Anubhav ଙ୍କ ବାଣମରା ପୋଷ୍ଟ ! ସାବିତ୍ରୀ ପୂଜାକୁ କିଏ କରୁଛି ବଦନାମ ? ସାବିତ୍ରୀ ବ୍ରତକୁ ନେଇ କାହା ଉପରେ ଏମିତି ବର୍ଷିଲେ ?

ନମସ୍କାର ବନ୍ଧୁଗଣ । ଗତ କିଛି ଦିନମାନଙ୍କରେ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡପତ୍ର କୁ ନେଇ ବାରମ୍ବାର କୋର୍ଟ ଯିବାର ଖବର ସୋସିଆଲ ମିଡିଆରେ ବେସ୍ ଟ୍ରୋଲ ହେଉଛି । ତାଙ୍କ ଛାଡପତ୍ର କୋଣସି ଶେଷ ଶୀର୍ଷକ ରେ ପହଞ୍ଚୁ ନାହିଁ । ଏଭଳି ପରିସ୍ଥିତି ଚାଲୁଥିବା ବେଳେ ଗତ ପବିତ୍ର ସାବିତ୍ରୀ ବ୍ରତ ଦିନ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ପୋଷ୍ଟ ଛାଡିଥିବାର ଦେଖିବାକୁ ମିଳିଛି ।

ଏହି ପୋଷ୍ଟର ମୁଖ୍ୟ ଶୀର୍ଷକ ରହିଛି  ରିୟ୍ଯାଲ ସାବିତ୍ରୀ VS ଫେକ୍ ସାବିତ୍ରୀ । ଏହି ପୋଷ୍ଟ କୁ ନେଇ ସୋସିଆଲ ମିଡିଆରେ  ଚର୍ଚା ଜୋର ଧରିଛି । ଅନୁଭବ ତାଙ୍କ ପୋଷ୍ଟରେ  ଲେଖିଛନ୍ତି ଦିନେ ନାହିଁ  କାଳେ ନାହିଁ , ଗହ୍ନା ପୁନେଇ ଦିନ ମାଈ । ବର୍ଷ ସାରା ତାଙ୍କ ସିନ୍ଥି ବିନା ସିନ୍ଦୁର ରେ ଛିନ୍ନ ମସ୍ତା । ସାଂସଦ ଅନୁଭବ କାହାକୁ କହିଛନ୍ତି ନାମ ପ୍ରକାଶିତ କରୁନଥିବା ବେଳେ ବର୍ଷସାରା ଯିଏ ସିନ୍ଦୁର ମଥାରେ ଧାରଣ କରିନି ।

ମାତ୍ର ସାବିତ୍ରୀ ଓଷା ଦିନ ଏକ ଦମ୍ ସାବିତ୍ରୀ ପତିବ୍ରତା ଦେଖାଉଛନ୍ତି । ସନାତନ ଧର୍ମ ଶାସ୍ତ୍ରରେ ମହିଳାମାନଙ୍କ ପାଇଁ ସିନ୍ଦୁର କୋଣସି ଖେଳ ଘର ନୁହେଁ । ବରଂ ତାହା ସ୍ତ୍ରୀମାନଙ୍କ ପାଇଁ ଅଳଙ୍କାର ହୋଇଥାଏ । ମାତ୍ର ଆଧୁନିକ ମହିଳାମାନେ ପବିତ୍ର ସାବିତ୍ର ଓଷା କୁ ଖେଳ ଘର କରିଦେଇଛନ୍ତି । ଏହା ବ୍ୟତୀତ ଅନୁଭବ କହିଛନ୍ତି କି ସାବିତ୍ରୀ ବ୍ରତ କରିବା ପୂବେ ଥରେ ବହିଟା ପଢନ୍ତୁ ତେବେ ଯାଇ ଆପଣ ବୁଝିବେ ସ୍ଵାମୀ ଓ ସିନ୍ଦୁରର ପ୍ରକୃତ ମୂଲ୍ୟ ।

 

ଆଜି କାଲି ସୋସିଆଲ ମିଡିଆରେ ପେକ୍ ଏକାଉନ୍ଟ ସୃଷ୍ଟି କରାଯାଉଥିବା ଭଳି ଫେକ୍ ସାବିତ୍ରୀ ଓଷା ପାଳନ କରାଯାଉଛି ବୋଲି କହିଛନ୍ତି । ଏହା ଛଡା ସେ ତାଙ୍କ ପୋଷ୍ଟରେ ମୁଁ ସାବିତ୍ରୀ ଓଷା କରୁଥିବା ସବୁ ସ୍ତ୍ରୀ ଲୋକମାନଙ୍କ ଉଦେଶ୍ୟରେ ଏ କଥା କହୁନି ବୋଲି ସ୍ପଷ୍ଟିକରଣ କରିଥିଲେ । ଶେଷରେ ଏହାକୁ ଦେହକୁ ନେବେନି ବୋଲି କହି ପୋଷ୍ଟଟିକୁ ଶେଷ କରିଛନ୍ତି ଓ ଅନ୍ୟ ପଟେ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ସାବିତ୍ରୀ ବ୍ରତର ଶୁଭେଛା ଜଣାଇଛନ୍ତି ।

ତେବେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଏହି ପୋଷ୍ଟ କାହା ଉଦେଶ୍ୟରେ ହେଇଥିବା ତାଙ୍କ ଏଭଳି ପ୍ରତିକ୍ରିୟା ପଛରେ କଣ ରହିଛି । ଖବରକୁ ନେଇ ଆପଣଙ୍କ ମତକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ । 

Leave a Reply

Your email address will not be published. Required fields are marked *