ଏହି ସମୟରେ ଜନ୍ମ ହୋଇଥିବା ପିଲାମାନେ ହୋଇଥାନ୍ତି ସବୁଠୁ ଅଧିକ ସ୍ମାର୍ଟ ଆଉ ଇଣ୍ଟେଲିଜେଣ୍ଟ, ଜାଣନ୍ତୁ କଣ କହୁଛି ଆପଣଙ୍କ ଜନ୍ମ ସମୟ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଆମେ ଆମ ଜୀବନ ର ପ୍ରତ୍ୟେକ ଟି କଥା ଵିଷୟ ରେ ଶାସ୍ତ୍ର ରୁ ଜାଣିପାରିଥାଉ । ଆମ ଜୀବବ ର ବିଗତ ଓ ଆଗତ ଭବିଷ୍ୟତ ସମ୍ପର୍କରେ ଆମେ ଶାସ୍ତ୍ର ରୁ ସମସ୍ତ ତଥ୍ୟ ପାଇ ପାରିଥାଉ । ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ । ଏହା ପ୍ରମାଣିତ ମଧ୍ୟ ହୋଇଛି । ଭଗବାନ ଶିବ ମଧ୍ୟ କହିଛନ୍ତି ଯେ ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସମ୍ପୂର୍ଣ୍ଣ ଭାବରେ ସତ୍ୟ ହୋଇଥାଏ । ଆମ ଶାସ୍ତ୍ର ରେ ମନୁଷ୍ୟ ର ଜନ୍ମ ଠାରୁ ନରି ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଵିଷୟ ରେ ଲେଖା ଯାଇଛି ।

ତେବେ ବନ୍ଧୁଗଣ ଶାସ୍ତ୍ର ରେ ଏପରି ମଧ୍ୟ କୁହାଯାଇଛି ଯେ ମନୁଷ୍ୟ ର ଜନ୍ମ ସମୟ ଦ୍ୱାରା ତାର ସ୍ଵଭାଵ ସମ୍ପର୍କରେ ଜଣା ପଡିଥାଏ । ଶାସ୍ତ୍ର ଅନୁସାରେ ଏପରି ଏକ ସମୟ ଅଛି ଯେଉଁ ସମୟରେ ମନୁଷ୍ୟ ଜନ୍ମ ହେବା ଦ୍ୱାରା ମନୁଷ୍ୟ ଟି ବହୁତ ଚତୁର ଏବଂ ବୁଦ୍ଧିମାନ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମର ଆପଣଂକୁ ଏହି ଵିଷୟ ରେ ବହୁତ କିଛି କଥା କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ସେହି ଵିଷୟ ରେ ଆହୁରି ଅଧିକ ଆଲୋଚନା କରିବା ଓ ବହୁତ ଗୁଡିଏ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଜାଣି ପାରିବା ।

ବନ୍ଧୁଗଣ ଜଣେ ବ୍ୟକ୍ତି ର ଜନ୍ମ ସମୟ ସେହି ବ୍ୟକ୍ତି ର ବ୍ୟକ୍ତିତ୍ୱ ଉପରେ ବହୁତ ପ୍ରଭାବ ପକାଇ ଥାଏ । ମନୁଷ୍ୟ ର ଜନ୍ମ ସମୟ ମନୁଷ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବନ୍ଧୁଗଣ ସକାଳେ ଜନ୍ମ ହେଉଥିବା ପିଲା ବହୁତ ଫୁର୍ତ୍ତି ହୋଇଥାନ୍ତି । ସେମାନେ ସବୁ କାମ କୁ ବହୁତ ମନ ଧ୍ୟାନ ର ସହିତ କରିଥାନ୍ତି । ସେମାନେ କୌଣସି କାର୍ଯ୍ୟ କରିବା ସମୟ ରେ ଥକି ପଡି ନ ଥାନ୍ତି କିମ୍ବା ତାଙ୍କୁ କୌଣସି କାର୍ଯ୍ୟ କରିବା ସମୟରେ ଆଳସ୍ୟ ଆସି ନ ଥାଏ ।

ସେହିପରି ରାତି ରେ ଜନ୍ମ ହେଉଥିବା ସନ୍ତାନ ମାନେ ବହୁତ ବୁଦ୍ଧିମାନ ଓ ଚତୁର ହୋଇଥାନ୍ତି । ସେମାନର ଦବୁ କାର୍ଯ୍ୟ ରେ ନିଜର ବୁଦ୍ଧି ପ୍ରୟୋଗ କରିଥାନ୍ତି ଓ ସଫଳ ମଧ୍ୟ ହୋଇଥାନ୍ତି । ରାତି ସମୟ ରେ ଜନ୍ମ ହେଉଥିବା ପିଲା ମାନେ ବହୁତ ରାତି ପର୍ଯ୍ୟନ୍ତ ଜାଗିକରି ରହିଥାନ୍ତି । ରାତି ରେ ଜନ୍ମ ହେଉଥିବା ପିଲା ମାନଙ୍କୁ ବହୁତ ଭଲ ଭଲ ଗୁଣ ରେ ସୁସଜ୍ଜିତ କରାଯାଇଥାଏ । ରାତି ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ନିଜ ସମସ୍ୟା ର ସମାଧାନ ପାଇଁ ଆଉ କାହା ଉପରେ ନିର୍ଭର କରି ନ ଥାନ୍ତି ସେମାନେ ନିଜ ସମସ୍ୟା ର ସମାଧାନ ନିଜେ କରିଥାନ୍ତି ।

ବନ୍ଧୁଗଣ ରାତ୍ର ସମୟ ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ବହୁତ ଚତୁର ହୋଇଥାନ୍ତି । ରାତ୍ର ସମୟ ରେ ଏମାନଙ୍କ ମସ୍ତିଷ୍କ ବହୁତ ବେଗ ରେ କାର୍ଯ୍ୟ କରିଥାଏ । ଏମାନେ ରାତ୍ର ସମୟ ରେ ବହୁତ ଫୁର୍ତୀଲା ରହିଥାନ୍ତି । ଏକ ଅଧ୍ୟୟନ ରୁ ଜଣା ପଡ଼ିଛି ଯେ ସକାଳେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ଅପେକ୍ଷା ରାତ୍ର ସମୟ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ଓ ଚତୁର ହୋଇଥାନ୍ତି ।

ସକାଳେ ଜନ୍ମ ନେଇଥିବା ବ୍ୟକ୍ତି ସନ୍ଧ୍ୟା ସମୟରୁ ହିଁ ଥକି ପଡ଼ିଥାନ୍ତି କିନ୍ତୁ ରାତ୍ର ସମୟ ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ସନ୍ଧ୍ୟା ସମୟରେ ବହୁତ ଫୁର୍ତୀଲା ରହିଥାନ୍ତି ଓ ସମସ୍ତ କାର୍ଯ୍ୟ କୁ ବହୁତ ଫୁର୍ତ୍ତି ର ସହିତ କରିଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *