ରସିକିଆ ହେଡମାଷ୍ଟରଙ୍କ ପ୍ରେମ ଭୁତ ଛଡାଇଲା ପୋଲିସ ! ବିଭିନ୍ନ ବାହାନାରେ ଛାତ୍ରୀଙ୍କୁ ଅଫିସ ଡାକି କରୁଥିଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୋଲିସ ଛଡାଇଲା ହେଡମାଷ୍ଟରଙ୍କ ପ୍ରେମ ଭୁତ ! ପାଠ ବାହାନାରେ ଅଫିସ ଭିତରକୁ ଡାକୁଥିଲେ । ନିରୋଳାରେ ସମୟ ଓ ସୁଯୋଗ ଦେଖି ଏହାର ଫାଇଦା ମଧ୍ୟ ଉଠାଉଥିଲେ । ତେବେ ଏପରି କିଛି ସଙ୍ଗୀନ ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ତେଲକୋଇ ବ୍ଲକ ଡିମିରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହେଡମାଷ୍ଟରଙ୍କ ନାମରେ ଆସିଛି । ତେବେ ଡିମିରିଆ ବିଦ୍ୟାଳୟର କିଛି ଛାତ୍ରୀ ସଂଗଠିତ ହୋଇ,

ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଛାତ୍ରୀ ମାନଙ୍କୁ aslila ବ୍ୟବହାର କରୁଥିବା ଅଭିଯୋଗ ଦେଇଛନ୍ତି । ତେବେ ସୂଚନା ମୁତାବିକ ଶିକ୍ଷକ  ହେଉଛନ୍ତି ପ୍ରତ୍ଯେକଟି ଛାତ୍ର ଓ ଛାତ୍ରୀଙ୍କର ଗୁରୁ । ପିଲାମାନଙ୍କର ଉପଯୁକ୍ତ ମାର୍ଗ ଦର୍ଶକ । ତେବେ ଶିକ୍ଷକ ମାନଙ୍କର ଉତ୍ତମ ଆଚରଣରେ ହିଁ ପିଲାମାନେ ପ୍ରେରିତ ହୋଇ ଆଗକୁ ବଢିବାର ସଠିକ ଶିକ୍ଷା ପାଇପାରିବେ ।

ହେଲେ ଡିମିରିଆ ସ୍କୁଲର ପ୍ରଧାନ ଶିକ୍ଷକଙ୍କର ଏପରି ଏକ କାର୍ଯ୍ୟ ଶିକ୍ଷକ ଜାତି ପାଇଁ ଏକ କଳଙ୍କ ସୃଷ୍ଟି କରିଦେଇଛି । ସେହି ସ୍କୁଲରେ ପାଠ ପଢୁଥିବା ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ ସମୟ ଦେଖି ନିଜ ଅଫିସକୁ ଡକାଇ ପଠାନ୍ତି । ତାପରେ ଛାତ୍ରୀ ମାନଙ୍କ ସହିତ ଖରାପ ବ୍ୟବହାର ଓ ଆଚରଣ କରିଥାନ୍ତି । ହେଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜ ନାମରେ ଏପରି ମାମଲା ଉଠିବା ପରେ ସଫେଇ ଦେବା ପାଇଁ ଗଣ ମାଧ୍ୟମ ସାମ୍ନାରେ ନିଜର କିଛି ଏପରି ମନ୍ତବ୍ୟ ରଖିଛନ୍ତି ।

ଯେ ବିଦ୍ୟାଳୟର ପିଲା ମାନଙ୍କୁ ମୁଁ ମୋ ନିଜ ପିଲା ଭଳି ବ୍ୟବହାର କରିଥାଏ । ଏହା ସବୁ ଯାହା ମଧ୍ୟ ହୋଇଛି, ଏହା ମୋ ନାମରେ ଏକ ମିଥ୍ୟା ଅଭିଯୋଗ କରାଯାଇଛି ।ତେବେ ଏପରି କିଛି aslila ବ୍ୟବହାର ସମ୍ପର୍କରେ ପ୍ରଥମେ ଛାତ୍ରୀ ନିଜ ଘର ପରିବାର ସଦସ୍ୟଙ୍କୁ ଅବଗତ କରାଇଥିଲେ । ତାପରେ ଘର ଲୋକେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଉପରେ ଚଢାଉ କରି ସ୍କୁଲ ଘେରାଉ କରିଥିଲେ ।

ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ଏହି ଘଟଣା ଉପରେ ଆସି ସ୍କୁଲରେ ଛାନଭିନ ଆରମ୍ଭ କରିଦେଇଥିଲେ । ତାପରେ ବିଦ୍ୟାଳୟର ଛାତ୍ରୀ ମାନଙ୍କର ବୟାନ ଆଧାରରେ ପୋଲିସଙ୍କୁ ଏହି ଖବର ଦେଇଥିଲେ । ତେବେ ପୋଲିସ ବିଦ୍ୟାଳୟକୁ ଆସି ଛାତ୍ରୀ ମାନଙ୍କ ଅଭିଯୋଗ ଆଧାରରେ ଡିମିରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବାନ୍ଧି ନେଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଅଧିକ ସୂଚନା ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *