ଆସିବ ଭୟଙ୍କର ଭୂମିକମ୍ପ ! ଭୁଷୁଡିଯିବ ତାଳଚେର ସହର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭୁଷୁଡିଯିବ କି ତାଳଚେର ତେବେ କେତେବେଳେ ବାତ୍ୟା, ତ ଆଉ କେତେବେଳେ ବନ୍ୟା । ତେବେ ଓଡିଶାରେ ଏପରି ଅନେକ ପ୍ରକୃତିକ ଘଟଣାବଳୀ ବର୍ଷକୁ ବର୍ଷ ମୁଣ୍ଡ ଟେକି ଠିଆ ହେଉଛି । ତେବେ ନିକଟ ଅତୀତରେ ତୁର୍କୀ ଠାରେ ହୋଇଥିବା ସାଂଘାତିକ ଧରଣର ଭୂମୀକମ୍ପ ପାଇଁ ସାରା ବିଶ୍ଵବ୍ୟାପୀ କଥା ପ୍ରଘଟ ହେବାରେ ଲାଗିଥିଲା ।

ତେବେ ତୁର୍କୀ ଠାରେ ହୋଇଥିବା ଭୂମିକମ୍ପରେ ମଧ୍ୟ ବହୁ ମାତ୍ରାରେ ଧନ ଜୀବନ କ୍ଷୟକ୍ଷତି ହୋଇଛି ବୋଲି ମଧ୍ୟ ଦୃଶ୍ୟ ଦେଖି ଆକଳନ କରଯାଇଥିଲା । ତେବେ ସୂଚନା ମୁତାବକ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ । ଯେ ଆଟଲାସ ମାନଚିତ୍ର ଅନୁଯାଇ ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକକୁ ଜୋନ ୩ ଭାବରେ ଚିହ୍ନଟ କରାଯାଇଛି । ତେବେ କେବଳ ତାଳଚେର କାହିଁକି ଏହା ପାଖାପାଖି ଏରିଆ ମଧ୍ୟ ଜୋନ ୩ ରେ ଯାଉଛି ବୋଲି ସୂଚନା ମିଳିଛି ।

ତେବେ ୨୦୦୬ ମସିହାରେ ଭୂମିକମ୍ପ ଆଟଲାସ ଏହାକୁ ପ୍ରକାଶିତ କରଯାଇଥିଲା । ତେବେ ଓଡିଶାରେ ତାଳଚେର ଭଳି ଭୂଗର୍ଭ ଖଣୀ ଅଞ୍ଚଳର ଭୂମିକମ୍ପର ପ୍ରବଣତା ପାଇଁ କେଉଁ କେଉଁ ସଂସ୍ଥା କେତେ ପ୍ରକାର ଅନୁଧ୍ୟାନ କରିଛନ୍ତି । ଏହା ସହିତ ତାଳଚେର ସହର ତଥା ତ’ ଆଖପାଖ ଏରିଆ ଭୂମିକମ୍ପ ହେବା ସମୟରେ କେତେ ସୁରକ୍ଷିତ ଅଛି ବୋଲି ବିଧାୟକ ନାଉରୀ ନାୟକ ପ୍ରଶ୍ନ କରିଛନ୍ତି । ତେବେ ରାଜନୀତିରେ ଭୂମିକମ୍ପ ପ୍ରଶଙ୍ଗକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି ।

କାରଣ ଓଡିଶାରେ ଯେଉଁଠାରେ ଭୂମିକମ୍ପ ହେବାର ସମ୍ଭାବନା ରହୁଛି । ତଥା ଭୂମିକମ୍ପ ପ୍ରବଣ ଏରିଆ ମାନଙ୍କ ଉପରେ ସୁରକ୍ଷା ପାଇଁ କି ପ୍ରକାର ସରକାର ପଦକ୍ଷେପ ନେଇଛନ୍ତି ବୋଲି ରାଜନୀତିରେ ଚର୍ଚା ହେଉଛି । ତେବେ ଯଦି ତୀବ୍ର ବେଗରେ ଭୂମିକମ୍ପ ହୁଏ । ତେବେ ତାଳଚେର ସହର ପ୍ରତି ବହୁତ ବିପଦ ରହୁଛି । ତେବେ ସତରେ କଣ ତୀବ୍ର ଗତିର ଭୂମିକମ୍ପ ତାଳଚେର ଭଳି ଖଣୀଖଦାନ ଭଳି ଏରିଆକୁ ଭୁଶୁଡାଇ ଧୁଳିସାତ କରାଇଦେବ ।

ତେବେ ଏଥିପ୍ରତି ପୂର୍ବ ସତର୍କତା ନେଇ ନିଆଜିବା ପଦକ୍ଷେପ ଉପରେ ଗୁରୁତ୍ଵରୋପ କରି ପ୍ରାଧାନ୍ଯ ଦିଆଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ନୂଆ ନୂଆ ଧରଣର ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *