ଜୀରାରେ କେବଳ ଏହି ଗୋଟିଏ ଜିନିଷ ମିଶେଇ ଖାଆନ୍ତୁ, ରାତାରତି ଏତେ ପତଳା କରିଦେବ ଯେ ସମସ୍ତେ କହିବେ ଏତେ ପତଳା କେମିତି ହେଲ… 

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ମୋଟାପଣ ବା ଅଧିକ ଓଜନ ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ଏହି ସାମସ୍ୟା ପାଇଁ ମଣିଷ ଶରୀରରେ ଅନ୍ୟ କେତେକ ମାରାତ୍ମକ ରୋଗ ମଧ୍ୟ ହୋଇଥାଏ । ମୋଟାପଣ ସମସ୍ଯାକୁ ଦୂର କରିବା ପାଇଁ ଲୋକମାନେ ବହୁତ ପ୍ରକାରର ଉପାୟ ତଥା ଜିମ ଓ ଡାଏଟ ଆଦି କରିଥାନ୍ତି । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ କେବଳ ୧ ସପ୍ତାହରେ ନିଜ ମୋଟାପଣକୁ ଦୂର କରିପାରିବେ ।

ବନ୍ଧୁଗଣ ଏହି ଉପାୟ ହେଉଛି ସଂପୂର୍ଣ୍ଣ ଏକ ଘରୋଇ ଉପାୟ ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ କରିପାରିବେ  । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆମକୁ ସର୍ବ ପ୍ରଥମ ସାମଗ୍ରୀ ଦରକାର ଜୀରା । ବନ୍ଧୁଗଣ ଜୀରା ଓଜନ କମାଇବା ଓ ଆମ ପେଟର ଚର୍ବିକୁ କମ କରିବା ପାଇଁ ବହୁତ ଅଧିକ ସାହାର୍ଯ୍ୟ କରିଥାଏ । ଏହା ସହିତ ଜୀରା ଆମ ପେଟ ଜନିତ ଅନେକ ସମସ୍ଯାକୁ ଦୂର କରିବାରେ ସହାୟକ ହୋଇଥାଏ । ବନ୍ଧୁଗଣ ଆମର ଏହି ଉପଚାର ପାଇଁ ଆପଣ ପ୍ରଥମେ ଏକ ପାତ୍ର ନିଅନ୍ତୁ ଓ ସେଥିରେ ଏକ ଚାମଚ ଭଜା ଜୀରା ନିଅନ୍ତୁ ।

ଏହାପରେ ବନ୍ଧୁଗଣ ଆପଣ ଏଥିରେ ଦୁଇ ଚାମଚ ମହୂ ନିଅନ୍ତୁ । ବନ୍ଧୁଗଣ ମହୂ ମଧ୍ୟ ଆମ ଓଜନକୁ କମ କରିବାରେ ବହୁତ ଅଧିକ ସାହାର୍କ୍ୟ କରିଥାଏ । ଏହାପରେ ବନ୍ଧୁଗଣ ଆପଣ ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହାପରେ ଆମ ମିଶ୍ରଣ ପ୍ରସ୍ତୁତ ହୋଇଯିବ ।

ଏହାପରେ ବନ୍ଧୁଗଣ ଆପଣ ଏକ ଗ୍ଳାସ ଉଷୁମ ପାଣି ନିଅନ୍ତୁ ଓ ଏଥିରେ ଅଧ ଖଣ୍ଡ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ବନ୍ଧୁଗଣ ସଖାଳେ ଉଠିବା ପରେ ଆପଣ ଖାଲି ପେଟରେ ପ୍ରଥମେ ଏହି ମିଶ୍ରଣକୁ ଚୋବାଇ ଏହାର ସେବନ କରନ୍ତୁ । ଜୀରା ଓ ମହୂ ମିଶ୍ରଣର ସେବନ କରିବାର ୨୦ ମିନିଟ ପରେ ଆପଣ ଏହି ଲେମ୍ବୁ ରସ ମିଶି ଥିବା ଉଷୁମ ପାଣିର ସେବନ କରନ୍ତୁ । ବନ୍ଧୁଗଣ ଏହି ମିଶ୍ରଣର ସେବନ କରିବା ପରେ ଆପଣ ୧ ଘଣ୍ଟା ପରେ ବ୍ରେକଫାଷ୍ଟ କରନ୍ତୁ ।

ବନ୍ଧୁଗଣ ଆପଣ ଏହି ଉପଚାରକୁ ସବୁଦିନ ପ୍ରୟୋଗ କରନ୍ତୁ । ଦେଖିବେ ମାତ୍ର ୧ ସପ୍ତାହ ମଧ୍ୟରେ ଆପଣଙ୍କୁ ଏହାର ରେସଲ୍ଟ ଜଣା ପଡିଯିବ । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ଉପଚାରର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *