‘ସୁନ୍ଦରୀ Munmun ର ପ୍ୟାଡ଼ରୁ ବାହାରିଲା ଡ୍ରଗ୍ସ ମିଳିବା ପରେ ମୁହଁ ଖୋଲିଲେ Sura Routray, କହିଲେ କିଛି ଏମିତି କି ଆପଣ କରିବେ ପ୍ରଶଂସା….ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ବର୍ତ୍ତମାନ ର ସବୁଠାରୁ ଚର୍ଚ୍ଚିତ ଖବର ଆର୍ଯ୍ୟନ ଖାନ ଙ୍କ ଗି-ର-ଫ ଏବଂ ଶାହାରୁଖ ଙ୍କ ଚିନ୍ତା । ତେବେ ଜାହାଜ ମଧ୍ୟରେ ଡ୍ର-ଗ୍ସ ପା-ର୍ଟି କରୁଥିବା ବେଳେ ଏନସିବି ଦ୍ୱାରା ଗି-ର-ଫ ହୋଇଥିଲେ ମଡେଲ ମୁନମୁନ ଧମେଚା । ଆର୍ଯ୍ୟନ ଖାନଙ୍କ ସମେତ ୮ ଜଣଙ୍କୁ ଏନସିବି ପକ୍ଷରୁ ଗି-ର-ଫ କରାଯାଇଥିବା ବେଳେ ମୁନମୁନ ବର୍ତ୍ତମାନ ବାଇକୁଲା ମହିଳା ଜେ-ଲ-ରେ ରହିଛନ୍ତି ।

ନିକଟରେ ଏକ ଭା-ଇ-ରା-ଲ ଭିଡିଓରେ ମୁନମୁନ ନିଜ ସା-ନି-ଟା-ରୀ ନା-ପ-କି-ନ ମଧ୍ୟରେ ଡ୍ର-ଗ୍ସ ଲୁ-ଚା-ଇ-ଥିବା ଦେଖିବାକୁ ମିଳିଛି । ଏନସିବିର ଜଣେ ମହିଳା ଅଧିକାରୀଙ୍କ ପକ୍ଷରୁ ଏହି ସା-ନି-ଟା-ରୀ ପ୍ୟା-ଡ-କୁ ଯା-ଞ୍ଚ କରାଯିବା ସମୟରେ ଏହା ମଧ୍ୟରୁ ଏମ-ଡିଏ-ମ-ଏ ପି-ଲ୍ ଜବତ କରାଯାଇଥିବା ଜଣାପଡିଛି । ଏ-ହି ଅଭି-ଯୋ-ଗ-କୁ ମୁନମୁନଙ୍କ ପରିବାର ପକ୍ଷରୁ ଖ-ଣ୍ଡ-ନ କରାଯାଇଛି । ତେବେ ଏହି ଖବର ପ୍ରକାଶ ହେବା ପରେ ଏହା ଉପରେ ନିଜର ମତ ପ୍ରଦାନ କରିଛନ୍ତି କଂଗ୍ରେସ ଦଳ ର ବରିଷ୍ଠ ନେତା ସୁର ରାଉତରାୟ ।

ତେବେ ଆପଣ ମାନେ ସୁର ରାଉତ ଙ୍କୁ ଖୁବ ଭଲ ଭାବରେ ଜାଣିଥିବେ । ତେବେ ସେ କାହାକୁ ଭୟ କରନ୍ତି ନାହିଁ ଏବଂ ଯାହା ମନରେ ଥାଏ ସେ ସବୁ କିଛି କହି ଦେଇଥାନ୍ତି । ସେଥିପାଇଁ ସେ ନିଜର କଥା ପାଇଁ ସର୍ଵଦା ମିଡ଼ିଆ ରେ ଚର୍ଚ୍ଚିତ ଥାଆନ୍ତି ଏବଂ ଲୋକମାନେ ମଧ୍ୟ ତାଙ୍କୁ ଖୁବ ପସନ୍ଦ ମଧ୍ୟ କରନ୍ତି । ତେବେ ସେ କହିଛନ୍ତି କି ଆର୍ଯ୍ୟନ ଖାନ ଜଣେ ବଡ କଳାକାର ର ପୁଅ, ମୁନ ମୁନ ଜଣେ ସୁନ୍ଦରୀ ମଡେଲ ଏହା ବ୍ୟତୀତ ଯେଉଁ ଅନ୍ୟ ପିଲାମାନେ ଏହି ନି-ଶା କୁ ବ୍ୟବହାର କରୁଥିଲେ ସେମାନେ ନିଜ ଭବିଷ୍ୟତ ସହ ଆମ ଦେଶ ର ଭବିଷ୍ୟତ କୁ ମଧ୍ୟ ନଷ୍ଟ କରି ଦେଉଛନ୍ତି ।

ତେବେ ଏ ସବୁ ବଡ଼ ବଡ଼ ଧନୀ ପିଲା ଙ୍କ ର କାମ ଥାଏ ଯେଉଁ ଡ୍ର-ଗ୍ସ ମୁନ ମୁନ ଙ୍କ ପ୍ୟାଡ଼ ରୁ ମିଳିଲା ତାହା ଆଠ ଲକ୍ଷ ଟଙ୍କା ତେବେ ଯେଉଁ ଦ୍ରବ୍ୟ ଆମ ଜୀଵନ ଖରାପ କରେ ତାର ମୂଲ୍ୟ ଏତେ । ଏହା ସହ ସେ କହିଛନ୍ତି କି ଯେଉଁ ପୋଲିସ ମାନେ ଜାହାଜ କୁ ରେ-ଡ଼ କରିଥିଲେ ତାଙ୍କୁ ମୁଁ ଧନ୍ୟବାଦ ଜଣାଇବି ଏବଂ ଚାହିଁବି କି ସେମାନେ ଆହୁରି ନିଜର କର୍ତ୍ତବ୍ୟ କରନ୍ତୁ ଏବଂ ଆମ ଦେଶରେ ଥିବା ଅଳିଆ କୁ ସଫା କରନ୍ତୁ । ତେବେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *