ମୁଁ କୋଉ କିଙ୍ଗକୁ ଡରେନି ! Sushant Singh Rajput ଙ୍କ ପ୍ରଶଂସକ Sameer Wankhede, ସମୀର NCB ରେ ରହି ଦେବେ SSR ଙ୍କୁ ନ୍ୟାୟ

ବନ୍ଧୁଗଣ ବର୍ତ୍ତମାନ ଏନସିବିର ଜୋନାଲ ଡାଇରେକ୍ଟର ସମୀର ବାଙ୍ଖଡେ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ଅଛନ୍ତି । ଶାହରୁଖ ଖାନଙ୍କ ପୁଅକୁ ଡ୍ର-ଗ ମାମଲାରେ ଗି-ର-ଫ କରି ସେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଅନେକ ଲୋକ ତାଙ୍କର ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ଶତ୍ରୁ ହୋଇ ଯାଇଛନ୍ତି । ହେଲେ ସମୀରଙ୍କୁ ନେଇ ବର୍ତ୍ତମାନ ଅନ୍ୟ ଏକ ବିଷୟରେ ଚର୍ଚା ହେଉଛି ।

ସମୀର ଥିଲେ ସୁଶାନ୍ତ ସିଂହ ରାଜପୁତଙ୍କ ଏକ ବଡ ପ୍ରଶଂସକ । ସୁଶାନ୍ତ ସିଂହଙ୍କ ମୃ-ତ୍ୟୁ-ରେ ସମୀର ବାଙ୍ଖଡେ ମ-ର୍ମା-ହ-ତ ହୋଇଥିଲେ । ତେବେ ସମୀର ବାଙ୍ଖଡେ ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ ବହୁତ ଚେଷ୍ଟା କରିଥିଲେ । ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସେ ଏନସିବିକୁ ଟ୍ରାନ୍ସଫର ହୋଇ ଆସିଥିଲେ । ଯେତେବେଳେ ସୁଶାନ୍ତଙ୍କ ମୃ-ତ୍ୟୁ ହୋଇଥିଲା ସେତେବେଳେ ସମୀରଙ୍କୁ ଡକା ଯାଇଥିଲା ଏନସିବିକୁ ।

ଏ ପର୍ଯ୍ୟନ୍ତ ଅନେକ ଅ-ପ-ରା-ଧୀ-ଙ୍କୁ କା-ରା-ଗା-ର-ର ବାଟ ଦେଖାଇଛନ୍ତି ସମୀର । ସମୀରଙ୍କ ମତରେ, ବଲିଉଡରେ ଡ୍ର-ଗ୍ସ କା-ରବା-ର ହୁଏ । ଏହାର କାରଣ ହେଉଛି ଯେତେବେଳେ ବଲିଉଡର ବଡ ବଡ ଅଭିନେତା ଡ୍ର-ଗ୍ସ ସେବନ କରନ୍ତି ସେତେବେଳେ ତାଙ୍କୁ ଦେଖି ଅନେକ ସାରା ଲୋକ ମଧ୍ୟ ତାଙ୍କୁ ଦେଖି ଡ୍ର-ଗ୍ସ ସେବନ କରନ୍ତି । ଯାହା ଫଳରେ ଡ୍ର-ଗ୍ସର ପ୍ରମୋଶନ ହୋଇଥାଏ । ସେଥିପାଇଁ ଡ୍ର-ଗ୍ସର ଛୋଟ ଛୋଟ ପୁଡିଆ ବଲିଉଡ କଳାକାର ମାନେ ନିଜ ପାଖରେ ରଖନ୍ତି ।

ସମୀର ସୁଶାନ୍ତଙ୍କ ମୃତ୍ୟୁ ପରେ ୧୭ ହଜାର କୋଟି ଟଙ୍କାର ଡ୍ର-ଗ୍ସ ଭାରତରେ ଜବତ କରିଛନ୍ତି । ଏମିତି ମଧ୍ୟ କୁହାଯାଉଛି ଯେ, ଯେହେତୁ ସମୀର ସୁଶାନ୍ତଙ୍କୁ ନ୍ୟାୟ ଦେଇପାରିଲେ ନାହିଁ ତେଣୁ ସେ ଡ୍ର-ଗ୍ସ ପେଡଲାର ମାନଙ୍କୁ କାରାଗାରର ବାଟ ଦେଖାଇ ତାଙ୍କର ପ୍ର-ତି-ଶୋ-ଧ ନେବାକୁ ଚାହୁଁ ଛନ୍ତି । ହେଲେ ଏହି ଖବରଟି କେତେ ମାତ୍ରାରେ ସତ ତାହା କେହି କହିପାରିବେ ନାହିଁ ।

ସୁଶାନ୍ତ ସିଂହଙ୍କ ମାମଲାରେ ଅନେକ ବଡ ବଡ ବ୍ୟକ୍ତିଙ୍କୁ କାଠଗଡାରେ ଠିଆ କରେଇଥିଲେ ସମୀର । ସମୀରଙ୍କ ନାମରେ ଡ୍ର-ଗ୍ସ ପେଡଲାର ମାନେ ଥରହର ହୁଅନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସମୀର ବାଙ୍ଖଡେ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *