ବାଛନ୍ତୁ ଆପଣଙ୍କ ଜନ୍ମବାର ବାଲା ୧ ହୃଦୟ ଓ ଜାଣନ୍ତୁ ନିଜ ବିଷୟରେ ୧ ବଡ ରାଜ – Personality Test

କୌଣସି ବ୍ଯକ୍ତିର ପସନ୍ଦ ତାହାର ବିଚାର ଓ ସ୍ଵଭାବର ଆଇନା ହୋଇଥାଏ । ତାକୁ କଣ ପସନ୍ଦ ଅଟେ ଓ କଣ ନୁହେଁ ଏହା ଦ୍ଵାରା ତାହାର ସ୍ଵଭାବ ବିଷୟରେ ଜଣା ପଡିଥାଏ । ଆଜି ଆପଣଙ୍କୁ ଏଠାରେ ଜନ୍ମବାର ଅନୁସାରେ ଅଲଗା ଅଲଗା ହୃଦୟ ଦେଖାଇବୁ । ଯାହା ମଧ୍ୟରୁ ଆପଣଙ୍କୁ ନିଜ ପସନ୍ଦର ଏକ ହୃଦୟ ବାଛିବାର ଅଛି । ଯାହା କହିବ ଆପଣଙ୍କ ବିଷୟରେ କିଛି ଗଭୀର ରାଜ ।

ନିଜ ପସନ୍ଦର ହୃଦୟ ବାଛିବା ପାଇଁ ଆପଣଙ୍କୁ କେବଳ 5 ସେକେଣ୍ଡ ଦିଆ ଯାଇଛି । ତା ପରେ ଆମେ ଆପଣ ବାଛିଥିବା ହୃଦୟ ଅନୁସାରେ କହିବୁ ଆପଣଙ୍କ ବିଷୟରେ କିଛି ଗଭୀର ରାଜ । ତେବେ ବାଛନ୍ତୁ ଏହା ମଧ୍ୟରୁ ଗୋଟିଏ ହୃଦୟ ।

ପ୍ରଥମ ବା ରବିବାର ବାଲା ହୃଦୟ

ଯଦି ଆପଣ ଏହି ହୃଦୟକୁ ବାଛିଛନ୍ତି ତ ଆପଣ ସ୍ଵଭାବରେ ବହୁତ ଶାନ୍ତ ଓ କୋମଳ ହୃଦୟ ବାଲା ବ୍ୟକ୍ତି ଅଟନ୍ତି । ଆପଣ ନିଜ ଭାବନାକୁ ଲୁଚାଇବାରେ ବିଶ୍ଵାସ ରଖନ୍ତି ନାହିଁ । ଯେଉଁ କଥା ଆପଣଙ୍କ ହୃଦୟରେ ଥାଏ ସେହି କଥା ଆପଣଙ୍କ ମୁହଁ ରେ ବି । ଆପଣଙ୍କର ସବୁଠୁ ଖାସ କଥା ଏହା ହେଲା ଆକି ଆପଣ କୌଣସି ବି ପରିସ୍ଥିତି ରେ ନିଜକୁ ଖାପ ଖୁଆଇ ନିଅନ୍ତି ।

ଦ୍ଵିତୀୟ ବା ସୋମବାର ବାଲା ହୃଦୟ

ଯଦି ଆପଣ ଏହି ହୃଦୟକୁ ବାଛିଛନ୍ତି ତେବେ ଆପଣ ସ୍ଵଭାବରେ ବହୁତ ହାର୍ଡ ୱର୍କିଂ ଓ ବହୁତ ଭାବୁକ ମଧ୍ୟ ହୋଇଥାନ୍ତି । ନିଜ ଜୀବନରେ ଆଉ କେହି ଦଖଲ ଦେବା ଆପଣଙ୍କୁ ବିଲକୁଲ ବି ପସନ୍ଦ ହୋଇ ନଥାଏ ନା ଆପଣ ଅନ୍ୟ କାହା ଜୀବନରେ ଦଖଲ ଦେବାକୁ ପସନ୍ଦ କରନ୍ତି । ଆପଣ କାହା ଉପରେ ବି ଆଶ୍ରିତ ରହିବାକୁ ପସନ୍ଦ କରନ୍ତି ନାହିଁ । ଆପଣଙ୍କର ସବୁଠୁ ଖାସ କଥା ଏହା ହେଲା କି ଆପଣ ସବୁ ଦାୟିତ୍ଵ କୁ ପୁରା ହୃଦୟରୁ ପାଳନ କରନ୍ତି ।

ତୃତୀୟ ବା ମଙ୍ଗଳବାର ବାଲା ହୃଦୟ

ଯଦି ଆପଣ ଏହି ହୃଦୟକୁ ବାଛିଛନ୍ତି ତ ଆପଣ ସ୍ଵଭାବରେ ବହୁତ ଇମୋସନାଲ ଓ ଶାନ୍ତ ହୋଇଥାନ୍ତି । ଇମୋସନାଲି ହର୍ଟ ହେବା ପରେ ଆପଣଙ୍କୁ ଦୁଃଖ ରୁ ବାହାରକୁ ଆସିବା ପାଇଁ ବହୁତ ସମୟ ଲାଗିଥାଏ । ଆପଣଙ୍କ ମଧ୍ୟରେ ଅନ୍ୟ ମାନଙ୍କ ପାଇଁ ଦୟାର ଭାବନା ବହୁତ ଅଧିକ ଥାଏ । ଆପଣଙ୍କର ସବୁଠୁ ଖାସ କଥା ହେଲା ଆପଣ ଯେଉଁଠି କି ବି ଯାଆନ୍ତି ଆଖ ପାଖର ସମସ୍ତ ଲୋକଙ୍କୁ ଖୁସି କରାଇବା ପାଇଁ ଚେଷ୍ଟା କରନ୍ତି ।

ଚତୁର୍ଥ ବା ବୁଧବାର ବାଲା ହୃଦୟ

ଯଦି ଆପଣ ଏହି ହୃଦୟ କୁ ବାଛିଛନ୍ତି ତ ଆପଣ ମାନେ ବହୁତ ରହସ୍ୟମୟୀ ସ୍ଵଭାବର ହୋଇଥାନ୍ତି । ଆପଣଙ୍କୁ ବୁଝିବା ବହୁତ ମୁସ୍କିଲ ହୋଇଥାଏ । ଆପଣଙ୍କ ମଧ୍ୟରେ ଗଜବ ଆତ୍ମବିଶ୍ଵାସ ରହିଥାଏ । ଯଦି ଥରେ ଆପଣ କାହା ଉପରେ ବିଶ୍ଵାସ କରି ନିଅନ୍ତି ତେବେ ଆଜୀବନ ତାକୁ ବିଶ୍ଵାସ କରନ୍ତି । ଆପଣଙ୍କ ମଧ୍ୟରେ ସବୁଠୁ ଖାସ କଥା ଏହା ହେଲା କି ଆପଣ ସବୁବେଳେ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବାର ମନୋଭାବ ରଖିଥାନ୍ତି ।

ପଞ୍ଚମ ହୃଦୟ ବା ଗୁରୁବାର ବାଲା ହୃଦୟ

ଯଦି ଆପଣ ଏହି ହୃଦୟ ବାଛିଛନ୍ତି ତେବେ ଆପଣ ସ୍ଵଭାବରେ ବହୁତ ପରିଶ୍ରମୀ ଓ ଜିଦି ସ୍ଵଭାବର ହୋଇଥାନ୍ତି ଓ କିଛି ଥର ଜିଦି ରେ ବହୁତ ପରିଶ୍ରମ କରିଥାନ୍ତି ଓ ସଫଳତା ମଧ୍ୟ ପାଇଥାନ୍ତି । ଆପଣ ସବୁବେଳେ ଜୋସ ରେ ଭରପୁର ଥାଆନ୍ତି ଓ ସବୁବେଳେ ନିଜ ହୃଦୟ କଥା ଶୁଣିଥାନ୍ତି । ଆପଣ ଦେଖିବାକୁ ଯେତେ ବି ଖୁସି ଥିଲେ ମଧ୍ୟ ଆପଣ ଙ୍କ ଜୀବନ ସଂଘର୍ଷ ପୂର୍ଣ୍ଣ ରହିଥାଏ ।

ଷଷ୍ଠ ବା ଶୁକ୍ରବାର ବାଲା ହୃଦୟ

ଯଦି ଆପଣ ଏହି ହୃଦୟ ବାଛିଛନ୍ତି ତ ଆପଣମାନେ ସ୍ଵଭାବରେ ବହୁତ ମେଳାପୀ ହୋଇଥାନ୍ତି । ଯାହା କାରଣରୁ ଆପଣ ସାମ୍ନା ବାଲାକୁ ନିଜ ସାଙ୍ଗ ବହୁତ ଜଲ୍ଦି ବନାଣାଇ ଦିଅନ୍ତି । ଆପଣଙ୍କ ଆଖ ପାଖର ଲୋକ ଆପଣଙ୍କ ପାଇଁ ଖୁସି ହୁଅନ୍ତି । ଆପଣଙ୍କୁ ନୂଆ ସାଙ୍ଗ ବନାଇବା ଓ ବୁଲିବା ବହୁତ ପସନ୍ଦ ହୋଇଥାଏ ।

ସପ୍ତମ ବା ଶନିବାର ବାଲା ହୃଦୟ

ଯଦି ଆପଣ ଏହି ହୃଦୟ ବାଛିଛନ୍ତି ତେବେ ଆପଣ ସ୍ଵଭାବରେ ବହୁତ ହୃଦୟବାନ ଓ ସମସ୍ତଙ୍କ ବିଷୟରେ ଭଲ ଚିନ୍ତା କରୁଥିବା ବ୍ୟକ୍ତି ହୋଇଥାନ୍ତି । ଆପଣଙ୍କ ମଧ୍ୟରେ ଫାସନ ର ବହୁତ ଜ୍ଞାନ ଥାଏ । ଆପଣ ଯେଉଁ କାମକୁ କରନ୍ତି ପୁରା ମନ ଲଗାଇ କରିଥାନ୍ତି । ଆପଣଙ୍କ ଜୀବନରେ ପରିବାରର ବହୁତ ଅଧିକ ମହତ୍ଵ ରହିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *