‘କହିଲି ଭଲ ଝିଅ ଦେବି କିନ୍ତୁ ସେ କହିଲା ନାଇଁ ମୁଁ ତେ…’ ବଧୁ ବେଶରେ ଯୁବକ, ଧରା ପଡିବା ପରେ କଣ କହିଲେ ଶୁଣନ୍ତୁ, ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଦୁନିଆ ଡିଜିଟାଲ ହୋଇଯାଇଛି । ଅନଲାଇନରେ ଲୋକମାନେ ଟଙ୍କା ନେଣଦେଣରୁ ଆରମ୍ଭ କରି ପ୍ରେମ କରିବା ଓ ଲାଇଫ ପାର୍ଟନର ମଧ୍ୟ ବାଛି ପାରୁଛନ୍ତି । ଅନଲାଇନ ପ୍ରେମ ଏବେ ବହୁତ ଟ୍ରେଣ୍ଡରେ ଅଛି । କେତେକ ସୋସିଆଲ ମିଡିଆ ଆପ୍ଲିକେସନ ଦ୍ଵାରା ଲୋକମାନେ ପ୍ରେମ କରୁଛନ୍ତି । ହେଲେ ଜଣେ ଯୁବକଙ୍କ ପାଇଁ ଅନଲାଇନ ପ୍ରେମ ମହଙ୍ଗା ପଡିଛି ।

ଯୁବକ ଜଣକ ଏକ ପୁରୁଷଙ୍କୁ ଯୁବତୀ ଭାବି କଥା ହେଉଥିଲେ ଏମିତି କି ବିବାହ ମଧ୍ୟ କରିଥିଲେ ହେଲେ ପରେ ସେ ଜାଣିବାକୁ ପାଇଥିଲେ ସେ ଯୁବତୀ ନୁହେଁ ଯୁବକ । ଯେଉଁ ଯୁବକ ଜଣକ ଯୁବତୀ ହୋଇ ସେହି ଯୁବକ ସହ କଥା ହେଉଥିଲେ ସେ ଏବେ ଗଣମାଧ୍ୟମ ସାମନାକୁ ଆସି ଘଟଣା ବିଷୟରେ କହିଛନ୍ତି । ଯୁବକଙ୍କ ମତରେ-‘ମୁଁ ପ୍ରଥମେ ମ୍ଯାସେଞ୍ଜର ଖୋଲି ଥିଲି ଏ ମୋ ସହ ଚାଟିଙ୍ଗ କରିଥିଲା ।

ପ୍ରାୟ 100ଟା ଚାଟିଙ୍ଗରେ ସେ ମୋତେ ବାରମ୍ବାର ନମ୍ବର ମାଗିଥିଲା । ମୁଁ ଯେତେବେଳେ ନମ୍ବର ନ ଦେଲି ସେ ମୋତେ ଡାଇରେକ୍ଟ ମ୍ଯାସେଞ୍ଜରରେ କଲ୍ କରିଲା । ସେ କଲ୍ କରି କହିଲା ଏମିତି ମୋର ପରିସ୍ଥିତି ମୋର ମା ଅଛି ବାପା ନାହିଁ ଆଉ ତୁ ଆମ ଘରକୁ ଆସିବୁ । ମୁଁ କହିଲି ମୋ ଠାରୁ ଭଲ ଝିଅ ମୁଁ ତୋ ପାଇଁ ଦେଖିଦେବି । ମୁଁ ତାକୁ ବହୁତ ବୁଝେଇ ଥିଲି ହେଲେ ଏ ମୋର ଫଟୋ ଦେଖି ପୁରା ଫସିଯାଇଛି ।

ମୁଁ ଆସୁଛି ଗାଡିରେ ମୁଁ ତାକୁ କହିଲି ମୋ ଠାରୁ ଭଲ ଝିଅ ଦେଖି କି ଦେବି । ତାକୁ ମୁଁ ବହୁତ ବୁଝେଇଛି ହେଲେ ସେ ମୋ କଥା ଶୁଣି ନାହିଁ । ଏଠି ମୁଁ କାଲି ଆସିବା ପରେ ସବୁ ମୋର ଚେକ୍ ଚାକ୍ କରିଲେ । କାଲି ଠାରୁ ଜଣେ କହିଲା ଏ ମୋର ଭଣଜା ହେବ ମୁଁ କହିଲି ଆମ ଘର ପାଖରେ ଆମ ଦାଦାର ଜଣେ ଶାଳି ହେବ । ସତ ଜଣା ପଡିବା ପରେ ସେ କହିଲା ତୁ ତୋର ଘର ଲୋକଙ୍କୁ ଡାକି ପଳେଇ ଯା ମୁଁ ଏବି ଏଠୁ ପଳେଇବି ।

କାଲି ଆସିବା ବେଳେ ମୁଁ ଏମିତି ଡ୍ରେସ ପିନ୍ଧ ଆସିଥିଲି ଏମାନେ କହିଲେ ମୋତେ ବାହା ଘର କରିବା ପାଇଁ । ବାହାଘର ହେଲା ନାହିଁ ଖାଲି ଜଣଙ୍କ ଘରେ ଯାଇ ସିନ୍ଦୁର ଲଗାଇ ଦେଲା । ମୁଁ ମେହେନ୍ଦି ବହୁତ ଦିନ ଆଗରୁ କରିଥିଲି ଉଠି ଯାଇଛି ଏବେ । ଏଇଠି ଆସିବା ପରେ କାଲି ସକାଳୁ ଶାଢୀ ପିନ୍ଧାଇ ଦେଇଥିଲା । ବାହା ହେଇନି ତାର ବାପା ମରିଯାଇଛି ବର୍ଷିକା ଶେଷ ହେଇନି ହେଲେ ସେ ଏମିତି କାମ କରୁଛି ।

ଆମେ ତ କିଛି ଜାଣିନୁ ଏ କହୁଛି ମୁଁ ବାହା ହେବି । ଏଇଠି ତାଙ୍କର ଦିଦି ଘର ଅଛି ସେଇଠି ନେଇ ବାହା ହେବା ବ୍ୟବସ୍ଥା କରିଥିଲା । ମୁଁ ତାକୁ କହିଥିଲି ଆଗରୁ ମୁଁ ପୁଅ ମୋତେ ଛାଡିଦେ ସେ କହିଲା ଯାହା ହେଉଛି ହେଉ ମୁଁ ନେଇକି ସଂସାର କରିବି ତୋର ଏତେ କଥା କହିବା କଣ ଦରକାର’ । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *