ରାକ୍ଷସ ପାଲଟିଗଲା ବାପା ! ନିଜର ମାନସିକ ବିକୃତ ଝିଅ ସହିତ ରଖିଲା ଶାରୀରିକ ସମ୍ପର୍କ, ଆଉ ଗର୍ଭବତୀ ହୋଇଥିବା ଜାଣି…ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସବୁ ଆଡେ ଚର୍ଚାର ବିଷୟ ପାଲଟୁଛି । ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ରା-କ୍ଷ-ସ ପାଲଟିଗଲା ବାପା ।ନିଜର ମା-ନ-ସି-କ ବି-କୃ-ତ ଝିଅ ସହିତ ରଖିଲା ଶା-ରୀ-ରି-କ ସ-ମ୍ପ-ର୍କ।

ଆଉ ଗ-ର୍ଭ-ବ-ତୀ ହୋଇଥିବା ଜାଣି ଝିଅର ଗ-ର୍ଭ ନ-ଷ୍ଟ କରିଥିବା ଅ-ଭି-ଯୋ-ଗ ହୋଇଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା । ଝିଅ ଥିଲା ମା-ନ-ସି-କ ବିକା–ର-ଗ-ସ୍ତ ଆଉ ତାର ଫାଇଦା ନେଉଥିଲା ବାପା ।  ପି-ଶା-ଚ ବାପା ଭୁଲି ଯାଇଥିଲା ସେହି ଝିଅ ତାର ଔ-ର-ସ-ରୁ ଜନ୍ମ ନେଇଛି ବୋଲି । ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ସହ ବାରମ୍ବାର ଗ-ର୍ଭ ନ-ଷ୍ଟ କରୁଥିଲା ବାପା ।

ଏହି ସବୁ ଜାଣିବି ମା-ଡ ଭ-ୟ-ରେ ଚୁ-ପ ରହୁଥିଲା ମା । ଏଭଳି ଏକ ସ-ମ୍ବେ-ଦ-ନ ଶୀଳ ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ । ମାଲକାନଗିରି ଜିଲ୍ଲା ସଦର ଥା-ନା ଅଞ୍ଚଳର ଜଣେ ମା-ନ-ସି-କ ବି-କୃ-ତ ଯୁବତୀଙ୍କ ସହ ଘଟିଛି ଏହି ଘଟଣା । ମା-ନ-ସି-କ ବି-କୃ-ତି ଯୋଗୁ ସେ ସବୁବେଳେ ଘରେ ରୁହନ୍ତି ଓ ଏହାର ଫାଇଦା ଉଠାଇଥିଲା ସେହି ଝିଅର ବାପା । ପି-ଶା-ଚ ବାପା ନିଜ ଝିଅର ଗ-ର୍ଭ-କୁ ଦୁଇ ଥର ନ-ଷ୍ଟ କରିଛି । ନିଜ ବାପାଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଛନ୍ତି ମହିଳାଙ୍କ ଭାଇ ।

ଝିଅ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖୁଥିବାର ଜାଣି ଥିଲେ ତାଙ୍କ ପତ୍ନୀ । ହେଲେ ମା-ଡ ଭୟରେ ଚୁପ ରହୁଥିଲେ । ଏବେ ପୁଣି ଥରେ ଯୁବତୀ ଅସୁସ୍ଥ ହୋଇଯିବାରୁ ପରିବାର ଲୋକେ ତାଙ୍କୁ ମେଡିକାଲ ନେଇଥିଲେ । ମେଡିକାଲ ନେବା ପରେ ଜଣା ପଡିଥିଲା ଯୁବତୀ ଜଣକ ୬ ମାସ ହେବ ଗ-ର୍ଭ-ବ-ତୀ ଅଛନ୍ତି । ଏହା ପରେ ଯୁବତୀଙ୍କ ମା ମୁହଁ ଖୋଲିଲେ ଓ ଏଥିପାଇଁ ତାଙ୍କ ବାପା ଦା-ୟୀ ବୋଲି କହିଥିଲେ ।

ବର୍ତ୍ତମାନ ପୋଲିସ ଅ-ଭି-ଯୁ-କ୍ତ-ଙ୍କ ସହ ପଚରା ଉଚରା କରୁଛନ୍ତି ଓ ବାପା ମଧ୍ୟ ନିଜ ଝିଅ ସହ ଶା-ରୀ-ରି-କ -ସ-ମ୍ପ-ର୍କ ରଖୁଥିଲା ବୋଲି ସ୍ଵୀକାର କରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *