ପୃଥିବୀ ର ଏମିତି 4 ଟି ପ୍ରାକୃତିକ ଘଟଣା ଯାହା ବୈଜ୍ଞାନିକ ମାନଙ୍କର ହୋସ୍ ଉଡେଇଦେଲା, ପୁରା Video ଦେଖିଲେ ଲୋମ ଟାଙ୍କୁରି ଉଠିବ

ବନ୍ଧୁଗଣ ଆମ ପୃଥିବୀରେ ଏମିତି ବହୁତ କିଛି ଘ-ଟ-ଣା ଘ-ଟୁ-ଛି ଯାହା ବିଷୟରେ ଅଧିକାଂଶ ଲୋକ ଜାଣିଛନ୍ତି । ହେଲେ ଏପରି ମଧ୍ୟ କିଛି ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ଅଛି ଯାହା ବିଷୟରେ ଜାଣିଲେ ଆପଣ ତାହାକୁ ଚମତ୍କାର କହିବେ । ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ପ୍ରାକୃତିକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ବନ୍ଧୁଗଣ ଏହି ସବୁ ଘଟଣାର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଘଟଣା ବିଷୟରେ ।

୧. ବନ୍ଧୁଗଣ ଆପଣ ମାନେ ସମସ୍ତେ କୁଆ ପଥର ବା କଠିନ ବରଫ ବର୍ଷା ନିଶ୍ଚୟ ଦେଖିଥିବେ । ୮ ଫେବୃୟାରି ୨୦୧୮ରେ କୋର୍ଡୋବା ଆର୍ଜେଣ୍ଟିନାରେ ଏକ ଏପରି ଘଟଣା ଘଟିଲା ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । କମ ସେ କମ ୪ଟା ୩୦ରେ କୋର୍ଡୋବାରେ କୁଆ ପଥର ବର୍ଷା ହେଲା । ପ୍ରଥମେ ତ ଲୋକ ମାନେ ସେହି ସମୟର ଆନନ୍ଦ ନେଲେ ହେଲେ କିଛି ସମୟ ପରେ କୁଆ ପଥରର ଆକାର ବଡ ହୋଇଗଲା । ଟେନିସ ବଲ ଆକାରର କୁଆ ପଥର ଉପରୁ ପଡିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

୨. ବନ୍ଧୁଗଣ ଆପଣ ମାନେ ସମସ୍ତେ ଜ୍ଵଳାମୁଖୀର ନାମ ନିଶ୍ଚୟ ଶୁଣିଥିବେ । ଜ୍ଵଳାମୁଖୀ ପାହାଡରୁ ଗରମ ନାଲି ଲାଭା ବାହାରିଥାଏ । ହେଲେ ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ଯେ, ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠି ନୀଳ ଲାଭା ବାହାରେ । ଏହି ନୀଳ ଲାଭାର ସନ୍ଧାନରେ ବୈଜ୍ଞାନିକ ମାନଙ୍କ ବହୁତ ସମୟ ନଷ୍ଟ ହୋଇଛି । ନୀଳ ରଙ୍ଗର ଲାଭା ଥିବା ଜ୍ଵଳାମୁଖୀ ଇଣ୍ଡୋନେସିଆର ବନ୍ୟୁବାଙ୍ଗୀରେ ଅଛି ।

୩. ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଯେତେବେଳେ ଦୁନିଆରେ ପାପ ବଢିଥାଏ ସେତେବେଳେ ଭୂମି ଫା-ଟି ଥାଏ । ବନ୍ଧୁଗଣ ଭୂମି ଫା-ଟି-ବାର ଅନେକ ଖବର ଆପଣ ମାନେ ଶୁଣିବାକୁ ପାଇଥିବେ । ହେଲେ ୨୦୦୫ ରେ ଏଥୁପିଆରେ ଭୂମି ଫା-ଟି ଥିଲା ଓ ଏହାର ଭ-ୟ-ଙ୍କ-ର ରୂପକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବୈଜ୍ଞାନିକ ମାନଙ୍କ ମତରେ ଏହି ଘଟଣା ଦ୍ଵାରା ଅନ୍ୟ ଏକ ମହାସାଗର ହେବାର ସମ୍ଭାବନା ଅଛି ।

୪. ବନ୍ଧୁଗଣ ଏହି ଦୁନିଆରେ ଏମିତି ବହୁତ ରହସ୍ୟମୟ କଥା ରହିଛି ଯାହାର ପରଦାଫାସ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ନାହିଁ । ୨୦୧୪ରେ ରୁଷିଆର ସାଇବେରିଆ କ୍ଷେତ୍ରରେ ଗୋଟେ ୨୬୨ ଫୁଟର ଗାତ ନଜର ଆସିଥିଲା । ଏତେ ବଡ ଗାତ ବିଷୟରେ ଜାଣି ସମସ୍ତ ଲୋକଙ୍କ ହୋସ ଉଡିଗଲା ହେଲେ ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗାତ ରହସ୍ୟ ବିଷୟରେ ଜଣା ପଡି ନାହିଁ ।

Leave a Reply

Your email address will not be published. Required fields are marked *