ବାପାମା’ଙ୍କ ମାଡଗାଳି ଭୟରେ ପାନ ଦୋକାନରେ ବସି କାନ୍ଦୁଥିଲା ସାଇ, ମୁଁ ପୁଅ କରି ରଖିବି ବୋଲି ନେଇ ଆସିଲି, ହେଲେ ତା’ ବାପାଙ୍କ କାନ୍ଦ ଦେଖି…

ନମସ୍କାର ବନ୍ଧୁଗଣ । ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ର ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ଜଣେ ନିରୀହ ବାପା ଆଜି ସମସ୍ତେ ଖୁସି ମନଉଛନ୍ତି । ମାତ୍ର ମୋ ପୁଅ କୁଆଡେ ଚାଲିଗଲା ଏଭଳି ନିୟୁଜ ସୋସିଆଲ ମିଡିଆରେ ଚର୍ଚା ରେ ରହିଛି  । ପ୍ରାୟତ ସବୁ  ଘରେ ଉତ୍ସବ ପାଳନ ହେଉଥିବା ବେଳେ ଏମାନଙ୍କ ଘରେ ଦୁଃଖର ଛାୟା ରହିଛି । ସେହି ବିଷୟକୁ ନେଇ ଏବେ ବଡ ଧାରଣର ଖବର ଲୋକମାନଙ୍କ ସାମ୍ନାକୁ ଆସିଛି ।

ଭଦ୍ର  କିନ୍ନର ମହିଳା ଜଣକ ପୁରୀରୁ ଫେରିବା ସମୟରେ ରାସ୍ତାରେ ପିଲାଟି କାନ୍ଦୁଥିବାର ଦେଖିଥିଲେ ଓ ପୁଅ ଟିକୁ ତାଙ୍କ ସହ ନେଇକି ଆସିଥିବା କଥା ମିଡିଆ ସାମ୍ନା ରେ କହିଛନ୍ତି । ତାଙ୍କ କହିବା ମୁତାବକ ପରୀକ୍ଷା ହେଉଛି ମାତ୍ର ସାମାନ୍ୟ ବିଷୟ ତାହା କଣ ଜୀବନକ୍କୁ ନିଦ୍ଧାରିତ କରେ । ସୂଚନା ଅନୁଯାୟୀ ପୁଅ ଟିର ନାଁ ହେଉଛି ସାଇଁ ସେ ଦଶମ ଶ୍ରେଣୀ ର ଛାତ୍ର ।

ଚଳିତ ବର୍ଷ ଦଶମ ପରୀକ୍ଷା ଫଳକୁ ନେଇ ଘରେ ବାପା ତାଙ୍କୁ ଧମକ ହେଇ କହିଥିଲେ ଯେ ପରୀକ୍ଷାରେ ଭଲ ମାର୍କ ନ ଆଣିଳେ ତୋର ଅବସ୍ଥା ଖରାପ କରିଦେବି । ପିତାମାତାଙ୍କ କହିବାକୁ ଅତ୍ୟଧିକ ମାତ୍ରା ରେ ମନକୁ ନେଇଥିବା ସାଇଁ ପରୀକ୍ଷା ଫଳାଫଳ ବାହାରିବା ଦିନ ଭୟରେ ଘର ଛାଡି ପଳେଇ ଥିଲେ । ବାପାମା ଙ୍କ ଅନେକ ଚେଷ୍ଟା ପରେ ମଧ୍ୟ ପୁଅକୁ ପାଇନଥିଲେ ଓ ଭାଙ୍ଗିପଡିଥିଲେ ମାତାପିତା ।

ଏପଟେ ପରିସ୍ଥିତି ଏଭଳି ଥିବା ବେଳେ ସମାଜରେ ନୀଚ ଭାବରେ ଦେଖୁଥିବା କିନ୍ନର ମହିଳା ଜଣକ ରାସ୍ତାରେ ଯିବା ସମୟରେ ଛୋଟ ପୁଅ ଟିର କାନ୍ଦକୁ ଶୁଣି ଲୋକମାନଙ୍କ ପରି ଅଶୁଣା କରିନଥିଲେ । ପୁଅ ଟିର ପାଖକୁ ଯାଇ ତାଙ୍କୁ ଘରକୁ ଆଣି ମା ‘ ଭଳି ସ୍ନେହ ଦେଇଥିଲେ ଏବଂ ସାଇଁ ମଧ୍ୟ ତାଙ୍କ ପାଖରେ ରହିବାକୁ ନିବେଦନ କରିଥିଲେ । ମାତ୍ର ମହିଳା ଜଣକ ସାବିତ୍ରୀ ବ୍ରତ ଦିନ ବାପାମା ‘ କାନ୍ଦୁଥିବା ଦୃଶ୍ୟ ଦେଖି ରହିପାରିଳେ ନାହିଁ ।

ସାଇଁ ବାପାଙ୍କ ନମ୍ବର ଜୁଗାଡ କରି ବାପାମା ; ଙ୍କୁ ଫେରାଇ ଦେଇଥିଲେ ପୁଅ କୁ ଏବଂ ତାହା ସହ ପିଲାମାନଙ୍କ ଉପରେ ଏଭଳି ବ୍ୟବହାର କରିବା ଅନୁଚିତ୍ । ତେବେ ଏହି ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ, ଶେୟାର ଓ କମେଣ୍ଟ କରିବାକୁ  ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *