Odia Gk- ବାଦାମ ଖାଇଲେ ଆମ ଶରୀରରେ କଣ ଶୀଘ୍ର ବଢିଥାଏ ? କଣ ଆପଣ ଜାଣିଛନ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଗୁଡିଏ ଜ୍ଞାନପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିବା କଥା ଆମ ସମାଜରେ ରହିଅଛି । ଯାହାକୁ ଜାଣିବା ସହ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିବା ଦ୍ଵାରା ବ୍ୟକ୍ତିର ବହୁ ଉନ୍ନତି ସାଧିତ ହୋଇଥାଏ । ତେବେ ଚାଲନ୍ତୁ ସେହିପରି କିଛି ଜ୍ଞାନପୂର୍ଣ୍ଣ ତଥ୍ୟ ସମ୍ବଦ୍ଧରେ ଆଜି ଆଲୋଚନା କରିବା ।

୧;- କେଉଁ ଦେଶରେ ସବୁଠାରୁ ଅଧିକ ଡାକଘର ରହିଛି ?

ଉତ୍ତର;- ଭାରତରେ ସବୁଠାରୁ ଅଧିକ ଡାକଘର ରହିଛି ।

୨;- ମଶା କେଉଁ ବ୍ଲଡ଼ ଗୃପକୁ ଅଧିକ କାମୁଡନ୍ତି ?

ଉତ୍ତର;- o ଗୃପ ମଶା ଅଧିକ କାମୁଡନ୍ତି ।

୩;- ସାପର ସମୁଦାୟ କେତୋଟି ଦାନ୍ତ ରହିଅଛି ?

ଉତ୍ତର;- ସାପର ସମୁଦାୟ ୨୦୦ଟି ଦାନ୍ତ ରହିଛି ।

୪;-ମଣିଷ ଆଖିର କେଉଁ ଭାଗ ଦାନ କରାଯାଏ ?

 

ଉତ୍ତର;- ମଣିଷର ଆଖିର କର୍ଣ୍ଣିଆ ଦାନ କରାଯାଇଥାଏ ।

୫;- କେଉଁ ଜୀବର ରକ୍ତ କଳା ହୋଇଥାଏ ?

ଉତ୍ତର;- କଡକନାଥ କୁକୁଡାର ରକ୍ତ କଳା ହୋଇଥାଏ ।

୬;- କେଉଁ ଜୀବର ୩୨ ଟି ମସ୍ତିସ୍କ ରହିଛି ?

ଉତ୍ତର ;- ଜୋକର ୩୨ଟି ମସ୍ତିସ୍କ ରହିଛି ।

୭;- କେଉଁ ଯିବାକୁ ଛୁଇଂଲା ମାତ୍ରେ ମରିଯାଏ ?

ଉତ୍ତର;- ଟିଟୋନି ପକ୍ଷୀକୁ ଛୁଇଂଲା ମାତ୍ରେ ମରିଯାଏ ।

୮;- ଦିଲ୍ଲୀ କେଉଁ ନଦୀ କୁଳରେ ଅବସ୍ଥିତ ?

ଉତ୍ତର ;- ଦିଲ୍ଲୀ ଯମୁନା ନଦୀ କୂଳରେ ଅବସ୍ଥିତ।

 

୯;- ମହାତ୍ମା ଗାନ୍ଧୀ କେତେ ଥର ବିବାହ କରିଥିଲେ ?

ଉତ୍ତର;- ଏକ ଥର ମହାତ୍ମା ଗାନ୍ଧୀ ବିବାହ କରିଥିଲେ ।

୧୦;- ବାଦାମ ଖାଇଲେ ଶରୀରରେ କଣ ଶୀଘ୍ର ବଢିଥାଏ ?

ଉତ୍ତର;- ବାଦାମ ଖାଇଲେ ଶରୀରର ଶକ୍ତି ବୃଦ୍ଧି ପାଇଥାଏ ।

୧୧;- ଭାରତର କେଉଁ ରାଜ୍ୟ ଇଂରେଜ ଅଧୀନରେ ନଥିଲା ?

ଉତ୍ତର;- ଭାରତର ଗୋଆ ରାଜ୍ୟ ଇଂରେଜ ଅଧୀନରେ ନଥିଲା ।

୧୨;- କେଉଁ ଦେଶରେ ମଧ୍ୟ ରାତ୍ରିରେ ସୂର୍ଯ୍ୟ ଉଦୟ ହୋଇଥାଏ ?

 

ଉତ୍ତର;- ନରୱେ ଦେଶରେ ମଧ୍ୟ ରାତ୍ରିରେ ସୂର୍ଯ୍ୟ ଉଦୟ ହୋଇଥାଏ ।

୧୩;- ଶରୀରର କେଉଁ ଅଂଶରେ କେବେ ଝାଳ ବହେ ନାହିଁ ?

ଉତ୍ତର;- ଓଠ ରେ କେବେ ବି ଝାଳ ବହିନଥାଏ ।

୧୪;- ଭାରତରେ ସର୍ବମୋଟ କେତୋଟି ହାଇକୋର୍ଟ ରହିଛି ?

ଉତ୍ତର;- ୨୫ ଟି ହାଇକୋର୍ଟ ରହିଅଛି ।

୧୫;- ଖାଦ୍ୟ ମୁହଁରୁ ପେଟ ପର୍ଯ୍ୟନ୍ତ ଜୀବ ପାଇଁ କେତେ ସମୟ ଲଗାଇଥାଏ ?

ଉତ୍ତର;- ୭ ସେକେଣ୍ଡ ସମୟ ଲଗାଇଥାଏ ।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ଅଧିକରୁ ଅଧିକ ଜ୍ଞାନପୂର୍ଣ୍ଣ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *