ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜେନେରାଲ ନଲେଜ ନେଇ ଆସିଛୁ । ଏହି ଓଡିଆ ଜେନେରାଲ ନଲେଜ ବିଷୟରେ ପଢିଲେ ଆପଣଙ୍କ ଜ୍ଞାନ ବଢିବା ସହ ଆପଣଙ୍କ ଜୀବନରେ ବହୁତ ସହାୟକ ମଧ୍ୟ ହେବ । ଏହା ବିଷୟରେ ଆପଣ ନିଜ ଭାଇ ଭଉଣୀଙ୍କୁ ମଧ୍ୟ ଜ୍ଞାନ ଦେଇପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।
୧. ଏମିତି କେଉଁ ଜିନିଷ ଥାଏ ଯାହା ଖାଇବା ପୂର୍ବରୁ ଦେଖାଯାଇ ନଥାଏ ?
ଉତ୍ତର- ଧୋକା, ଖାଇବା ପୂର୍ବରୁ ଆମେ ଜାଣି ପାରି ନଥାଉ ।
୨. ନିଜର କେଉଁ ସିଷ୍ଟର ର ସ୍ଵାମୀଙ୍କୁ ଆପଣ ଭିଣେଇ କହିପାରିବେ ନାହିଁ ?
ଉତ୍ତର- ହସ୍ପିଟାଲର ସିଷ୍ଟର
୩. ମୁଁ ଏକ ମଣିଷ ଅଟେ ହେଲେ ମୁଁ ଦୁଇଟି କରିଦିଏ କୁହ ମୁଁ କିଏ ?
ଉତ୍ତର- ଆଇନା
୪. ମୁଣ୍ଡ ଅଛି ଲାଞ୍ଜ ଅଛି ହେଲେ ଗୋଡ ନାହିଁ, ପେଟ ଅଛି ଆଖି ଅଛି ହେଲେ କାନ ନାହିଁ ? କୁହନ୍ତୁ ମୁଁ କିଏ ?
ଉତ୍ତର- ସାପ
୫. ପ୍ୟାରାଶୁଟ ସବୁଠାରୁ ପ୍ରଥମେ କେଉଁ ଦେଶରେ ତିଆରି ହୋଇଥିଲା ?
ଉତ୍ତର- ଫ୍ରାନ୍ସ
୬. ରେଳ ଗାଡିର ଇଞ୍ଜିନରେ ସୌଚାଳୟ କାହିଁକି ନଥାଏ ?
ଉତ୍ତର- ୨୦୧୬ ପର୍ଯ୍ୟନ୍ତ ନଥିଲା ହେଲେ ବର୍ତ୍ତମାନ ଏହି ବ୍ୟବସ୍ତା ଅଛି ।
୭. ଭାରତର ଏମିତି କେଉଁ ରେଳ ଷ୍ଟେସନ ଅଛି ଯେଉଁଠି କେବଳ ମହିଳା କର୍ମଚାରୀ ମାନେ କାମ କରନ୍ତି ?
ଉତ୍ତର- ମାତୁଙ୍ଗା ରେଲୱେ ଷ୍ଟେସନରେ ।
୮. wi-fi କେତେ ଦୂର ପର୍ଯ୍ୟନ୍ତ କନେକ୍ଟ ହୋଇପାରିବ ?
ଉତ୍ତର- wi-fi ୯୨ ମିଟର ପର୍ଯ୍ୟନ୍ତ କନେକ୍ଟ ହୋଇପାରିବ
୯. କ୍ଷୀରରେ କେଉଁ ଏସିଡ ରହିଥାଏ ?
ଉତ୍ତର- କ୍ଷୀରରେ ଲାକଟିକ ଏସିଡ ରହିଥାଏ ।
୧୦. ଆଗ୍ରାର ତାଜମହଲ କିଏ ବନେଇଥିଲେ ?
ଉତ୍ତର- ଆଗ୍ରାର ତାଜମହଲ ଶାହଜାହନ ବନେଇଥିଲେ
୧୧. ମଣିଷର ମେରୁଦଣ୍ଡରେ କେତେ ହାଡ ରହିଥାଏ ?
ଉତ୍ତର- ୩୩ ଟି
୧୨. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ?
ଉତ୍ତର- ଭାରତର ତାମିଲନାଡୁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ?
୧୩. ଚାନ୍ଦରେ ପାଣିକୁ କେଉଁ ଦେଶ ଖୋଜିଥିଲା ?
ଉତ୍ତର- ଚାନ୍ଦରେ ପାଣିକୁ ଭାରତ ଦେଶ ଖୋଜିଥିଲା ।
୧୪. କେଉଁ ଜୀବର ରକ୍ତ ଧଳା ରଙ୍ଗର ହୋଇଥାଏ ?
ଉତ୍ତର- ଅସରପାର ରକ୍ତ ଧଳା ରଙ୍ଗର ହୋଇଥାଏ
ପ୍ରଶ୍ନ – ୧୫
ବନେଇବା ବାଲା ବିକି ଦେଇଥାଏ
କିଣିବା ବାଲା ୟୁଜ କରେ ନାହିଁ
ଓ ୟୁଜ କରିବା ଲୋକକୁ ଜଣା ହିଁ
ପଡେ ନାହିଁ ? କୁହନ୍ତୁ ତାହା କଣ !
ଉତ୍ତର – କଫନ
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ