ରକ୍ତ ତିଆରି କରିବାର ମେସିନ ଅଟେ ଏହି ଦାନା, ଏତେ ରକ୍ତ ହେଇଯିବ କି ଆପଣ ଡୋନେଟ କରିଦେବେ- Baba Ramdev Health Tips

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର ସେବନରେ ଆପଣ ନିଜ ଶରୀରରେ ଥିବା ରକ୍ତର ମାତ୍ରାକୁ ବଢାଇ ପାରିବେ । ଏହା ଆପଣଙ୍କ ରକ୍ତର ମାତ୍ରାକୁ ବଢାଇବା ସହିତ ଆପଣଙ୍କ ରକ୍ତକୁ ଶୁଦ୍ଧ ମଧ୍ୟ କରିଥାଏ । ବନ୍ଧୁଗଣ ଯଦି ଆମ ଶରୀରରେ ରକ୍ତ ଶୁଦ୍ଧ ରହିବ ତା ହେଲେ ଆମେ ବହୁତ ରୋଗରୁ ମୁକ୍ତ ରହିବା । ବନ୍ଧୁଗଣ ଏହା ଆପଣଙ୍କ ରୋଗ ପ୍ରତିଷେଧକ ଶକ୍ତିକୁ ମଧ୍ୟ ବଢାଇ ଥାଏ ଓ ଆପଣଙ୍କୁ ସବୁବେଳେ ନିରୋଗ ରଖିଥାଏ ।

ବନ୍ଧୁଗଣ ଏହି ରେମେଡିର ସେବନରେ ଆପଣ ହାର୍ଟ ଆଟାକ, ପେଟ ସମସ୍ଯା ଓ କ୍ୟାନ୍ସର ଆଦି ରୋଗକୁ ଦୂର କରିପାରିବେ । ଏହା ସହିତ ଯଦି ଆପଣଙ୍କର ଡାଇବେଟିସ ଓ ରକ୍ତ ଚାପ ଆଦି ସମସ୍ଯା ରହିଛି ତା ହେଲେ ଆପଣ ଏହି ରେମେଡିର ସେବନ ନିଶ୍ଚୟ କରନ୍ତୁ, ଦେଖିବେ ଆପଣଙ୍କର ରକ୍ତଚାପ ଓ ଡାଇବେଟିସ ନିୟନ୍ତ୍ରଣ ରହିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରେମେଡି ବିଷୟରେ ।


ବନ୍ଧୁଗଣ ଆମର ଏହି ଉପଚାର ପାଇଁ ଆପଣଙ୍କୁ ପ୍ରଥମ ଜିନିଷର ଆବଶ୍ୟକତା ରହିଛି କିଶିମିଷର । ଆପଣ ମାନେ ସାଧାରଣତଃ ରୋଷେଇରେ କିଶିମିଷକୁ ବ୍ୟବହାର କରିଥାନ୍ତି । ହେଲେ ବନ୍ଧୁଗଣ ଏହି କିଶିମିଷରେ କ୍ୟାଲସିୟମ, ଆଇରନ, ମ୍ୟାଗ୍ନେସିୟମ, ପୋଟାସିୟମ, ସୋଡିୟମ, ଫସଫରସ, ଜିଙ୍କ, ଭିଟାମିନ C ଓ ଭିଟାମିନ A ଆଦି ତତ୍ଵ ରହିଛି । ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ଯେ, କିସମିସ ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ ।


ବନ୍ଧୁଗଣ ଏହି ରେମେଡି ପାଇଁ ଆପଣ ଏକ ମୁଠା କିସମିସ ନିଅନ୍ତୁ ଓ ଏହାକୁ ପାଣି ସାହାର୍ଯ୍ୟରେ ଭଲ ଭାବରେ ଧୋଇ ସଫା କରିଦିଅନ୍ତୁ । ଏହା ପରେ ଆପଣ ନିଜ ଗ୍ଯାସ ଚୁଲାରେ ଏକ ପାତ୍ର ରଖନ୍ତୁ ଓ ଏଥିରେ ଗୋଟେ ଗ୍ଳାସ ପାଣି ପକାଇ ଦିଅନ୍ତୁ । ଏହା ପରେ ଆପଣ ସେହି ଏକ ମୁଠା କିସମିସ କୁ ସେହି ପାତ୍ରରେ ପକାଇ ଦିଅନ୍ତୁ । କମ ସେ କମ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଗ୍ଯାସରେ ଗରମ କରନ୍ତୁ ଓ ଗରମ ହେବା ପରେ ଏହି ମିଶ୍ରଣକୁ ଥଣ୍ଡା କରିବା ପାଇଁ ଛାଡିଦିଆନ୍ତୁ ।

ବନ୍ଧୁଗଣ ଥଣ୍ଡା ହେବା ପରେ ଆପଣ ଏକ ଛଣା ସାହାର୍ଯ୍ୟରେ ପାଣି ଓ କିସମିସକୁ ଅଲଗା କରିଦିଅନ୍ତୁ । ଏହି ଉପଚାରକୁ ଆପଣ ସନ୍ଧ୍ୟା ସମୟରେ କରନ୍ତୁ, ହେଲେ ସକାଳ ସମୟରେ ଉଠିବା ପରେ ଆପଣ ଖାଲି ପେଟରେ ସେହି ପାଣି ଓ କିସମିସର ସେବନ କରିଦିଅନ୍ତୁ ।

ବନ୍ଧୁଗଣ କିସମିସ ଆପଣଙ୍କ ରକ୍ତକୁ ଶୁଦ୍ଧ କରିବ ଓ ଏହାକୁ ସବେନ କଲେ ଶରୀରରେ ରକ୍ତର ପରିମାଣ ମଧ୍ୟ ବଢିବାକୁ ଲାଗିବ । ସେହି କିସମିସ ପାଣି ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ଯାକୁ ଦୂର କରିଦେବ । ଯଦି ଆପଣଙ୍କ ତ୍ଵଚା ଜନିତ କୌଣସି ସମସ୍ୟା ରହିଛି ତେବେ ଏହାର ସେବନରେ ଆପଣଙ୍କ ତ୍ଵଚା ଜନିତ ସମସ୍ତ ସମସ୍ଯା ମଧ୍ୟ ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ମିଶ୍ରଣର ସେବନ ନିଶ୍ଚୟ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *