ବାଛନ୍ତୁ କୌଣସି ଗୋଟିଏ ଚକୋଲେଟ ଓ ଜାଣନ୍ତୁ ନିଜ ପାର୍ଟନର ଙ୍କ ହୃଦୟର ଏକ ରାଜ- Personality Test

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ କେବେ ନା କେବେ କାହାକୁ ନିଶ୍ଚୟ ଭଲ ପାଇଥିବେ । ବର୍ତ୍ତମାନର ଦୁନିଆରେ ପ୍ରେମ ସମ୍ବନ୍ଧ ବହୁତ ସାଧାରଣ ହୋଇଯାଇଛି । ହେଲେ ପୂର୍ବରୁ ଏହାକୁ ଲୋକମାନେ ସମର୍ଥନ କରୁ ନଥିଲେ । ପ୍ରେମର ବିରୋଧରେ ରହୁଥିଲେ । ହେଲେ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ପ୍ରେମ ସମ୍ବନ୍ଧକୁ ସମର୍ଥନ ଦେଉଛନ୍ତି । ପ୍ରେମୀ ମାନଙ୍କ ପାଇଁ ଆଜି ଆମେ ଏକ ବିଷୟ ନେଇ ଆସିଛୁ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଚକଲେଟ ଦେଖାଇବୁ, ଆପଣ ମାନେ ସେହି ଚକଲେଟ ଗୁଡିକ ମଧ୍ୟରେ ଗୋଟିଏ ଚକଲେଟକୁ ବାଛିବେ ଓ ଜାଣିବେ ନିଜ ପାର୍ଟନରର ମନ କଥା । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଯଦି ଆପଣ ପ୍ରଥମ ଚକଲେଟକୁ ବାଛିଛନ୍ତି ତା ହେଲେ ଆପଣଙ୍କ ପାର୍ଟନର ସବୁବେଳେ ଖୁସିରେ ରୁହନ୍ତି ଓ ସେ ନିଜ ଲାଇଫକୁ ସବୁବେଳେ ମେଣ୍ଟେନ କରି ଚାଲନ୍ତି । ଏମାନେ ଅନ୍ୟ ମାନଙ୍କୁ ଦୁଖ ଦେଇନଥାନ୍ତି । ଏମାନେ ଦୁଃଖି ମାନଙ୍କର ସହାୟତା କରିଥାନ୍ତି । ଏମାନେ ନିଜ ପାର୍ଟନରକୁ ବହୁତ ପ୍ରେମ କରନ୍ତି ଓ ଜୀବନ ସାରା ସେମାନଙ୍କର ଧ୍ୟାନ ରଖିଥାନ୍ତି ।


ବନ୍ଧୁଗଣ ଯଦି ଆପଣ ଦ୍ଵିତୀୟ ଚକଲେଟକୁ ବାଛିଛନ୍ତି ତା ହେଲେ ଆପଣଙ୍କ ପାର୍ଟନର ଆପଣଙ୍କ ଖୁସି ପାଇଁ ସବୁକିଛି କରିଥାନ୍ତି । ଆପଣଙ୍କୁ ଯେଉଁ କାମ ପସନ୍ଦ ନଥାଏ ଏମାନେ ତାହା କରିନଥାନ୍ତି । ଅନ୍ୟ ମାନଙ୍କ କଥା ପ୍ରତି ଏମାନେ କୌଣସି ପ୍ରତିକ୍ରିୟା ଦେଇନଥାନ୍ତି ହେଲେ ଏମାନେ ଆପଣଙ୍କୁ ନିଜର ସବୁକିଛି ମାନି ଥାନ୍ତି ।


ବନ୍ଧୁଗଣ ଯଦି ଆପଣ ତୃତୀୟ ଚକଲେଟକୁ ବାଛିଛନ୍ତି ସେମାନଙ୍କ ପାର୍ଟନର ବହୁତ ମ୍ୟାଚୋର ଅଟନ୍ତି । ସେ ଆପଣଙ୍କ ଧ୍ୟାନ ରଖିବା ସହିତ ଆପଣଙ୍କ ଘରର ସମସ୍ତ ସଦସ୍ୟଙ୍କ ଧ୍ୟାନ ବହୁତ ଭଲ ଭାବରେ ରଖିଥାନ୍ତି । ଆପଣଙ୍କ ପାର୍ଟନର ସବୁବେଳେ ଏକ ସାଧାରଣ ଲାଇଫ ବଞ୍ଚିବା ପାଇଁ ଇଛା କରିଥାନ୍ତି ହେଲେ ସେ ଆଗାମୀ ଭବିଷ୍ୟତ ପାଇଁ ସବୁବେଳେ ଚିନ୍ତା କରିଥାନ୍ତି । ଏମାନଙ୍କର ଏହି ସ୍ଵଭାବ ପାଇଁ ଏମାନଙ୍କୁ ସମସ୍ତେ ସ୍ନେହ ଓ ଆଦର କରିଥାନ୍ତି ।

ବନ୍ଧୁଗଣ ଯଦି ଆପଣ ଚତୁର୍ଥ ଚକଲେଟକୁ ବାଛିଛନ୍ତି ତା ହେଲେ ଆପଣଙ୍କ ପାର୍ଟନରଙ୍କୁ ନୂଆ ନୂଆ ସ୍ଥାନରେ ଭ୍ରମଣ କରିବା ଓ ନୂଆ ନୂଆ ଲୋକଙ୍କ ସହ ସାକ୍ଷାତ କରିବା ପାଇଁ ବହୁତ ଭଲ ଲାଗିଥାଏ । ଆପଣଙ୍କ ପାର୍ଟନର ଆପଣଙ୍କୁ ସବୁଠାରୁ ଅଧିକ ଭଲ ପାଇଥାନତି ଓ ସେ ଆପଣଙ୍କ ପାଇଁ ସବୁକିଛି କରିବା ପାଇଁ ପ୍ରସ୍ତୁତ ରୁହନ୍ତି । ଏମାନେ କୌଣସି ଲୋକ ସାମ୍ନାରେ କୌଣସି ପ୍ରକାରର ସୋଅପ୍ କରିନଥାନ୍ତି, ଏମାନଙ୍କର ଏହି ଗୁଣ ପାଇଁ ସମସ୍ତେ ଏମାନଙ୍କୁ ସ୍ନେହ କରନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମ ଅର୍ଟିକିଲ ଭଲ ଲାଗିଲା ତା ହେଲେ ନିଶ୍ଚୟ ଏହାକୁ ସେୟାର କରନ୍ତୁ ଓ ଲାଇକ କରନ୍ତୁ ।

ବନ୍ଧୁଗଣ ଯଦି ଆପଣ ପଞ୍ଚମ ଚକଲେଟକୁ ଆପଣଙ୍କ ଜୀବନସାଥି ଆପଣଙ୍କୁ ବହୁତ ଭଲ ପାଇଥାନ୍ତି।ସେ ଆପଣଙ୍କ ସବୁ କଥା ମାନିଥାନ୍ତି।ଆପଣଙ୍କୁ ଖୁସି ରଖିବାକୁ ସେ ନିଜର ସବୁ ଚେଷ୍ଟା କରନ୍ତି।ଆପଣଙ୍କ ସବୁ ନିଷ୍ପତି କୁ ସେ ସମ୍ମାନ ଦେଇଥାନ୍ତି। ଏବଂ ବହୁତ କେରିଂ ମଧ୍ୟ ଅଟନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *