Deepika ଖୋଲିଦେଲେ Ranbir Kapoor ଙ୍କ ଅସଲ ଚେହେରା, କହିଲେ- “ମୁଁ ତାଙ୍କୁ ରଙ୍ଗେ ହାତ ଧରି ନେଇଥିଲି କିନ୍ତୁ ମୋ ପାଇଁ ସେକ୍ସ…”

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ସୁନ୍ଦର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଦୀପିକା ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଏକ ଲୋକପ୍ରିୟ ଅଭିନେତ୍ରୀ । ସେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ଦୀପିକା ୨୦୦୭ ମସିହାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ସହ ‘ଓମ ଶାନ୍ତି ଓମ’ ଫିଲ୍ମ କରି ଡେବ୍ୟୁ କରିଥିଲେ । ଦୀପିକା ବଲିଉଡ ସହ ହଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଦୀପିକାଙ୍କ ଜନ୍ମ ୫ ଜାନୁୟାରୀ ୧୯୮୬ ମସିହାରେ ଡେନମାର୍କରେ ହୋଇଥିଲା । ଦୀପିକା ହିନ୍ଦୀ ସିନେମାର ଚର୍ଚିତ ଓ ପ୍ରସିଦ୍ଧ ଅଭିନେତ୍ରୀ ରୂପେ ପରିଚିତ ।

ଦୀପିକା ନିଜ ହଟ୍ ଫଟୋସ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଦୀପିକା ୨୦୧୮ ମସିହାରେ ବଲିଉଡ ଅଭିନେତା ରଣବିର ସିଂହଙ୍କ ସହ ବିବାହ କରିଥିଲେ ଓ ବର୍ତ୍ତମାନ ଏହି ଦୁଇଜଣ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ହେଲେ ରଣବିରଙ୍କ ପୂର୍ବରୁ ମଧ୍ୟ ଦୀପିକା ଅନ୍ୟ ଏକ ବଲିଉଡ ଅଭିନେତା ସହ ସିରିଅସ ରିଲେସନ ସିପରେ ଥିଲେ ।

ସେହି ଅଭିନେତା ଜଣକ ହେଉଛନ୍ତି ରଣବିର କପୁର । ଗୋଟେ ସମୟରେ ଦୀପିକା ଓ ରଣବିର କପୁରଙ୍କ ଲଭ ଅଫେୟାର ଚର୍ଚା ବହୁତ ମାତ୍ରାରେ ହୋଇଥିଲା । ଦୀପିକା ଓ ରଣବିର ଏକା ସହ କିଛି ଫିଲ୍ମରେ କାମ କରିଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରନ୍ତି । ହେଲେ ଯେତେବେଳେ ଏହି ଦୁଇଜଣଙ୍କ ବ୍ରେକ ଅପ୍ ହୋଇଗଲା ସେତେବେଳେ ଦୀପିକାଙ୍କ ଜୀବନରେ ବହୁତ ବଡ ଝ-ଟ-କା ଲାଗିଥିଲା । ସେ ଡିପ୍ରେସନରେ ଚାଲିଯାଇଥିଲେ ।

ଗୋଟେ ଇଣ୍ଟର୍ବ୍ୟୁରେ ଦୀପିକା ରଣବିରଙ୍କ ନାମ ନନେଇ ବ୍ରେକ ଅପ୍ ର କାରଣ ବିଷୟରେ କହିଥିଲେ । ତାଙ୍କର ବ୍ରେକ ଅପ୍ ରଣବିରଙ୍କ ପାଇଁ ହୋଇଥିଲା ବୋଲି ସେ କହିଥିଲେ । ସେହି ଇଣ୍ଟର୍ବ୍ୟୁରେ ଦୀପିକା କହିଥିଲେ-‘ ସେ ପ୍ରଥମେ ଧୋ-କା ଦେଲା ତା ପରେ ସେ ମୋତେ କ୍ଷମା ମାଗିବାକୁ ଲାଗିଲା । ମୋ ପାଇଁ ସେ-କ୍ସ-ର ମାନେ କେବଳ ଫି-ଜି-କା-ଲ ହେବା ନୁହେଁ, ଏଥିରେ ମୋର ଇମୋଶନ ବି ଜଡିତ ଅଛି’ । ଆଗକୁ ଦୀପିକା କହିଲେ-‘ମୁ ଯେବେ ବି କୌଣସି ସମ୍ପର୍କରେ ରହିଛି ମୁ କେବେବି ସେହି ମଣିଷକୁ ଧୋ-କା ଦେଇ ନାହିଁ । ଯଦି ମୁ ତାକୁ ଧୋ-କା ଦେବି ତା ହେଲେ ମୁ ସମ୍ପର୍କରେ କାହିଁକି ରହିବି । ତେଣୁ ମୋ ପାଇଁ ଭଲ ହେବ ମୁ ସିଙ୍ଗଲ ରହିବି ଆଉ ମସ୍ତି କରିବି ।

ହେଲେ ସମସ୍ତେ ଏମିତି ନଥାନ୍ତି ତେଣୁ ମତେ ପ୍ରଥମେ ବହୁତ ଦୁଃଖର ସାମ୍ନା କରିବାକୁ ପଡିଥିଲା । ମୁ ତାକୁ ଦ୍ଵିତୀୟ ଥର ମଧ୍ୟ ମଉକା ଦେଇଥିଲି ହେଲେ ମୁ ତାର କାରନାମା ନିଜ ଆଖିରେ ଦେଖିଥିଲି’ । ଏହି ପରି ଭାବରେ ଦୀପିକା ସମସ୍ତ ଦୋ-ଷ ରଣବିରଙ୍କ ଉପରେ ଦେଇଥିଲେ । ଏହି ଦୁଇଜଣଙ୍କ ଲଭ ଚର୍ଚା ଆଜି ମଧ୍ୟ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରଣବିର ଓ ଦୀପିକାଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *