‘ପିଲାମାନେ ବଦମାସୀ କଲେ ବୋଲି ସେ ଚାଲିଗଲା, ସେ ଦିନ ସେ ଯାତ୍ରାପାର୍ଟିରୁ 20 ଲକ୍ଷ ଆଣିଥାନ୍ତା, ହେଲେ…’ Raimohan ଙ୍କ ମୃତ୍ୟୁକୁ ନେଇ Asrumochan କଲେ ବଡ ଖୁଲାସା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଇମୋହନ ଯାତ୍ରା ପାର୍ଟିରୁ ଯେଉଁ ଦିନ ଅଭିନୟ କରିବା ପାଇଁ ଡ଼ିଲ୍ କରି ୨୦ ଲକ୍ଷ ତାଙ୍କ ଆଣିବାର ଥିଲା । ସେହି ଦିନ ଶୁଣିବାକୁ ମିଳିଲା ରାଈମୋହନ ଆଉ ଏହି ଦୁନିଆରେ ନାହିଁ । ତେବେ ଏପରି କିଛି ମନ୍ତବ୍ୟ ରାଈମୋହନ ଙ୍କର ଘନିଷ୍ଠ ବନ୍ଧୁ ତଥା ଅଭିନେତା ଅଶ୍ରୁମୋଚନ ମିଡିଆ ଆଗରେ କହିଛନ୍ତି । ତ୍ଯେବେ ଅଶ୍ରୁମୋଚନଙ୍କ କହିବା ଅନୁଯାଇ ରାଈମୋହନର ମୋର ସବୁବେଳେ ଫୋନ କରି ରାତିରେ କାମ ଉପରେ ଭଲମନ୍ଦ କଥା କୁହାକୁହି ହେଇଥାଉ ।

ହେଲେ ସେ ତା’ ର ବ୍ୟକ୍ତିଗତ ଜୀବନ ବିଷୟରେ ମୋତେ ସେମିତି କିଛି ମଧ୍ୟ କୁହେ ନାହିଁ । ହେଲେ କାହାର କଣ ବ୍ୟକ୍ତିଗତ କିଛି କଥା ସେମିତିକା ରହିଥିବ । ମୁଁ ବି ଏତେ ରାଈ ସହ ନିକଟତର ହୋଇ ମଧ୍ୟ ତାକୁ ପଚାରେ ନାହିଁ । ହେଲେ ରାଇମୋହନ ଯେତେବେଳେ ଚାଲିଗଲା ବୋଲି ଶୁଣିବାକୁ ପାଇଥିଲି । ସେତେବେଳେ ଗୋଡ ତଳୁ ମାଟି ଖସିଗଲା ବୋଲି ଲାଗିଥିଲା । ରାତିରେ ପୁରା ରୋକଥୋକ ଗୋଟେ ମଣିଷଟା ଏତେ ଭଲ କଥା ହେଉଥିଲା ।

ହେଲେ ହଟାତ ସକାଳେ ଶୁଣୁଛି ଚାଲିଗଲା । ବହୁତ ଦୁଃଖ ଲାଗିଥିଲା । ତେବେ ରାଈମୋହନର ସେପରି କିଛି ମଧ୍ୟ ରୋଗ ବୈରାଗ ମଧ୍ୟ ନଥିଲା । ହେଲେ ଟା’ ର ପରିବାରରେ କିଛି ଅସୁବିଧା କାରଣରୁ ରାଈ ତାକୁ ସହିପାରିନଥିଲା । ଟା’ ର ପିଲାମାନେ କଣ ବଦମାସୀ କରୁଥିଲେ । ରାଇ କଥାକୁ ଖାତିର କରୁନଥିଳେ । ତେବେ ପିଲା ମାନଙ୍କର ଏପରି ଆଚରଣ ଦେଖି ନିଜକୁ ଆଉ ସମ୍ଭାଳି ନପାରି ନିଜର ପ୍ରାଣ ବଳି ପକାଇଦେଲା ।

ତେବେ ଅଶ୍ରୁମୋଚନଙ୍କ କହିବା ଅନୁସାରେ ରାଈ ସିନା ଭିଳିଆଣ ଅଭିନୟ କରେ । ହେଲେ ପ୍ରକୃତ ଜୀବନରେ ବହୁତ ଭଲ ବ୍ୟକ୍ତି ଟିଏ ଥିଲା । ଟା’ ର ମରିବାର କିଛି ଦିନ ପୂର୍ବରୁ ହିଁ ଯାତ୍ରା ପାର୍ଟିରେ ଅଭିନୟ କରିବ ବୋଲି ଗୋଟେ ପାର୍ଟି ଠାରୁ ୨୦ ଲକ୍ଷ ଆଣି ପିଲା ମାନଙ୍କ ଭବିଷ୍ୟତ ପାଇଁ ରଖିବ ବୋଲି କହୁଥିଲା ।

ହେଲେ ଟା’ ଜୀବନ ଏତିକି ଥିଲା । ସମସ୍ତଙ୍କୁ ଛାଡି ଆରପାର ଚାଲିଗଲା । ହେଲେ ରାଇମୋହନ ଓ ମୋ ମଧ୍ୟରେ ବହୁତ ଭଲ ବନ୍ଧୁତା ଥିଲା ବୋଲି ଅଭିନେତା ଅଶ୍ରୁ ମୋଚନ କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *