ଯଦି ମହିଳାଙ୍କର ଏହି ଅଙ୍ଗ ହୋଇଥାଏ ବଡ ତ ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳି- Chanakya Niti

ବନ୍ଧୁଗଣ ହିନ୍ଦୁଧର୍ମରେ ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । ଯେଉଁ ଘରେ ମହିଳା ମାନଙ୍କର ସମ୍ମାନ କରାଯାଇଥାଏ ସେହି ଘରେ ଦେବିଦେବତା ମାନେ ବସ କରିଥାନ୍ତି । ଏହା ସହିତ ଗୋଟେ ମହିଳା ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କରେ ପରିଣତ କରିପାରେ । ବନ୍ଧୁଗଣ ଗୋଟେ ମହିଳା ନିଜ ସ୍ଵାମୀ ଓ ନିଜ ପରିବାର ପାଇଁ ଭାଗ୍ୟଶାଳୀ ଅଟେ ନା ନାହିଁ ଏହାର ଅନୁମାନ ତାର କିଛି ଅଙ୍ଗକୁ ଆଧାର କରି ଲଗାଯାଇପାରିବ । ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର କିଛି ଏପରି ଅଙ୍ଗ ବିଷୟରେ କୁହାଯାଇଛି ଯାହାକୁ ଆଧାର କରି ଆପଣ ମାନେ ଜାଣିପାରିବେ ଯେ, ସେହି ମହିଳା ଜଣକ ଭାଗ୍ୟଶାଳୀ ଅଟେ ।

ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର କିଛି ଏପରି ଅଙ୍ଗ ରହିଛି ଯାହା ସାମାନ୍ଯ ଆକାରରୁ ଯଦି ବଡ ଥିବ ତା ହେଲେ ସେହି ମହିଳା ମାନେ ଭାଗ୍ୟଶାଳୀ ଅଟନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମହିଳା ମାନଙ୍କର ସେହି ଅଙ୍ଗ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଭାଗ୍ୟଶାଳୀ ମହିଳା ମାନଙ୍କର ଅଙ୍ଗ ବିଷୟରେ ।

୧. ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ଲମ୍ବା ବେକ ଥାଏ ସେହି ମହିଳା ମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି । ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କର ବେକ ସାମାନ୍ୟ ଆକାରରୁ ଅଧିକ ଲମ୍ବା ହୋଇଥାଏ ସେହି ମହିଳା ମାନେ ଘର ଓ ସ୍ଵାମୀ ମାନଙ୍କ ପାଇଁ ସୁଖ ସମୃଦ୍ଧି ନେଇ ଆସିଥାନ୍ତି । ବନ୍ଧୁଗଣ ଲମ୍ବା ବେକ ଥିବା ମହିଳା ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି ।

୨. ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କର କାନ ସାମାନ୍ୟ ଆକାରରୁ ଅଧିକ ଲମ୍ବା ଥାଏ ସେହି ମହିଳା ମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏହି ମହିଳା ମାନଙ୍କ ଆୟୁ ମଧ୍ୟ ବହୁତ ଅଧିକ ଥାଏ । ଏମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ଶୋଭାଗ୍ୟ ନେଇ ଆସିଥାନ୍ତି ।

୩. ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କ କେସ ଲମ୍ବା ଥାଏ ସେମାନେ ବହୁତ ଅଧିକ ଭାଗ୍ୟଶାଳୀ ଅଟନ୍ତି । ଏହି ମହିଳା ମାନେ ମା ଲକ୍ଷ୍ମୀଙ୍କ ସ୍ୱରୂପ ଅଟନ୍ତି । ହିନ୍ଦୁଧର୍ମରେ ଦେବୀ ମାନଙ୍କର କେସ ମଧ୍ୟ ଲମ୍ବା ରହିଥାଏ । ମହିଳା ମାନଙ୍କ ଲମ୍ବା କେସ ଶୁଭତା ଓ ପବିତ୍ରତାର ସଙ୍କେତ ଦେଇଥାଏ ।


୪. ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ଜଙ୍ଘ ଅଧିକ ମାଂସଳ ଓ ମଝବୁତ ହୋଇଥାଏ ସେହି ମହିଳା ମାନଙ୍କୁ ଭାଗ୍ୟଶାଳୀ ମନା ଯାଇଥାଏ । ଏହି ମହିଳା ମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ସମସ୍ତ ସୁଖ ଓ ସମୃଦ୍ଧି ନେଇ ଆସିଥାନ୍ତି । ଏହି ମହିଳା ମାନେ ଘରକୁ ସ୍ଵର୍ଗ କରି ରଖିଥାନ୍ତି ।

୫. ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ନାଭି ବଡ ଓ ଗଭୀର ହୋଇଥାଏ ସେହି ମହିଳା ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ମାନେ ଧନବାନ ଓ ଭାଗ୍ୟଶାଳୀ ହେବା ସହିତ ଶୁଭତାର ସଙ୍କେତ ଦେଇଥାନ୍ତି । ଏହି ମହିଳା ମାନେ ପରିବାରକୁ ସୁଖ ଦେବା ସହିତ ନିଜ ସ୍ଵାମୀ ମାନଙ୍କ ପାଇଁ ଶୋଭାଗ୍ୟ ନେଇ ଆସିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *