ସ୍ଵାମୀଙ୍କ ଆଗରେ ବୁଢି ଭଳି ଲାଗନ୍ତି Bollywood ର ଏହି 5 ଜଣ Actress, ନମ୍ବର 5 ତ ନିଜ ସ୍ଵାମୀଙ୍କ ଠାରୁ ୧୦ ବର୍ଷ ବଡ

ସାଧାରଣ ମଣିଷ ବିବାହ ରେ ପୁଅ ଓ ଝିଅଙ୍କ ବୟସକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଏଥିପାଇଁ ସେମାନେ ଉଭୟ ପୁଅ ଓ ଝିଅଙ୍କ ବୟସ ବିବାହ ପୂର୍ବରୁ ଦେଖିଥାନ୍ତି । ସାଧାରଣ ବିବାହରେ ଝିଅମାନେ ପୁଅମାନଙ୍କ ଅପେକ୍ଷା ସାନ ହେବା ନିହାତି ଆବଶ୍ୟକ କିନ୍ତୁ ଯଦି ବି ଝିଅ ପୁଅ ଠାରୁ ଅଲଗା ହୋଇଯାଏ ତେବେ ତାହାକୁ ସମାଲୋଚନାର ଶିକାର ହେବାକୁ ପଡିଥାଏ । କିନ୍ତୁ ବଲିଉଡ ଏକ ଏମିତି ଇଣ୍ଡଷ୍ଟ୍ରି ଏଥିରେ ବିବାହ ରେ ବୟସ ର କୌଣସି ସୀମା ନାହିଁ।

ଏମିତି ବହୁତ ବଲିଉଡ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ସ୍ବାମୀଙ୍କ ଠାରୁ ବହୁତ ବଡ ଅଟନ୍ତି । ଆଜି ଆମେ ଆପଣଙ୍କୁ ସେହିପରି କିଛି ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଳନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଅର୍ଚ୍ଚନା ପୂରଣ ସିଂହ

ଅର୍ଚ୍ଚନା ପୂରଣ ସିଂହ ବଲିଉଡର ଜଣାଶୁଣା ଅଭିନେତ୍ରୀ ଅଟନ୍ତି , ଯିଏକି କେତେକ ହିଟ ଫିଲ୍ମରେ ଭଲ ଅଭିନୟ କରିଛନ୍ତି ଓ ନିଜ କଳାରେ ଦର୍ଶକଙ୍କୁ ଭରପୁର ମନରଞ୍ଜନ କରିଛନ୍ତି, ଆପଣଙ୍କ ଜାଣିବା ନିମନ୍ତେ କହି ଦେଉଛୁ କି ଅର୍ଚ୍ଚନା ପୂରଣ ସିଂହ ନିଜଠାରୁ ୭ ବର୍ଷ ସାନ ପର୍ମିତ୍ ସେଠିଙ୍କ ସହ ବିବାହ କରିଥିଲେ, ବୟସ ଟିକେ ଅଧିକ ଅଛି କିନ୍ତୁ ଦୁହିଁଙ୍କର ଭଲ ପାଇବା ବହୁତ ଗଭିର ଅଛି ।

ଐଶ୍ୱର୍ୟ୍ୟା ରାୟ

ବର୍ଷ ୨୦୦୭ ରେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ୟ୍ୟା ରାୟଙ୍କ ବିବାହ ହୋଇଥିଲା , ଐଶ୍ୱର୍ୟ୍ୟା ଅଭିଷେକଙ୍କ ଠାରୁ ବୟସରେ ୨ ବର୍ଷ ବଡ଼ ଅଟନ୍ତି , ଐଶ୍ୱର୍ୟ୍ୟା ବୟସ ୪୬ ଅଟେ ଅଭିଷେକଙ୍କ ବୟସ ୪୪ ଅଟେ , ଏହାପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଭଲ ବୁଝମଣା ରହିଛି ଓ ଦୁହେଁ ଖୁସିରେ ଜୀବନ ଯାପନ କରୁଛନ୍ତି , ଦୁହିଁଙ୍କ ବୟସ ଭିତରେ ଅଧିକ ପାର୍ଥକ୍ୟ ନାହିଁ କିନ୍ତୁ ସେଥିରେ ମଧ୍ୟ କିଛି ଲୋକେ ବିବାହ ସମୟରେ ଏମାନଙ୍କୁ ଥଟା କରିଥିଲେ ।

ନମ୍ରତା ସିରୋଡକର

ନମ୍ରତା ସିରୋଡକର ଗୋଟେ ସମୟରେ ବଲିଉଡର ହିଟ ଅଭିନେତ୍ରୀ ଥିଲେ, ନମ୍ରତା କଚେ ଧାଗେ ଓ ବାସ୍ତବ ଭଳି ସୁପର ହିଟ ଫିଲ୍ମରେ କାମ କରିଛନ୍ତି , ମିସ ଇଣ୍ଡିଆ ରହି ସାରିଥିବା ନମ୍ରତା ସିରୋଡକର ଫିଲ୍ମ କ୍ୟାରିୟରର ଆରମ୍ଭ ୧୯୯୮ ରେ ଆସିଥିବା ଫିଲ୍ମ୍ ‘ଜବ ପ୍ୟାର କିସି ସେ ହୋତା ହେ’ ରୁ କରିଥିଲେ , ଶେଷଥର ସେ ୨୦୦୪ ରେ ରୋକ୍ ସକୋ ତୋ ରୋକ୍ ଲୋ ରେ ନ୍ୟାରେଟର ଭୂମିକାରେ ନଜର ଆସିଥିଲେ , ନମ୍ରତା ସାଉଥର ସୁପର ଷ୍ଟାର ମହେଶ ବାବୁଙ୍କ ସହିତ ବିବାହ କରିଛନ୍ତି ଯିଏ ତାଙ୍କ ଠାରୁ ବୟସରେ ୪ ବର୍ଷ ସାନ ଅଟନ୍ତି ।

ଅମୃତା ସିଂହ

ସେଫ ଅଲି ଖାନ ବଲିଉଡରେ ଛୋଟ ନବାବ ନାମରେ ଜଣା ଯାଆନ୍ତି , ଯେମିତି ଆମେ ସମସ୍ତେ ଜାଣିଛୁ କି ସେଫଙ୍କ ପ୍ରଥମ ବିବାହ ଅଭିନେତ୍ରୀ ଅମୃତା ସିଂହଙ୍କ ସହ ହୋଇଥିଲା , ସେ ଏହି ବିବାହ ସମସ୍ତଙ୍କୁ ଲୁଚେଇ କରିଥିଲେ , ତାଙ୍କର ଏହି ବିବାହରେ ଘର ଲୋକେ ବହୁତ ରାଗୀ ମଧ୍ୟ ଯାଇଥିଲେ କାହିଁକି ନା ଅମୃତା ବୟସରେ ସେଫଙ୍କ ଠାରୁ ବହୁତ ବଡ଼ ଥିଲେ , ଅମୃତାଙ୍କ ସହ ବିବାହ କରିବା ସମୟରେ ସେଫ କେବଳ ୨୧ ବର୍ଷର ଥିଲେ ଅମୃତା ସିଂହ ବୟସରେ ସେଫଙ୍କ ଠାରୁ ୧୩ ବର୍ଷ ବଡ଼ ଥିଲେ ମାନେ ଯେବେ ତାଙ୍କର ବିବାହ ହୋଇଥିଲା ସେତେବେଳେ ଅମୃତା 34 ବର୍ଷର ଥିଲେ , କିନ୍ତୁ ଏବେ ଦୁହିଁଙ୍କର ଡିଭୋର୍ସ ହୋଇ ସାରିଲାଣି ।

ପ୍ରିୟଙ୍କା ଚୋପ୍ରା

ଦେଶି ଗାର୍ଲ୍ ପ୍ରିୟଙ୍କା ଚୋପ୍ରା ଆମେରିକାର ସିଙ୍ଗର ନିକ ଜୋନସଙ୍କ ସହ ବିବାହ କରିଥିଲେ , ଦୁହିଁଙ୍କର ବିବାହ ବହୁତ ଚର୍ଚ୍ଚାରେ ଥିଲା , କହି ଦେଉଛୁ କି ନିକ ଜୋନସ ବୟସରେ ପ୍ରିୟଙ୍କାଙ୍କ ଠାରୁ 10 ବର୍ଷ ସାନ ଅଟନ୍ତି , ଓ ଯେଉଁଠି ପ୍ରିୟଙ୍କାଙ୍କ ବୟସ ୩୭ ବର୍ଷ ଅଟେ ସେଇଠି ନିକ ଜୋନସଙ୍କ ବୟସ ୨୭ ବର୍ଷ ଅଟେ,ଯେବେ ଦୁହିଁଙ୍କର ବିବାହ ହୋଇଥିଲା ତେବେ ଲୋକମାନେ ତାଙ୍କ ବୟସକୁ ବହୁତ ଥଟ୍ଟା କରିଥିଲେ , କିନ୍ତୁ ଦୁହିଁଙ୍କ ଉପରେ ଏହି କଥାର କିଛି ବି ଫରକ ପଡି ନଥିଲା, ଏବେ ସେ ଖୁସିରେ ଜୀବନ ଯାପନ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *