‘ବାପା ମୁଲ ଲାଗି ପଇସା ପଠାଉଛି ,ପୁଅ ଏଠି ଝିଅ ସହ ହୋଟେଲରେ 600ଟଙ୍କାରେ ଖେଳ ଶେଷ କରି ଦେଉଛି…’

ବନ୍ଧୁଗଣ, ସମାଜରେ ଯେଉଁଭଳି ଭାବରେ ଆମାନୁଷିକତା ଦେଖିବାକୁ ମିଳିଛି ତାହାକୁ ନେଇ ଜଣେ ବ୍ୟକ୍ତି ନିଜର ମନ୍ତବ୍ୟ ଦେଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସେ କ’ଣ କହିଛନ୍ତି ? ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ଆଜିଭଳି ଦିନରେ ଭଲପାଇବା ଆଉ ଅଛି କେଉଁଠି ? ବର୍ତ୍ତମାନ ଯୁବପିଢୀ ଏଭଳି ଯେ ବାପା କେଉଁଠାରେ ମୂଲ ଲାଗି ସହରକୁ ପାଠ ପଢିବା ଲାଗି ନିଜ ଛୁଆ କୁ ପଠାଇଥିବେ, ମାତ୍ର ଏମାନେ OYO ହୋଟେଲ କୁ ଆସି କେବଳ ୬୦୦ ଟଙ୍କାରେ,

ଏହା ମଧ୍ୟ ସରକାର ଙ୍କ ତରଫରୁ ଅନୁମତି ଦେଇଛନ୍ତି ଲାଇସେନ୍ସ ପ୍ରାପ୍ତ ଏମାନେ । ତେବେ ଏହା ଗୋଟେ ମତରୁ ଭଲ କରିଛନ୍ତି ଆଉ ଗୋଟିଏ ମତରୁ ଖରାପ କରିଛନ୍ତି । ସରକାର ଲାଇସେନ୍ସ ଏଥିପାଇଁ ଦେଇଛନ୍ତି ଯେ ଭୁବନେଶ୍ଵର ମାଳିସାହି କୁ ବହୁତ ପିଲା ଜାଆନ୍ତି । ଏଣୁ ଯିଏ ଯାହାକୁ ପଟାଇ ପାରିଲା ସେ ତାକୁ OYO କୁ ନେଲା ଏବଂ ୬୦୦ ଟଙ୍କାରେ ଖେଳ କରିଦେଲା ।

ମାତ୍ର ବେଳେ ବେଳେ ଭୁଲରେ ଯେଉଁ ପ୍ରଡ଼କ୍ସନ ହେଇଯାଉଛି ତାହାକୁ ନେଇ ନାଳ ନର୍ଦମାରେ ପକାଇ ଦେଉଛନ୍ତି । ଏହା ପରେ ତାଙ୍କୁ ରଖିବା ନିମନ୍ତେ ଆଶ୍ରମଟିଏ ଆବଶ୍ୟକ । ମାତ୍ର ବାପା ମା’ ଙ୍କ ଇଜ୍ଜତ ଉପରେ ଜେଭଳି ଆଞ୍ଚ ନ ଆସୁ ତାହା ଦେଖିଚାହିଁ କରିବା ଆବଶ୍ୟକ । ମାତ୍ର ଏଠାରେ କିଏ ଭଲ ନାହାଁନ୍ତି ସେ ପୁଅ ହେଲେ କିଏ ଭଲ ନାହିଁ କି ଝିଅ ହେଲେ ମଧ୍ୟ ଭଲନାହିଁ, ସମସ୍ତେ ସମାନ ।

ଯଦି ଭଲ ହୋଇଥାନ୍ତା ତେବେ ପୁଅ ନିଶ୍ଚିତ ଭାବରେ ତାକୁ ଶିଖାଇଥାନ୍ତା ଯେ ମୁଁ ତୁମକୁ ଭଲ ପାଉଛି ଏବଂ ବିବାହ କରିବାକୁ ଚାହୁଁଛି । ଏଣୁ ଭଲପାଇବାକୁ ପବିତ୍ର ରଖିବା ଆବଶ୍ୟକ । ଭଲପାଇବାକୁ ପବିତ୍ର ରଖିବା ଆବଶ୍ୟକ । ଭଲ ପାଇବା ପବିତ୍ର ରଖିଲେ ହିଁ ଉଭୟଙ୍କ ମଧ୍ୟରୁ ଯେଉଁ ସନ୍ତାନଟିଏ ଜାତ ହେବ ତା’ ମଧ୍ୟରେ କିଛି ଆଧ୍ୟାତ୍ମିକ ଜିନିଷ ରହିବ ।

ମାତ୍ର ଆପଣଙ୍କର ଯଦି ହଜାର ଜଣଙ୍କ ସହିତ ସମ୍ପର୍କ ଥିବ ଏବଂ ଜଣକ ସହିତ ଛୁଆ ହେବ ଏବଂ ସେହି ଛୁଆ ଭଲ ହେବ କୁଆଡୁ ? ଏହି ଭଳି ଭାବରେ ବ୍ୟକ୍ତି ଜଣକ ନିଜର ମନ୍ତବ୍ୟ ଦେଇଛନ୍ତି । କାରଣ ଆଜିଭଳି ଦିନରେ ଅପରାଧ ବଢିବାରେ ଲାଗିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *