ଆଜି ଯିଏ ବହୁତ ଭାଗ୍ୟଶାଳି ହେଇଥିବ, ଯିଏ କେବଳ ୨ ମିନିଟ ବାହାର କରି ୫ ଥର ଶୁଣିବ ଏହି ଶବ୍ଦ

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରନ୍ତି । ସେଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାନ୍ତି । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷଙ୍କ ଜୀବନରେ କିଛି ନା କିଛି ସମସ୍ୟା ଲାଗିରହିଥାଏ । ମଣିଷ ନିଜ ସମସ୍ୟା ଗୁଡିକକୁ ଦୂର କରିବା ପାଇଁ ବହୁତ କିଛି ଉପାୟ କରିଥାନ୍ତି । ଯଦି ବନ୍ଧୁଗଣ ଆପଣ ମାନଙ୍କ ଜୀବନରେ ଅନେକ ପ୍ରକାରର ସମସ୍ୟା ରହିଛି ଓ ଆପଣ ଏକ ସୁଖ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଚାହୁଁଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ମାନେ ସବୁ କିଛି ପାଇ ପାରିବେ ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏହି ଆଜିଆମେ ଆପଣ ମାନଙ୍କୁ ଏପରି ଏକ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ କେବଳ ୫ ଥର ପଢିବେ ଓ ଦେଖିବେ ଆପଣଙ୍କ ଜୀବନ ସଂପୂର୍ଣ୍ଣ ବଦଳିଯିବ ।

ବନ୍ଧୁଗଣ ଏହି ମନ୍ତ୍ର ସହ ଜଡିତ ଏକ କାହାଣୀ ରହିଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମନ୍ତ୍ର ବିଷୟରେ । ବନ୍ଧୁଗଣ ଥରେ ଭଗବାନ ଶିବ ନିଜ ପତ୍ନୀଙ୍କ ସହ ଭୋଜନ କରିବା ପାଇଁ ମାତା ପାର୍ବତୀଙ୍କୁ ଅନୁରୋଧ କରିଲେ । ହେଲେ ସେହି ସମୟରେ ପାର୍ବତୀ ବିଷ୍ଣୁ ସହସ୍ର ନାମର ପାଠ କରୁଥିବାରୁ ଭୋଜନ ପାଇଁ ଶିବଙ୍କୁ ମନା କରିଦେଇଥିଲେ ।

ଏହାପରେ ଶିବ କିଛି ସମୟ ଅପେକ୍ଷା କରି ପୁଣି ଦୁତୀୟ ଥର ପାର୍ବତୀଙ୍କୁ ଡାକି ଥିଲେ । ସେତେବେଳେ ପାର୍ବତୀ ଶିବଙ୍କୁ ପୁଣି ସେହି ଉତ୍ତର ଦେଇ କହିଲେ ଯେ, ସେ ବିଷ୍ଣୁ ସହସ୍ର ନାମର ପାଠ କରି ଆସିବେ । ହେଲେ ଶିବ ସେହି ସମୟରେ ବହୁତ ସଞ୍ଚଳ ଥିଲେ କାରଣ ଭୋଜନ ଥଣ୍ଡା ହେବାକୁ ଯାଉଥିଲା ।

ସେହି ସମୟରେ ଭଗବାନ ଶିବ ପାର୍ବତୀଙ୍କୁ କହିଲେ ରାମ ନାମର ଜପ କର । କେବଳ ଗୋଟିଏ ଥର ରାମ ନାମର ଜପ କରିଲେ ବିଷ୍ଣୁ ସହସ୍ର ନାମର ଫଳ ମିଳିଯିବ । କାରଣ ଶ୍ରୀରାମ ହେଉଛନ୍ତି ବିଷ୍ଣୁ ସହସ୍ର ନାମର ତୁଲ୍ୟ । ଏହାପରେ ପାର୍ବତୀ ରାମ ନାମର ଜପ କରି ପ୍ରସନ୍ନ ହୋଇଥିଲେ ଓ ଭଗବାନ ଶିବଙ୍କ ସହ ଭୋଜନ କରିଥିଲେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହା ବିଷ୍ଣୁ ସହସ୍ର ନାମର ସମୁତୁଲ୍ୟ ଅଟେ ।

ବନ୍ଧୁଗଣ ଏହି ମନ୍ତ୍ରଟି ହେଉଛି ‘ରାମ ରାମେତି ରାମେତି, ରମେ ରାମେ ମନୋରମେ, ସହସ୍ରନାମ ତତୁଲ୍ୟମ ରାମନାମ ବରାନମେ’ । ବନ୍ଧୁଗଣ ଆପଣ ମାନେ ସଖାଳ ସମୟରେ ଉଠିବ ପରେ ଏହି ମନ୍ତ୍ରର ଜପ କେବଳ ପାଞ୍ଚ ଥର କରନ୍ତୁ । ଦେଖିବେ ଆପଣଙ୍କ ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟ ସଂପୂର୍ଣ୍ଣ ଦୂର ହୋଇଯିବ । ଏହା ସହିତ ଆପଣଙ୍କ ଜୀବନରେ ସମସ୍ତ ସୁଖ ସମୃଦ୍ଧିର ଆଗମନ ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *