‘ବଚପନ୍ କା ପ୍ୟାର୍’ ଭାଇରାଲ ବୟ Sahadev ଙ୍କୁ ନେଇ ଆସିଲା ଏକ ବଡ ଦୁଃଖଦ ଖବର, ଦେଖନ୍ତୁ ଏବେ କିପରି ଅଛି ତାଙ୍କର ଅବସ୍ଥା !

ବନ୍ଧୁଗଣ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ହୋଇପାରିବେ । ତେବେ ବନ୍ଧୁଗଣ ସୋସିଆଲ ମିଡିଆ ଦ୍ଵାରା ଫେମସ ହୋଇଥିବା ଶିଶୁ କଳାକାର ସହଦେବ ଡିରଡୋଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଗତ କିଛି ମାସ ତଳେ ସହଦେବଙ୍କ ଗୀତ ‘ବଚପନ କା ପ୍ୟାର’ ଗୀତଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସହଦେବ ବଲିଉଡ ଗାୟକ ବାଦଶାହ ଙ୍କ ସହ ଏକ ଆଲବମ ଗୀତ କରିଥିଲେ ।

ଅତି କମ ସମୟ ମଧ୍ୟରେ ସହଦେବ ଅଧିକ ଲୋକପ୍ରିୟତା ହାସଲ କରିପାରିଛନ୍ତି । ନିଜ ଗୀତ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ସହଦେବ । ତେବେ ବନ୍ଧୁଗଣ ସହଦେବ ଡିରଡୋଙ୍କ ସହ ଜଡିତ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସହଦେବଙ୍କ ଡିରଡୋଙ୍କ ଘର ଛତିଶଗଡ ସୁକମା ଜିଲ୍ଲାରେ ଅବସ୍ଥିତ । ବଚପନ୍ କା ପ୍ୟାର ଗୀତଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସହଦେବ ରାତିଆ ରାତି ଷ୍ଟାର ହୋଇଯାଇଥିଲେ । ତାଙ୍କର ଲୋକପ୍ରିୟତା ଏତେ ବଢିଯାଇଥିଲା ତାଙ୍କ ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଆସି ସାକ୍ଷାତ କରିଥିଲେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ବର୍ତ୍ତମାନ ସୂଚନା ମିଳିଛି ଯେ ସହଦେବ ଡିରଡୋଙ୍କ ସଡକ ଦୁର୍ଘଟଣା ଘଟିଛି ।

ଏହି ଦୁର୍ଘଟଣାରେ ସେ ଗୁରୁତ୍ଵର ଆହାର ହୋଇଛନ୍ତି ବୋଲି ମଧ୍ୟ ସୂଚନା ମିଳିଛି । ଦୁର୍ଘଟଣା ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ହସ୍ପିଟାଲରେ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି ।  ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଆଜି ସହଦେବଙ୍କ ବାସ ଭଗବାନରେ ତାଙ୍କର ଏହି ସଡକ ଦୁର୍ଘଟଣାଟି ଘଟିଥିଲା । ଏହାପରେ ଗୁରୁତର ଆହତ ହୋଇଥିବା ସହଦେବଙ୍କୁ ପ୍ରଥମେ ସୁକୁମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିବାବେଳେ, ସୁକୁମା ଜିଲ୍ଲାପାଳ ଓ ଏସପି ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ପଚାରି ବୁଝିଥିଲେ । ଏହାପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜଗଦଲପୁର ମହାରାଣୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ଓ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *