ରହସ୍ୟ ଘେରରେ Tamil Nadu ରେ ଓଡିଆ ଯୁବକଙ୍କ ମୃତ୍ୟୁ, ବଞ୍ଚିଛନ୍ତି ହେଲେ ପଠାଉଛନ୍ତି ମରିବା ଫୋଟୋ, ପତ୍ନୀ କହିଲେ ଏଭଳି କଥା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସନ୍ଦେହ ଘେରରେ ଦାଦନ ଶ୍ରମିକଙ୍କର ମୃ-ତ୍ୟୁ ଖବର ! ତେବେ ଦାଦନ ଖଟିଯାଇଥିବା ବେଳେ ଶରତଙ୍କର ମୃ-ତ ଫୋଟ ଘରଲୋକଙ୍କ ନିକଟକୁ ଛଡ଼ାଯାଇଛି ।  ହତୟଆ ନା ହତୟଆର ନାଟକ ! ଏହି କଥାକୁ ନେଇ ଘର ପରିବାର ଅତ୍ୟନ୍ତ ଦୁଃଖରେ ମ୍ରିୟମାଣ ଅବସ୍ଥାରେ ଭାଙ୍ଗି ପଡିଛନ୍ତି । ତେବେ ନିଜର ପରିବାରର ପ୍ରତିପୋଷଣ ପାଇଁ ଗଜପତି ଜିଲାର ଅଡବା ଥାନା ଅନ୍ତର୍ଗତ ବାରିଆପଦାର ଜଣେ ଶରତ ନାମକ ଯୁବକ ଦାଦନ ଖଟିବା ପାଇଁ ବାହାରକୁ ଯାଇଥିଲେ ।

ତେବେ ସବୁଥର ଶରତ କାମକୁ ଗଲା ପରେ ସ୍ତ୍ର୍ରୀ ଓ ପରିବାର ସହ ଭଲଭାବରେ ଫୋନ ଲଗାଇ କଥା ହୁଏ । କିଛି କିଛି ମାସ ଛାଡି ଘରକୁ ମଧ୍ୟ ବୁଲିବାକୁ ଆସିଥାଏ । ହେଲେ ଏହିଥର କାମ କରିବାକୁ ଯିବାର ବହୁ ଦିନ ହୋଇଗଲାଣି । ଏହାରି ଭିତରେ ମାସେ ହେବ ମଧ୍ୟ ଶରତ ସ୍ତ୍ରୀ ପାଖକୁ ଫୋନ କରି ମଧ୍ୟ ଭଲସେ କଥାବାର୍ତ୍ତା ହେଉନଥିଲା । ତେବେ ଶରତର ଫୋନରୁ କିଏ ଜଣେ ଭିଡିଓ କଲ କରି ଶରତ ମ-ରି-ଯାଇଛନ୍ତି ବୋଲି କହୁଛି ।

ଆଉ ଶରତ ମ-ରି-ଯାଇଥିବାର ଫୋଟ ମଧ୍ୟ ଶରତଙ୍କର ଛାଡୁଛି । ଯାହାକୁ ଦେଖିଲା ପରେ ଘର ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି । ତେବେ ଏହା ପ୍ରକୃତରେ ସତ୍ୟ ନ ଏହା ପଛରେ ଆଉ କନ ରହିଛି କାରଣ ତାହା ତ ଠିକ ଭାବରେ ସ୍ପଷ୍ଠ ହୋଇପାରିନହିଁ । ଯେଉଁ କାରଣରୁ ଶରତ ଙ୍କର ବଡ ଭାଇ ନିଜ ଭାଇର ଏପରି ଖବର କଥା ଯାଇ ଥାନାରେ ଜଣାଇଛନ୍ତି । ଏହା ସହିତ ଏହା ଉପରେ ତଦନ୍ତ କରି ଶରତଙ୍କର ସଠିକ ପତ୍ତାଲଗାଇବାକୁ ପୋଲିସ ବାବୁଙ୍କୁ ଅନୁରୋଧ କରିଛନ୍ତି ।

ତେବେ ପୋଲିସ ମଧ୍ୟ ଶରତ ସତରେ ମ-ରି-ଯାଇଛନ୍ତି ନା ସେ ଏବେ ମଧ୍ୟ ବଞ୍ଚି ରହିଛନ୍ତି । ଆଉ ଶରତ ବର୍ତ୍ତମାନ ସମୟରେ କେଉଁଠାରେ ଅଛନ୍ତି । ତାହା ଜାଣିବାକୁ ବହୁ ପ୍ରକାର ଚେଷ୍ଟା ଜାରୀ ରଖିଛନ୍ତି । ତେବେ ଶରତଙ୍କୁ ତାମିଲନାଡୁରେ ମ-ରା-ଯାଇଛି ବୋଲି କିଏ ଫୋନ କରି ସୂଚନା ଦେଉଛନ୍ତି । ହେଲେ ଯିଏ ଫୋନ କରିକି ଶରତ ମ-ରି-ଯାଇଛି ବୋଲି ସୂଚନା ଦେଉଛି ।

ତାହାର କଲ ମୁମ୍ବାଇରୁ ଆସୁଛି ବୋଲି ପୋଲିସ ଟ୍ରାକ କରି ଜାଣିପାରୁଛି । ତେବେ ସ୍ତ୍ରୀ ଠାରୁ ଅଲଗା ହୋଇ ରହିବାକୁ ଏପରି ଶରତ କରୁଛନ୍ତି ବୋଲି ମଧ୍ୟ ଚର୍ଚା ହେବାରେ ଲାଗିଛି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *