ଭିନ୍ନ ମୋଡ ନେଲା Manish Das ମୃତ୍ୟୁ ମାମଲା, ଆତ୍ମସମର୍ପଣ କଲେ ଦୁଇ ସାଙ୍ଗ, ଏବେ ଖୋଲିବ ରହସ୍ୟ, ଦେଖନ୍ତୁ Video

ବନ୍ଧୁଗଣ ଧୀରେ ଧୀରେ ଖୋଲିବାରେ ଲାଗିଛି ମନୀଷଙ୍କ ମୃ-ତ୍ୟୁ ଗୁ-ମ-ର । ପୁରା ଘ-ଟ-ଣା ଉପରୁ ଖୁବ ଶୀଘ୍ର ହଟିବ ପ-ର-ଦା । ସାଙ୍ଗ ମାନେ ହିଁ ହ-ତ୍ୟା-କା-ରୀ । କନ୍ଧମାଳରେ ଦୁଇ ଯୁବକଙ୍କ ଆ-ତ୍ମ-ସ-ମର୍ପଣ । ପୂର୍ବରୁ ଏହି ଦୁଇ ଯୁବକଙ୍କୁ ଅ-ଟ-କ ରଖିଛି ପୋଲିସ । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃ-ତ୍ୟୁ ମାମଲା ଏବେ ଭିନ୍ନ ମୋ-ଡ ନେଇଛି । ପୋଲିସ ତ-ଦ-ନ୍ତ ନିଷ୍କର୍ଷରେ ପହଞ୍ଚିଛି । ଖୁବ ଶୀଘ୍ର ଖୁଲାସା କରିବ କମିସନରେଟ ପୋଲିସ ।

ବନ୍ଧୁଗଣ ଆଜି କନ୍ଧମାଳରେ ଦୁଇଜଣ ଯୁବକ ଆ-ତ୍ମ-ସମର୍ପଣ କରିଛନ୍ତି ଯାହାଙ୍କୁ ନେଇ ଏବେ ଚର୍ଚା ଜୋରସୋର ହେଉଛି । ଯୁବକଙ୍କୁ ଧରିବା ପାଇଁ କମିସନରେଟ ପୋଲିସର ଏକ ଟିମ କନ୍ଧମାଳରେ ଡେ-ରା ପକାଇଥିଲା । ପୂର୍ବରୁ କନ୍ଧମାଳର ଜଣେ ସାମ୍ବାଦିକ ଯିଏ କି ଭୁବନେଶ୍ଵରର ଏକ ହୋଟେଲରେ ରହୁଥିଲେ ତାଙ୍କୁ ଅ-ଟ-କ ରଖିଛି ପୋ-ଲି-ସ । ସେହି ଭଳି ପଳାଶୁଣି ନିକଟରୁ ଜବତ ହୋଇଥିବା କାରର ଡ୍ରାଇଭର ମଧ୍ୟ ଅ-ଟ-କ ରହିଛି ।

ଏହି ମାମଲାରେ ମୋଟ ଚାରି ଜଣ ଏବେ ପୋଲିସ କ-ବ-ଜା-ରେ ରହିଛନ୍ତି । ଏମାନଙ୍କ ଠାରୁ ସବୁ ସତ ଓଗାଳିବ ପୋଲିସ । ପୁରା ଘ-ଟ-ଣା ନେଇ ଏମାନେ ହିଁ ସତ ମାନିବେ । ଘଟଣାକୁ ୪ ଦିନ ବୀତି ଗଲାଣି ହେଲେ ପୋଲିସ ଏ ପର୍ଯ୍ୟନ୍ତ କୌଣସି ନିଷ୍କ-ର୍ଷରେ ପହଞ୍ଚି ପାରି ନାହିଁ । ତେବେ ଖୁବ ଶୀଘ୍ର ସତର ଖୁଲାସା ହେବ ବୋଲି କମିସନରେଟ ପୋଲିସ କହିଛି ।

ଏହି ମାମଲାରେ ଆଉ କିଛି ଯୁବକଙ୍କୁ ସ୍କାନରରେ ରଖିଛି ପୋଲିସ । ଏଥିରେ ମନୀଷ ଙ୍କ ଦୁଇ ସାଙ୍ଗ ସାମିଲ ଅଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାର ଚର୍ଚା ବହୁତ ମାତ୍ରା ହେଉଛି ଓ ଲୋକମାନେ ମଧ୍ୟ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେବେ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *