ରାସ୍ତାରେ ହେଲା ମାଛ ବର୍ଷା, ଯିଏ ପାରିଲା ଗୋଟାଇଲା, କିଏ ବାଲ୍ଟି ଧରି ଗୋଟେଇଲା ତ କିଏ ଗଞ୍ଜି ଖୋଲି…ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି  ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ରାସ୍ତା ସାରା ମାଛ ପଡିଛି । ଆଉ ଲୋକମାନେ ମାଛ ଗୋଟାବାରେ ଲାଗିଛନ୍ତି । କିଏ ବାଲଟି, କୁଣ୍ଡ, ପଲିଥିନ ତ କିଏ ଗାମୁଛାରେ ବାନ୍ଧିଲେ ମାଛ । ଏମିତିକି କିଛି ମହିଳା ନିଜ ଲୁଗା କାନିରେ ମାଛ ରଖିବା ବେଳେ କିଛି ପିଲା ଜାଗା ନ ପାଇବାରୁ ନିଜ ଟି ସାର୍ଟକୁ ଖୋଲି ମାଛ ରଖିଲେ । ମାଛ ପାଇବ ରାସ୍ତାରେ ଜମିଥିଳା ଭିଡ, ପିଲା ଠାରୁ ବୟସ୍କ ଯିଏ ବି ପହଞ୍ଚିଲା ମାଛ ଗୋଟାଇଲା ।

ଗାଡି ମଟରକୁ ବାଟ ନ ଛାଡି ଲୋକେ ମାତିଲେ ମାଛ ଗୋଟାଇବାରେ । ଏ ଦୃଶ୍ୟ ହେଉଛି ବିହାର ଗୟା ଜିଲ୍ଲାର ଆମସ ଅଞ୍ଚଳରେ । ଏଠାରେ ମାଛ ଭର୍ତ୍ତି ଟ୍ରକ ଓଲଟିବା ପରେ ଏଭଳି କିଛି ପରିସ୍ଥିତି ଦେଖିବାକୁ ମିଳିଥିଲା । ରାସ୍ତାରେ ମାଛ ଭର୍ତ୍ତି ଟ୍ରକ ନିୟନ୍ତ୍ରଣ ହରାଇ ଓଲଟି ଯିବା ପରେ ଲୋକେ ମାଛ ନେବାକୁ ଧାଇଁ ଯାଇଥିଲେ । କିଏ ଘରୁ ବାଲଟି ନେଇ ଆସିଥିଲା ତ କିଏ କୁଣ୍ଡ ।

ମାଛ ନେବା ପାଇଁ ଚାଲିଲା ଠେଲା ପେଲା, ହଡବଡ ହୋଇ ମାଛ ଗୋଟାଇ ଚାଲିଥିଲେ ଲୋକେ । ବନ୍ଧୁଗଣ ସୋସିଆଲ ମିଡିଆରେ ମାଛ ଗୋଟାଇବା ସମୟର ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ଦେଖି ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *