15 ମିନିଟରେ କେମିତି ମଲେ ବାପା ? ପରିବାର ଲୋକ ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ video

ବନ୍ଧୁଗଣ ଦିନ ଦିପହରେ ବସ୍ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଆଉ ପରିବାର ଲୋକେ ଏନେଇ ଆଣିଛନ୍ତି ହତୟଆର ଅଭିଯୋଗ । ଏହା ଦୁର୍ଘଟଣା ଜନକ ମୃତ୍ୟୁ ନା ହତୟଆ । ୬.୩୦ ରୁ ୬.୪୫ ମାତ୍ର ୧୫ ମିନିଟରେ କେମିତି ଘଟିଲା ମୃତ୍ୟୁ । ବନ୍ଧୁଗଣ ଏହି ସବୁ ପ୍ରଶ୍ନ ଏହି ଘଟଣାକୁ ଏକ ନୂଆ ମୋଡରେ ନେଇ ଆସିଛି । ପୁଅକୁ ବାପା କହିଲେ ମୁଁ ଆଉ ୧୫ ମିନିଟ ଭିତରେ ପହଞ୍ଚିବି ରୂପାଲି ସ୍କ୍ବେଆର ରେ ଅପେକ୍ଷା କରିଥିଲା ।

ମାତ୍ର ଏତେ କମ ସମୟ ମଧ୍ୟରେ ଏସବୁ କେମିତି ଘଟିଲା । ଘରୋଇ ବସର ଜଣେ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ଏମିତି କିଛି ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ । ମୃତ ବସ୍ ଡ୍ରାଇଭର ହେଲେ ରତିକାନ୍ତ ମହାନ୍ତି । ପୁଅକୁ ଫୋନ କରିବାର ମାତ୍ର କିଛି ମିନିଟ ମଧ୍ୟରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ କୁହାଯାଉଛି ବସ୍ ଟି ଭାରସାମ୍ୟ ହରାଇ ମାଷ୍ଟର କ୍ୟାଣ୍ଟିନ ପ୍ରାଚେରିରେ ମାଡ ହେବାରୁ ଦୁର୍ଘଟଣା ହେଇଛି ଯାହା ଫଳରେ ରତିକାନ୍ତ ମହାନ୍ତିଙ୍କ ମୃତ୍ୟୁ ଘଟିଛି । ଏପଟେ କିନ୍ତୁ ମୃତକଙ୍କ ପରିବାର ଲୋକେ ହତୟଆ ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି । ରତିକାନ୍ତଙ୍କ ଝିଅ ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ବାପା ଆମକୁ ସକାଳେ ଫୋନ କରିଥିଲେ ସାବିତ୍ରୀ ପାଇଁ ପୁଅକୁ ଭାର ପଠେଇବା ପାଇଁ ।

ପୁଅକୁ କହିଲେ ୬.୪୫ରେ ରୂପାଲି ସ୍କ୍ବେଆରକୁ ଆସିବା ପାଇଁ । ପୁଅ ଫୋନ କରିଲା ବାପାଙ୍କୁ ବାପା କହିଲେ ମୁଁ ଯାଉଛି । ଷ୍ଟାଣ୍ଡରେ ଥିଲେ ଷ୍ଟାଣ୍ଡରୁ ବାହାରୁଥିଲେ କିନ୍ତୁ ବାପାଙ୍କ ଗାଡି ଟାଇମ କ୍ରଶ କରିବା ପରେ ପୁଅ ବାପାଙ୍କୁ କଲ୍ କରିଲା । ହେଲେ ବାପା ଆଉ ଫୋନ ଉଠେଇଲେ ନାହିଁ । କିଛି ସମୟ ପରେ ପୁଅ ଆମକୁ କଲ୍ କରି କହିଲା ଯେ, ଶୀଘ୍ର ହସ୍ପିଟାଲକୁ ଆସିବା ପାଇଁ ।

ମୁଁ କହିଲି କାହିଁକି ସେ କହିଲା ବାପା ଆଉ ନାହାନ୍ତି ଶୀଘ୍ର ଏଠି ଆସେ । ଆମେ ଯେତେବେଳେ ହସ୍ପିଟାଲ ଯାଇ ଦେଖିଲୁ ବାପା ପୁରା ରକ୍ତାକ୍ତ ହୋଇ ଅଛନ୍ତି । ବାପାଙ୍କୁ ଦେଖି ଜଣା ପଡୁ ନଥିଲା କି ଦୁର୍ଘଟଣା ହୋଇଛି ଜଣା ପଡୁ ଥିଲା କିଏ ଗୋଟେ ବାଡେଇକି ମାରିଛି । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରତିକାନ୍ତଙ୍କ ଝିଅ ନିଜର ବୟାନ ଦେଇଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *