SSR ମାମଲା – ମିଛୁଆ ବାହାରିଲା ଏମ୍ସ ର ସେହି ଡାକ୍ତର, ବହୁରୂପି ପରି ବଦଳଉଛି ରଙ୍ଗ

ବନ୍ଧୁଗଣ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ସାଢେ ତିନି ମାସ ପରେ ବର୍ତ୍ତମାନ ଏକ ବହୁତ ବଡ ଖୁଲାସା ସାମ୍ନାକୁ ଆସିଛି । ସୁଶାନ୍ତଙ୍କର ହତ୍ୟା ନା ଆତ୍ମହତ୍ୟା ସମସ୍ୟାକୁ ନେଇ ଏକ ବହୁତ ବଡ ଖୁଲାସା ସାମ୍ନାକୁ ଆସିଛି । ବନ୍ଧୁଗଣ ଏମ୍ସ ରିପୋର୍ଟ ଆସିବା ପରେ ଦେଶ ସାରା ସମସ୍ତ ଲୋକ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ବର୍ତ୍ତମାନ ଏମ୍ସ ସୁଶାନ୍ତ ସିଂହ ରାଜପୁତଙ୍କ ବିରୋଧରେ ରିପୋର୍ଟ ବାହାର କରିଛନ୍ତି ।

ବର୍ତ୍ତମାନ ସିବିଆଇ ମଧ୍ୟ ଏହି ରିପୋର୍ଟର ଯାଞ୍ଚ କରିବା ପାଇଁ ରେଡି ହୋଇ ସାରିଛି । ବର୍ତ୍ତମାନ ଅନ୍ୟ ଏକ ବଡ ଖୁଲାସା ହେଉଛି ଏମ୍ସର ଡାକ୍ତର ସୁଧୀର ଗୁପ୍ତାଙ୍କ ଉପରେ ପ୍ରେସର ପକା ଯାଉଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବର୍ତ୍ତମାନ ଏହା ଖବର ମିଳିଛି ଯେ, ଏମ୍ସର ରିପୋର୍ଟ ବହୁତ ପ୍ରେସର ରେ ଆସି କରାଯାଇଛି । ବର୍ତ୍ତମାନ ସିବିଆଇ ୩ ରୁ୪ ଟି ମେଡିକାଲ ସ୍ଥାନକୁ ଯାଇ ଏହାର ଯାଞ୍ଚ କରିବାର ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଏହି ଏମ୍ସର ରିପୋର୍ଟକୁ ଡାକ୍ତର ରାମ ମନୋହର ଲୋହିଆ ହସ୍ପିଟାଲରେ ପୁଣି ଯାଞ୍ଚ କରାଯିବ । ଏହା ପରେ ଯଦି ଏମ୍ସର ଡାକ୍ତର ସୁଧୀର ଗୁପ୍ତାଙ୍କ ରିପୋର୍ଟ ଭୁଲ ପ୍ରମାଣିତ ହୋଇଥାଏ ତା ହେଲେ ତାଙ୍କୁ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିପାରେ ।


ବର୍ତ୍ତମାନ ରାମ ମନୋହର ହସ୍ପିଟାଲ ଏହି ଯାଞ୍ଚର ସମସ୍ତ ଦାଇତ୍ଵ ନେବା ପାଇଁ ରେଡି ହୋଇସାରିଛନ୍ତି । ଯଦି ଏହି ଯାଞ୍ଚରେ କିଛି ବି ପରିବର୍ତ୍ତନ ଦେଖାଯିବ ତା ହେଲେ ଏହି ମାମଲାଟି ବହୁତ ବଡ ହୋଇଯିବ । କାରଣ ଏମ୍ସର ଡାକ୍ତର ମାନେ ସୁଶାନ୍ତଙ୍କ ଓକିଲକୁ ଏହା ସଫା ସଫା କହିଦେଇଥିଲେ ଯେ, ଏହା ୨୦୦ ପ୍ରତିଶତ ହତ୍ୟା ହୋଇଛି । ହେଲେ ବର୍ତ୍ତମାନ ଏମିତି କଣ ହୋଇଗଲା ଯେ, ଏମ୍ସର ଡାକ୍ତର ମାନେ ସତ ବିଷୟରେ ଜାଣି ମଧ୍ୟ ନିଜ କଥାକୁ ବଦଳାଇ ଦେଲେ ଓ ସୁଶାନ୍ତଙ୍କ ହତ୍ୟାକୁ ଆତ୍ମହତ୍ୟା ଘୋଷଣା କରିଦେଲେ ।

କାହିଁକି ଏମ୍ସର ଡାକ୍ତର ମାନେ ଏମିତି କରିଲେ । କାହିଁକି ସେ କହିଲେ ସୁଶାନ୍ତଙ୍କର ମୃତୁ ପଛରେ ସୁଶାନ୍ତ ନିଜେ ଅଛନ୍ତି । ହେଲେ ଯଦି ଏମ୍ସର ଡାକ୍ତର ସବୁ କିଛି ଜାଣିଥିଲେ ତା ହେଲେ ଏତେ ଦିନ ପର୍ଯ୍ୟନ୍ତ ଚୁପ କାହିଁକି ଥିଲେ ଏହି ପ୍ରଶ୍ନ ମଧ୍ୟ ଉଠିଛି । ଏହା ମଧ୍ୟ ରିପୋର୍ଟ ମିଳିଛି ଯେ, ଏହି କଥାକୁ ଲୁଚାଇବା ପାଇଁ ଏମ୍ସର ଡାକ୍ତର ମାନଙ୍କ ଉପରେ ଚାପ ଦିଆଯାଇଛି ।

ସୁଶାନ୍ତଙ୍କ ମୃତ୍ୟୁ ପରେ ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସିଥିଲା । ଏହା ପରେ ଡ୍ରଗ୍ସର ମଧ୍ୟ ବହୁତ ବଡ ବଡ ଖୁଲାସ ହେଲା । ଯାହା ଫଳରେ ବଲିଉଡର ବଡ ବଡ ଦିଗ୍ଗଜ ମାନେ ଏହି କେସ ସହ ଜଡିତ ହୋଇ ରହିଛନ୍ତି ବୋଲି ସାମ୍ନାକୁ ଆସିଲା । ସିବିଆଇ ଚାହିଁଲେ ଏହି କେସର ସମାଧାନ କରିପାରନ୍ତା ହେଲେ ସିବିଆଇ ଚୁପ କାହିଁକି ରହିଛି ଏହା ପ୍ରଶ୍ନ ମଧ୍ୟ ଉଠିଛି । ଏହି କେସ ସହ ଜଡିତ ବହୁତ ଲୋକ ଲୁଚି ରହିଛନ୍ତି । ଯେଉଁମାନେ ଏମ୍ସର ଡାକ୍ତର ମାନଙ୍କ ଉପରେ ଚାପ ପକାଉଛନ୍ତି । ଆଶା କରାଯାଉ ଅଛି ଯେ ସିବିଆଇ ସେହି ଲୋକମାନଙ୍କୁ ନିଶ୍ଚୟ ଧରିବ ଏବଂ ସୁଶାନ୍ତଙ୍କୁ ନ୍ୟାୟ ଦେବ ।

ଏଥିରେ ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ଓ ନୀତିଦିନ ଘଟୁଥିବା ସମସ୍ତ ଖବର ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *