ଓଡିଆ ଜୋକ୍ସ- ଚଉଠି ରାତିରେ ସ୍ଵାମୀ କହିଲା- ଜାନୁ, ଏବେ ତୁ ଚେଞ୍ଜ ହେଇ ଗଲୁଣି, ମୁଁ ତତେ ଆଗରୁ ଯେତେବେଳେ କିସ କରୁଥିଲି ତ ତୁ ଆଖି ବନ୍ଦ କରି ଦେଉଥିଲୁ କିନ୍ତୁ ଏବେ…

ନମସ୍କାର ବନ୍ଧୁଗଣ ମଣିଷ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଛି । କିଛି ଖୁସି ପାଇଁ ମଣିଷ ନିଜ ଜୀବନରେ ବହୁତ କଷ୍ଟ କରୁଛି । ହେଲେ ଏହି କଷ୍ଟ କରିବା ଦ୍ଵାରା ମଣିଷ କେବଳ ଚିନ୍ତାରେ ରହୁଛି । ଆପଣଙ୍କର ଚିନ୍ତାପୂର୍ଣ୍ଣ ଜୀବନରେ ଆପଣଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ମଜାଦାର ଜୋକ୍ସ ବିଷୟରେ ।

jokes 1

ମୁକେଶ ଆମ୍ବାନୀ ଙ୍କୁ ମାନିବାକୁ ପଡିବ

ସେ ଏକୁଟିଆ ହିଁ ଦେଶର ୫୦ କୋଟି ଲୋକଙ୍କର ସରନେମ ବଦଳେଇ ‘ଜିଓ’ କରିଦେଲା

ରାମଲାଲ ଜିଓ

ପାପା ଜିଓ

jokes 2

ମନ୍ଦିର ବାହାରେ ବସି ଭିକାରି

ଭଗବାନଙ୍କ ନାମରେ କିଛି ଦିଅ ବାବୁ,

ଭଗବାନଙ୍କ ତୁମ ଯୋଡି ବନେଇ ରଖିବ !

ପପୁ- କିନ୍ତୁ ମୋର ତ ଏବେ ବାହାଘର ହେଇ ନାହିଁ

ଭିକାରି- ମୁଁ ତ ତୋ ଜୋତା କଥା କହୁଥିଲି ପୁଅ

jokes 3

ସ୍ତ୍ରୀ- ତୁମେ ମଦ ପିଇ ବହୁତ ଟଙ୍କା ବର୍ବାଦ କରୁଛ

ଏବେ ବନ୍ଦ କର…

ସ୍ଵାମୀ- ଆଉ ତୁ ବିଉଟି ପାର୍ଲର ରେ ଯେତେବେଳେ

5000 ଟଙ୍କା ଉଡେଇ ଦଉଛୁ, ସେତେବେଳେ…

ସ୍ତ୍ରୀ – ମୁଁ ତ ତୁମକୁ ସୁନ୍ଦର ଦେଖାଯିବା ପାଇଁ କରୁଛି

ସ୍ଵାମୀ- ପାଗେଳି ତ ମୁଁ ବି ସେଇଥି ପାଇଁ ପିଉଛି କି ତୁ ମତେ ସୁନ୍ଦର ଲାଗିବୁ

jokes 4

ଗୋଟିଏ ସ୍ତ୍ରୀ ଲୋକର ସ୍ଵାମୀ ହଜି ଗଲା

ଓ ସେ FIR ଲେଖିବା ପାଇଁ ସାଙ୍ଗ ସହିତ ଥାନାରେ ପହଞ୍ଚିଲା

ସ୍ଵାମୀ କେମିତି ଦେଖିବାକୁ ଯାଇ ସ୍ତ୍ରୀ କହିଲା,

“ବହୁତ ହ୍ୟାଣ୍ଡସମ, ସ୍ମାର୍ଟ, ବ୍ଲୁ ଆଇଜ

ତ ସାଙ୍ଗ ଜଣକ ଅଟକେଇଲା…

ସାଙ୍ଗ- ତୋ ସ୍ଵାମି ତ କଳା, ଚନ୍ଦା ଅଟେ ନା …

ତ ତୁ ଏ କଣ କହୁଛୁ ?

ସ୍ତ୍ରୀ ଲୋକ- ଯିଏ ଗଲା ସିଏ ଗଲା….ଏବେ ଯିଏ ଆସିବ ଟିକେ ଢଙ୍ଗର ତ ଆସିବ

jokes 5

ବାହାଘର ଚତୁର୍ଥ ଆନିବର୍ସରୀ ରେ ସ୍ଵାମୀ ସ୍ତ୍ରୀ କୁ କହିଲା

ସ୍ଵାମୀ- ଆଜି କିଛି ନୂଆ କରିବା

ସ୍ତ୍ରୀ- ଆଜି କୌଣସି ଫିଲ୍ମ ଦେଖିବା ?

ସ୍ଵାମୀ- କି ଫିଲ୍ମ ?

ସ୍ତ୍ରୀ- କୌଣସି ଭୁତ ଫିଲ୍ମ ଦେଖିବା ପାଇଁ ମନ ହଉଛି ଡାର୍ଲିଂ

ସ୍ଵାମୀ- ଠିକ ଅଛି ଆଲମାରୀରୁ ଆମର ବାହାଘର ଭିଡିଓ ବାହାର କର ….

jokes 6

ଚଉଠି ରାତିରେ

ସ୍ଵାମୀ କହିଲା- ଜାନୁ, ଏବେ ତୁ ଚେଞ୍ଜ ହେଇ ଗଲୁଣି

ସ୍ତ୍ରୀ- କେମିତି ?

ସ୍ଵାମୀ- ମୁଁ ତତେ ଆଗରୁ ଯେତେବେଳେ କିସ କରୁଥିଲି ତ ତୁ ଆଖି ବନ୍ଦ କରି ଦେଉଥିଲୁ

କିନ୍ତୁ ଆଉ ଏବେ ଏମିତି କରୁନୁ

ସ୍ତ୍ରୀ- ହାରାମଖୋର, ଗତ ଥର କରିଥିଲି ତ

ତୁମେ ମୋ ପର୍ସ ରୁ ୧୦୦ ଟଙ୍କା ନେଇ ଯାଇଥିଲ

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *