ବନେଇବା ବାଲା ବିକି ଦେଇଥାଏ କିଣିବା ବାଲା ୟୁଜ କରେ ନାହିଁ ଓ ୟୁଜ କରିବା ଲୋକକୁ ଜଣା ହିଁ ପଡେ ନାହିଁ ? କୁହନ୍ତୁ ତାହା କଣ !

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜେନେରାଲ ନଲେଜ ନେଇ ଆସିଛୁ । ଏହି ଓଡିଆ ଜେନେରାଲ ନଲେଜ ବିଷୟରେ ପଢିଲେ ଆପଣଙ୍କ ଜ୍ଞାନ ବଢିବା ସହ ଆପଣଙ୍କ ଜୀବନରେ ବହୁତ ସହାୟକ ମଧ୍ୟ ହେବ । ଏହା ବିଷୟରେ ଆପଣ ନିଜ ଭାଇ ଭଉଣୀଙ୍କୁ ମଧ୍ୟ ଜ୍ଞାନ ଦେଇପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।

୧. ଏମିତି କେଉଁ ଜିନିଷ ଥାଏ ଯାହା ଖାଇବା ପୂର୍ବରୁ ଦେଖାଯାଇ ନଥାଏ ?

ଉତ୍ତର- ଧୋକା, ଖାଇବା ପୂର୍ବରୁ ଆମେ ଜାଣି ପାରି ନଥାଉ ।

୨. ନିଜର କେଉଁ ସିଷ୍ଟର ର ସ୍ଵାମୀଙ୍କୁ ଆପଣ ଭିଣେଇ କହିପାରିବେ ନାହିଁ ?

ଉତ୍ତର- ହସ୍ପିଟାଲର ସିଷ୍ଟର

୩. ମୁଁ ଏକ ମଣିଷ ଅଟେ ହେଲେ ମୁଁ ଦୁଇଟି କରିଦିଏ କୁହ ମୁଁ କିଏ ?

ଉତ୍ତର- ଆଇନା

୪. ମୁଣ୍ଡ ଅଛି ଲାଞ୍ଜ ଅଛି ହେଲେ ଗୋଡ ନାହିଁ, ପେଟ ଅଛି ଆଖି ଅଛି ହେଲେ କାନ ନାହିଁ ? କୁହନ୍ତୁ ମୁଁ କିଏ ?

ଉତ୍ତର- ସାପ

୫. ପ୍ୟାରାଶୁଟ ସବୁଠାରୁ ପ୍ରଥମେ କେଉଁ ଦେଶରେ ତିଆରି ହୋଇଥିଲା ?

ଉତ୍ତର- ଫ୍ରାନ୍ସ

୬. ରେଳ ଗାଡିର ଇଞ୍ଜିନରେ ସୌଚାଳୟ କାହିଁକି ନଥାଏ ?

ଉତ୍ତର- ୨୦୧୬ ପର୍ଯ୍ୟନ୍ତ ନଥିଲା ହେଲେ ବର୍ତ୍ତମାନ ଏହି ବ୍ୟବସ୍ତା ଅଛି ।

୭. ଭାରତର ଏମିତି କେଉଁ ରେଳ ଷ୍ଟେସନ ଅଛି ଯେଉଁଠି କେବଳ ମହିଳା କର୍ମଚାରୀ ମାନେ କାମ କରନ୍ତି ?

ଉତ୍ତର- ମାତୁଙ୍ଗା ରେଲୱେ ଷ୍ଟେସନରେ ।

୮. wi-fi କେତେ ଦୂର ପର୍ଯ୍ୟନ୍ତ କନେକ୍ଟ ହୋଇପାରିବ ?

ଉତ୍ତର- wi-fi ୯୨ ମିଟର ପର୍ଯ୍ୟନ୍ତ କନେକ୍ଟ ହୋଇପାରିବ

୯. କ୍ଷୀରରେ କେଉଁ ଏସିଡ ରହିଥାଏ ?

ଉତ୍ତର- କ୍ଷୀରରେ ଲାକଟିକ ଏସିଡ ରହିଥାଏ ।

୧୦. ଆଗ୍ରାର ତାଜମହଲ କିଏ ବନେଇଥିଲେ ?

ଉତ୍ତର- ଆଗ୍ରାର ତାଜମହଲ ଶାହଜାହନ ବନେଇଥିଲେ

୧୧. ମଣିଷର ମେରୁଦଣ୍ଡରେ କେତେ ହାଡ ରହିଥାଏ ?

ଉତ୍ତର- ୩୩ ଟି

୧୨. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ?

ଉତ୍ତର- ଭାରତର ତାମିଲନାଡୁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ?

୧୩. ଚାନ୍ଦରେ ପାଣିକୁ କେଉଁ ଦେଶ ଖୋଜିଥିଲା ?

ଉତ୍ତର- ଚାନ୍ଦରେ ପାଣିକୁ ଭାରତ ଦେଶ ଖୋଜିଥିଲା ।

୧୪. କେଉଁ ଜୀବର ରକ୍ତ ଧଳା ରଙ୍ଗର ହୋଇଥାଏ ?

ଉତ୍ତର- ଅସରପାର ରକ୍ତ ଧଳା ରଙ୍ଗର ହୋଇଥାଏ

ପ୍ରଶ୍ନ – ୧୫

ବନେଇବା ବାଲା ବିକି ଦେଇଥାଏ

କିଣିବା ବାଲା ୟୁଜ କରେ ନାହିଁ

ଓ ୟୁଜ କରିବା ଲୋକକୁ ଜଣା ହିଁ

ପଡେ ନାହିଁ ? କୁହନ୍ତୁ ତାହା କଣ !

ଉତ୍ତର – କଫନ

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *