ଏମିତି ବାହାଘର ଆଗରୁ କେବେ ବି ଦେଖିନଥିବେ ! ବାହାଘରରେ ଏମିତି ସବୁ କାରନାମା ଦେଖିଲେ ହସି ହସି ଆପଣଙ୍କ ପେଟ ଦରଜ ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ନମୁନାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବିବାହରେ ବି ନିଜର ଅଜବ ଗଜବ ହରକତ କରିବାକୁ ପଛାନ୍ତି ନାହିଁ । ବନ୍ଧୁଗଣ ବିବାହ ସମୟରେ କିଛି ମଜାଦାର କମେଡି ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ଏହି ସବୁ ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଜ ହସକୁ ରୋକୀ ପାରିବେ ନାହିଁ । ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଭିଡିଓ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓଟି ହେଉଛି ବିବାହ ସମୟରେ ବିବାହରେ ବରକୁ ବସେଇ ପରିଜନ ମାନେ ବରକୁ ଗାଧେଇ ଥାନ୍ତି । ଏହି ଭିଡିଓରେ ବର ବସିଥିବାର ନଜର ଆସୁଛି ଓ ତାକୁ କିଛି ଲୋକ ଗାଧେଇବାର ମଧ୍ୟ ନଜର ଆସୁଛନ୍ତି ହେଲେ ସେହି ସମୟରେ ହଠାତ ବର ବସିଥିବା ଷ୍ଟୁଲକୁ ପଛରୁ ଜଣେ ଟା-ଣି ଦେଉଛି ଯାହା ଫଳରେ ବର ତଳେ ପ-ଡି ଯାଉଛି ।

୨. ବନ୍ଧୁଗଣ ବିବାହରେ ମଜାମସ୍ତିର ଚାଲି ରହେ । ହେଲେ ଆମ ଦ୍ଵିତୀୟ ଭିଡିଓରେ ନବବୋହୁ ଓ ବର ବସିଥିବା ବେଳେ ଜଣେ ବ୍ୟକ୍ତି ବରକୁ ମିଠା ଖୁଆଉ ଥିବାର ନଜର ଆସୁଛନ୍ତି । ବ୍ୟକ୍ତି ଜଣକ ବାରମ୍ବାର ମିଠା ବର ମୁହଁକୁ ନେଉଛନ୍ତି ହେଲେ ଯେତେବେଳେ ବର ମିଠା ଖାଇବା ପାଇଁ ମୁହଁ ଖୋଲୁଛନ୍ତି ସେତେବେଳେ ବ୍ୟକ୍ତି ସେହି ମିଠାକୁ ନିଜେ ଖାଇ ଦେଉଛନ୍ତି । ଯେତେବେଳେ ସେ ଏମିତି ବାରମ୍ବାର କରିଲେ ସେତେବେଳେ ବସିଥିବା ବର ତାଙ୍କୁ ରାଗିକି ଚାହିଁଲେ ସେହି ସମୟରେ ବ୍ୟକ୍ତି ଜଣକ ସିଧା ବରକୁ ମିଠା ଖୁଆଇଦେଲେ ।

୩. ବନ୍ଧୁଗଣ ସାଧାରଣତଃ ବିବାହରେ ବର ବୋହୁ ମଥାରେ ସିନ୍ଦୁର ଲଗାଇଥାଏ । ହେଲେ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଏପରି ଭିଡିଓ ଭା-ଇ-ରା-ଲ ହେଉଛି ଯାହା ସଂପୂର୍ଣ୍ଣ ଓଲଟା । ଏହି ଭିଡିଓରେ ବର କେଉଁ ନି-ଶା ନେଇଛି କିଛି ଜଣା ନାହିଁ ସେ ବୋହୁ ମଥାରେ ସିନ୍ଦୁର ଲଗାଇବା ଜାଗାରେ ନିଜ ମଥାରେ ସିନ୍ଦୁର ଲଗାଇବାକୁ ଯାଉଥିଲା । ସେହି ବିବାହରେ ଥିବା ସମସ୍ତ ଲୋକ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

୪. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଏକ ୱେଡିଙ୍ଗ ଆନିଭର୍ସିରୀର ଭିଡିଓ ଅଛି । ଏହି ଭିଡିଓରେ ଜଣେ ମହିଳା ତାଙ୍କ ୱେଡିଙ୍ଗ ଆନିଭର୍ସିରୀ ପାଇଁ ଅଧିକ ଖୁସି ନଜର ଆସୁଛନ୍ତି । ମହିଳା ଜଣକ ସ୍ଟେଜ ଉପରେ ଏତେ ଅଜବ ଗଜବ ଡ୍ୟାନ୍ସ କରୁଛନ୍ତି ଯାହାକୁ ଦେଖି ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ସୋ-ସି-ଆ-ଲ ମି-ଡି-ଆରେ ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ଯାହାକୁ ନେଇ ବର୍ତ୍ତମାନ ଚର୍ଚା ମଧ୍ୟ ବହୁତ ହେଉଛି ।

Leave a Reply

Your email address will not be published. Required fields are marked *