ଗାଡି କିଣିବାକୁ ଆଗୁଆ ଟଙ୍କା ଦେବେ ସରକାର, ଜାଣନ୍ତୁ କିପରି ଉଠାଇବେ ଏହି ଯୋଜନାର ଲାଭ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଦ୍ୟୁତ ଚାଳିତ ଯାନ ପାଇଁ ଆଡଭାନ୍ସ ! ତେବେ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗାଡି କିଣିବାକୁ ସରକାରଙ୍କ ତରଫରୁ ଦିଆଯିବ ଅଗ୍ରୀମ ରାଶି ବୋଲି ଆସିଯାଇଛି ଏକ ବଡ ଘୋଷଣା ! ତେବେ ଅର୍ଥ ବିଭାଗ ତରଫରୁ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଏକ ବହୁତ ବଡ ଗାଇଡଲାଇନ ! ଗାଡି କିଣିବାକୁ କିଏ ଅବା ମନ ବଳାଇନଥାଏ । କାରଣ ଗାଡିଟିଏ କିଣିବା ଦ୍ଵାରା ଯିବା ଆସିବା କରିବା ପାଇଁ ସୁବିଧା ହୋଇଥାଏ।

ବସ କିମ୍ବା ଟାକ୍ସିରେ କାର୍ଯ୍ୟକ୍ଷେତ୍ର କିମ୍ବା ଅନ୍ୟାନ୍ୟ ଜାଗାକୁ ଯିବା ପାଇଁ ଘଣ୍ଟା ଘଣ୍ଟା ଧରି ଠିଆ ହେବା ପାଇଁ ପାଇଁ ପଡିନଥାଏ । ତେଣୁ ସମସ୍ତେ ନିଜ ନିଜ ପସନ୍ଦ ମୁତବକ ଏକ ଗାଡି କିଣିଥାନ୍ତି । ତେବେ ନିଜ ଶକ୍ଷ ଅନୁଯାଇ ୨ କିମ୍ବା ୪ ଚକିଆ ଲୋକେ ଗାଡି କିଣିଥାନ୍ତି । ତେବେ ସରକାରଙ୍କ ପକ୍ଷରୁ ସରକାରୀ ଚାକିରିଆ ମାନଙ୍କ ପାଇଁ ବହୁତ ବଡ ଏକ ଘୋଷଣାନାମା ଜାରୀ କରାଯାଇଛି ।

ଯାହା ଦ୍ଵାରା ସରକାରୀ ଚାକିରି ଖଣ୍ଡେ କରିଥିବା ଲୋକେ ନିଜ କାର୍ଯ୍ୟକ୍ଷେତ୍ରକୁ ଯିବା ଆସିବା ପାଇଁ କରିବା ପାଇଁ ଆଉ ବହୁ ସମସ୍ଯାର ସାମ୍ନା କରିବାକୁ ପଡିବେ ନାହିଁ । ତେବେ ସରକାରଙ୍କ ପକ୍ଷରୁ ବିଦ୍ୟୁତ ଚାଳିତ ଜାନ କିଣିବା ପାଇଁ ଅର୍ଥ ବିଭାଗ ପକ୍ଷରୁ ଜଣା ଯାଇଛି । ତେବେ ସେମାନେ ଚାହିଁଲେ ବିନା ସୁଧରେ ଅଗ୍ରୀମ ରାଶି ନେଇ ୨ କିମ୍ବା ୪ ଚକିଆ ଗାଡି କିଣିପାରିବେ । କେବଳ ପ୍ରଥମେ କିଣିବା ପାଇଁ ବା ଗୋଟିଏ ଗାଡି କିଣିବା ପାଇଁ ହିଁ ଏହି ନିୟମ ଲାଗୁ କରାଯିବ ।

ତେବେ ସରକାରଙ୍କ ତରଫରୁ ମିଳିଥିବା ଅଗ୍ରୀମ ରାଶିକୁ ଯଦି ଗାଡି ନକିଣି ଅନ୍ୟ କାର୍ଯ୍ୟରେ ଏହି ଟଙ୍କାର ଉପଯୋଗ କରାଯାଇଥାଏ । ତେବେ ଏଥିପାଇଁ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ସରକାର କଡା କାର୍ଯ୍ୟନୁଷ୍ଠାନ ମଧ୍ୟ ଅବଲମ୍ବନ କରିବେ । ତେବେ ୨୦୨୫ ଡିସେମ୍ବର ୩୧ ତାରିଖ ସୁଧା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହୋଇଛି ।

ତେବେ ସରକାରୀ କର୍ମଚାରୀ ମାନଙ୍କ ପାଇଁ ନିଜର  ୨ କିମ୍ବା ୪ ଚକିଆ ଗାଡି କିଣିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏହି ଅଗ୍ରୀମ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published.