏ?
ଉତ୍ତର- ସାମୁଦ୍ରିକ ଘୋଡ଼ା।

୨୧. କେଉଁ ଦେଶରେ ଖଟା ମହୁ ମିଳିଥାଏ?
ଉତ୍ତର- ବ୍ରାଜିଲ।

୨୨. କେଉଁ ପ୍ରାଣୀକୁ ସବୁଠାରୁ ବୁଦ୍ଧିମାନ ବୋଲି ମାନା ଯାଇଥାଏ?
ଉତ୍ତର- ସିଂପାଞ୍ଜି।

୨୩. କେଉଁ ଗ୍ୟାସ ଫୁଲର ରଙ୍ଗ କୁ ଉଡ଼ାଇ ଦେଇଥାଏ?
ଉତ୍ତର- କ୍ଲୋରିନ।

୨୪. ଜଣେ ସୁସ୍ଥ ମନୁଷ୍ୟ ର ହୃଦୟ ଏକ ମିନିଟ ରେ କେତେଥର ଧକଧକ କରିଥାଏ?
ଉତ୍ତର- ୭୨ ଥର।

୨୫. ଗୋଟିଏ ପୁଅ ଓ ଗୋଟିଏ ଝିଅ, ନା ସେମାନେ ପତି-ପତ୍ନୀ

ନା ସେମାନେ ଭାଇ-ଭଉଣୀ, ନା ସେମାନେ ମା-ପୁଅ ଅଟନ୍ତି

କିନ୍ତୁ ଝିଅର ଶଶୁର ପୁଅର ଶଶୁରର ବାପା ଅଟେ

ତେବେ କୁହନ୍ତୁ ସେହି ପୁଅ-ଝିଅ ଙ୍କ ମଧ୍ୟରେ ସମ୍ପର୍କ କଣ ?

ଉତ୍ତର- ଶାଶୁ ଓ ଜ୍ୟୋଇଁ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *