ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ ! ନଳକୂପ ଖୋଳୁଥିଲେ ବାହାରିଲା ସୁନାଖଣି… ଲାଗିଛି ଲୋକଙ୍କ ଭିଡ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାଟି ଖୋଳୁ ଖୋଳୁ ବାହାରିଲା ସୁନା ! ସମସ୍ତେ ହୋଇଲେ ଆଶ୍ଚର୍ଯ୍ୟ ! ବୋରିଙ୍ଗ ଖୋଲିଲା ବେଳେ ପାଣିରୁ ବାହାରିଲା ସୁନା ! ପାଣିରୁ ଛାଣି ନେଉଛନ୍ତି ସୁନା । ତେବେ ସୂଚନା ମୁତାବିକ ଏପରି କିଛି ଛାଞ୍ଚଲ୍ୟ ଭରି ଦେବା ଭଳି ଘଟଣା ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଳ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ବ୍ୟକ୍ତି ନିଜ ଜାଗାରେ ପାଣି ବାହାରିବା ନିମନ୍ତେ ବୋରିଙ୍ଗ କରି ଏକ ନଳକୂପ ବସାଇବା ପାଇଁ ମାଟି ଖୋଳୁଥିଲେ ।

ତେବେ ପ୍ରଥମେ ପ୍ରଥମେ ଯେତେବେଳେ ମାଟି ଖୋଲାଯାଇ ସେଥିରୁ ପାଣି ବାହାରିଲା । କେହି କିଛି ଏହି ସମ୍ପର୍କରେ ଜାଣିପାରିନଥିଲେ । ପଛରେ ଯେତେବେଳେ ସେହି ସ୍ଥାନରୁ ମାଟି ଖୋଳାଯାଇ ପାଣି ବାହାରି ଛିଟିକି ଇଆଡେ ସିଆଡେ ପଡି ତାପରେ ପାଣି ଶୁଖିଯାଇଥିଲା । ସେତେବେଳେ ଜାଗାର ଯିଏ ମାଲିକ ସିଏ ଏପରି କିଛି ଦ୍ରୁଶ୍ଯ ନିଜ ଆଖି ସାମ୍ନାରେ ଦେଖି ଅବାକ ହୋଇଯାଇଥିଲେ । ଯେଉଁ ଜାଗାରେ ସକାଳେ ପାଣି ପଡି ମାଟି ଓଦା ହୋଇଯାଇଥିଲା ।

ସେହି ସ୍ଥାନରେ ପାଣି ଶୁଖି ଯାଇ ମାଟି ଗୁଡିକ ଚିକ ଚିକ କରୁଛି । ତାପରେ ଏହା ସୁନା ବୋଲି ଜାଗାର ମାଲିକ ହୃଦବୋଧ କରିବାକୁ ପାଇଥିଲେ । ତାପରେ ଏହି ଖବର ସମ୍ପର୍କିତ ସୂଚନା ସେହି ଅଞ୍ଚଳର ପୋଲିସ ଓ ତହସିଲଦାରକୁ ଜଣାଇଥିଲେ । ତାପରେ ଘଟଣା ସ୍ତଳକୁ ପୋଲିସ ଓ ତହସିଲଦାର ଆସି ଘଟଣା ଉପରେ ତଦନ୍ତ କରିଥିଲେ । ମାଟି ମଧ୍ୟରୁ ବାହାରିଥିବା ପାଣିରେ ସତରେ ସୁନା ବାହାରିଛି କି ଆଉ କଣ ବାହାରିଛି ତାହା ଜାଣିବାକୁ ପ୍ରୟାସ କରିଥିଲେ ।

ଏହା ସହିତ ସେହି ମାଟି ମିଶ୍ରୀତ ସୁନାକୁ କିଛି ସାମ୍ପଲ କରି ଟେଷ୍ଟ କରିବା ପାଇଁ ପଠାଇଥିଲେ । ତେବେ ଓଡିଶାର ଅନେକ ସ୍ଥାନରୁ ସୁନା ଖଣି ମିଳିବାର ଖବର ବର୍ତ୍ତମାନ ସମୟରେ ପ୍ରାୟତଃ ଚର୍ଚା ହେବାରେ ମଧ୍ୟ ଲାଗିଛି । ତେବେ ଏହି ଏରିଆର ସୁରକ୍ଷା ପାଇଁ ମଧ୍ୟ ତହସିଲଦାର ପଦକ୍ଷେପ ନେଇ ଏହି ଏରିଆକୁ ସୁରକ୍ଷିତ କରି ରଖିବାର ବ୍ୟବସ୍ଥା କରିଛନ୍ତି।

ତେବେ ଏହା ସତରେ ସୁନା କି ନାହିଁ ତାହା ଟେଷ୍ଟ ପରେ ହିଁ ସତ୍ୟ ସାମ୍ନାକୁ ଆସିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *