ମିଡିଆ ଦ୍ଵାରା ଅଭିଷେକ ଡ଼ିଲିଟ କରାଇଥିଲେ ଐଶଙ୍କର ଏହି ଫଟୋ, କହିଥିଲେ – ପ୍ଳିଜ ଡ଼ିଲିଟ କରିଦିଅ !

ବଲିଉଡରେ ଏମିତି ସବୁ ଘଟଣା ଘଟିଥାଏ ଯାହା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାଏ । ଏହା ଦ୍ଵାରା କଳାକାର ମାନଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ହୋଇଥାଏ । ଠିକ ଏହି ପରି କିଛି ହେଲା ବଚ୍ଚନ ପରିବାରର ବୋହୁ ଐଶ୍ଵର୍ଯ୍ୟଙ୍କ ସହିତ । ଅସଲରେ ଫଟୋଗ୍ରାଫର ଐଶ୍ଵର୍ୟ୍ୟାଙ୍କର ଏମିତି କିଛି ଫଟୋ ରଖିଥିଲା, ଯାହାଫଳରେ ଅଭିଷେକଙ୍କୁ କହିବାକୁ ପଡିଥିଲା କି ‘ପ୍ଳିଜ ଏହି ଫଟୋ ଡିଲିଟ କରିଦିଅ’ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଖବର ଅନୁସାରେ ଜଣା ପଡିଛି ବଲିଉଡର ବିଉଟି କ୍ଵିନ ଐଶ୍ଵର୍ଯ୍ୟ ରାୟ ବଚ୍ଚନ ଓ ତାଙ୍କ ପତି ଅଭିଷେକ ବଚ୍ଚନ ଏକ ପାର୍ଟିରେ ସାମିଲ ହେବା ପାଇଁ ଯାଉଥିଲେ । ଏହି ପାର୍ଟି ଥିଲା ମନିଷ ମଲ୍ହୋତ୍ରାଙ୍କର । ଏହି ପାର୍ଟିରେ କରନ ଜୋହର ମଧ୍ୟ ସାମିଲ ଥିଲେ ।


ପାର୍ଟି ସାରିବା ପରେ ସମସ୍ତେ ନିଜ ନିଜ ଘରକୁ ଯିବା ପାଇଁ ବାହାରିଥିଲେ । ସେହି ସମୟରେ ଏକ ଫଟୋଗ୍ରାଫର ଆସି ସବୁ ସେଲିବ୍ରିଟି ମାନଙ୍କ ଫଟୋ ନେଇଥିଲା । ସେହି ସମୟରେ ଫଟୋଗ୍ରାଫର ଐଶ୍ଵର୍ୟ୍ୟା ରାୟ ବଚ୍ଚନଙ୍କ ଫଟୋ ନେବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ।

ସେହି ପାର୍ଟି ପାଇଁ ଐଶ୍ଵର୍ୟ୍ୟା ଏକ ସର୍ଟ ଡେନିମ ଡ୍ରେସ ପିନ୍ଧିଥିଲେ । ଐଶ୍ଵର୍ୟ୍ୟା କାରରେ ବସିବା ସମୟରେ ତାଙ୍କର ଏମିତି କିଛି ଫଟୋ ଉଠା ଯାଇଥିଲା ଯାହା ଫଳରେ ଅଭିଷେକଙ୍କୁ କହିବାକୁ ପଡିଥିଲା, ପ୍ଳିଜ ଏହି ଫଟୋକୁ ଡିଲିଟ କର । କାରଣ ଫଟୋ ଉଠାଇବା ସମୟରେ ଅଭିଷେକ ବଚ୍ଚନ ଦେଖିଥିଲେ । ଯାହା ଫଳରେ ତାଙ୍କୁ ବାଧ୍ୟ ହୋଇ ଏହି କଥା କହିବାକୁ ପଡିଥିଲା ।

ଫଟୋ ଦେଖି ରାଗିଗଲେ ଅଭିଷେକ ବଚ୍ଚନ


ଯେତେବେଳେ ଅଭିଷେକ ନିଜ ପତ୍ନୀଙ୍କ ଫଟୋ ଦେଖିଲେ, ସେତେବେଳେ ସେ ବହୁତ ରାଗିଗଲେ । ଯେଉଁ ଫଟୋ ସବୁ ଉଠା ଯାଇଥିଲା ସେ ସବୁ ନର୍ମାଲ ଥିଲା, ହେଲେ ଏମିତି କିଛି ଫଟୋ ମଧ୍ୟ ରହିଥିଲା ଯାହା ଅଭିଷେକ ବଚ୍ଚନଙ୍କୁ ପସନ୍ଦ ଆସି ନଥିଲା । ଏଥିପାଇଁ ସେ ରାଗି ଯାଇଥିଲେ ଓ ସେହି ଫଟୋ ଗୁଡିକୁ ଡିଲିଟ କରାଇ ଥିଲେ । ହେଲେ ସେହି ସ୍ଥାନରେ ଅନ୍ୟ କେତେକ ଫଟୋଗ୍ରାଫର ଥିଲେ ଯେଉଁ ମାନଙ୍କ ପାଖରେ ଏହି ଫଟୋ ରହିଯାଇଥିଲା ଓ ଏହା ପରେ ଲିକ ହେଲା । ଏହିପରି ବଲିଉଡରେ ବହୁତ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଏହି ଘଟଣା ପାଇଁ କଳାକାର ମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *