Interesting Gk Questions- Bank ର ଫୁଲ୍ ଫର୍ମ କଣ ? Lic ର ଫୁଲ୍ ଫର୍ମ କଣ ? ଜାଣନ୍ତୁ ଏମିତି ଆହୁରି 14 ଟି ଫୁଲ୍ ଫର୍ମ

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. LIC ର ଫୁଲ୍ ଫର୍ମ କଣ ?

ଉତ୍ତର- LIC ର ଫୁଲ୍ ଫର୍ମ ହେଉଛି ଲାଇଫ ଇନସୁରାନ୍ସ କର୍ପୋରେସନ

୨. WHO ର ଫୁଲ୍ ଫର୍ମ କଣ ?

ଉତ୍ତର- WHO ର ଫୁଲ୍ ଫର୍ମ ହେଉଛି ୱାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ ।

୩. RSS ର ଫୁଲ୍ ଫର୍ମ କଣ ?

ଉତ୍ତର- RSS ର ଫୁଲ୍ ଫର୍ମ ହେଉଛି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ।

୪. LOL ର ଫୁଲ୍ ଫର୍ମ କଣ ?

ଉତ୍ତର- LOL ର ଫୁଲ୍ ଫର୍ମ ହେଉଛି ଲାଫ ଆଉଟ ଲାଉଡ ।

୫. LnT ର ଫୁଲ୍ ଫର୍ମ କଣ ?

ଉତ୍ତର-LnT ର ଫୁଲ୍ ଫର୍ମ ହେଉଛି ଲାର୍ଶନ ଆଣ୍ଡ ଟର୍ବୋ ମିଳିଟେଡ ।

୬. MCQ ର ଫୁଲ୍ ଫର୍ମ କଣ ?

ଉତ୍ତର- MCQ ର ଫୁଲ୍ ଫର୍ମ ହେଉଛି ମଲ୍ଟିପୁଲ ଚଏସ କ୍ଵେଶ୍ଚିନସ ।

୭. GPS ର ଫୁଲ୍ ଫର୍ମ କଣ ?

ଉତ୍ତର- GPS ର ଫୁଲ୍ ଫର୍ମ ହେଉଛି ଗ୍ଲୋବାଲ ପୋଜେସନିଙ୍ଗ ସିଷ୍ଟମ ।

୮. IPO ର ଫୁଲ୍ ଫର୍ମ କଣ ?

ଉତ୍ତର- IPO ର ଫୁଲ୍ ଫର୍ମ ହେଉଛି ଇନିସିଆଲ ପବ୍ଲିକ ଅଫେରିଙ୍ଗ ।

୯. COVID ର ଫୁଲ୍ ଫର୍ମ କଣ ?

ଉତ୍ତର- COVID ର ଫୁଲ୍ ଫର୍ମ ହେଉଛି କରୋନା ଭାଇରସ ଡିଜିଜ ।

୧୦.MLA ର ଫୁଲ୍ ଫର୍ମ କଣ ?

ଉତ୍ତର- MLA ର ଫୁଲ୍ ଫର୍ମ ହେଉଛି ମେମ୍ବର ଅଫ ଦ ଲେଜିସ୍ଲେଟିଭ ଆସେମ୍ବଲି ।

୧୧. DJ ର ଫୁଲ୍ ଫର୍ମ କଣ ?

ଉତ୍ତର- DJ ର ଫୁଲ୍ ଫର୍ମ ହେଉଛି ଡିସ୍କ ଜୋକି ।

୧୨. BANK ର ଫୁଲ୍ ଫର୍ମ କଣ ?

ଉତ୍ତର- BANK ର ଫୁଲ୍ ଫର୍ମ ହେଉଛି ବୋରୋଇଙ୍ଗ ଆକ୍ସେପ୍ଟିଙ୍ଗ ନେଗୋସିଏଟିଙ୍ଗ କିପିଙ୍ଗ । ଏହା ରିଅଲ ଫୁଲ ଫର୍ମ ନୁହେଁ ହେଲେ ସମସ୍ତେ ଏହାକୁ ଫୁଲ ଫର୍ମ କରିଦେଇଛନ୍ତି ।

୧୩. 4G ର ଫୁଲ୍ ଫର୍ମ କଣ ?

ଉତ୍ତର- 4G ର ଫୁଲ୍ ଫର୍ମ ହେଉଛି  4th ଜେନେରେସନ ।

୧୪. ACC ର ଫୁଲ୍ ଫର୍ମ କଣ ?

ଉତ୍ତର- ACC ର ଫୁଲ୍ ଫର୍ମ ହେଉଛି ଆସୋସିଏଟେଡ ସିମେଣ୍ଟ କମ୍ପାନୀସ ।

Leave a Reply

Your email address will not be published. Required fields are marked *