ବହୁତ ସୁନ୍ଦର ଆଉ ଷ୍ଟାଇଲିସ ଅଟନ୍ତି Bollywood ର ଆକ୍ସନ ସୁପର ଷ୍ଟାର Sunil Shetty ଙ୍କ ସ୍ତ୍ରୀ, ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ ଦେଖିଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ବିଭିନ୍ନ ଆକ୍ସନ ଫିଲ୍ମ ଦେଖିଥିବେ ଓ ଆପଣ ମାନେ ଏହି ଫିଲ୍ମରେ ଅଭିନୟ କରୁଥିବା ବିଭିନ୍ନ ଆକ୍ସନ ସୁପର ଷ୍ଟାର ମାନଙ୍କୁ ମଧ୍ୟ ନିଶ୍ଚୟ ଦେଖିଥିବେ । ହେଲେ ଆପଣ ମାନେ କଣ ଏହି ଅଭିନେତା ମାନଙ୍କର ରିଅଲ ଲାଇଫ ପତ୍ନୀ ମାନଙ୍କ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି ଏକ ଫେମସ ଆକ୍ସନ ଅଭିନେତାଙ୍କର ରିଅଲ ଲାଇଫ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଅଭିନେତାଙ୍କ ପତ୍ନୀଙ୍କ ବିଷୟରେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ସୁନୀଲ ସେଟ୍ଟୀ । ଆପଣ ମାନେ ସମସ୍ତେ ସୁନୀଲଙ୍କୁ ବିଭିନ୍ନ ଆକ୍ସନ ଫିଲ୍ମରେ ଦେଖିଥିବେ । ସୁନୀଲ ବଲିଉଡର ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ବନ୍ଧୁଗଣ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ ୧୪ ଜୁନ ୧୯୬୧ ମସିହାରେ କର୍ଣ୍ଣାଟକାରେ ଜନ୍ମ ଗ୍ରହଣ କରିଥିଲେ ।


ସୁନୀଲଙ୍କୁ ପିଲା ବେଳରୁ ଅଭିନୟ କରିବାରେ ବହୁତ ରୁଚି ରହିଥିଲା । ସେ ନିଜର ପାଠ ପଢା ଶେଷ କରିବା ପରେ ଅଭିନୟ ଉପରେ ବହୁତ କିଛି ତଥ୍ୟ ଜାଣିଥିଲେ । ଏହା ପରେ ସୁନୀଲ ବଲିଉଡରେ ଏଣ୍ଟ୍ରି କରିଥିଲେ । ହେଲେ ତାଙ୍କର ପ୍ରଥମ ଫିଲ୍ମର ଶୁଟିଙ୍ଗ କୌଣସି କାରଣ ବଶତଃ ବନ୍ଦ ହୋଇଯାଇଥିଲା । ଏହା ପରେ ସୁନୀଲ ବହୁତ ଚିନ୍ତାରେ ରହି ଯାଇଥିଲେ । କିନ୍ତୁ କିଛି ସଂଘର୍ଷ ଓ କଷ୍ଟ କରିବା ପରେ ସୁନୀଲଙ୍କୁ ତାଙ୍କର ପ୍ରଥମ ଫିଲ୍ମ ‘ବଳବାନ’ ମିଳିଯାଇଥିଲା ।

ଏହି ଫିଲ୍ମରେ ସୁନୀଲ ମୁଖ୍ୟ ନାୟକର ଭୂମିକା ପଦର୍ଶନ କରିଥିଲେ ଓ ଦର୍ଶକ ମାନେ ସୁନୀଲଙ୍କର ଅଭିନୟକୁ ବହୁତ ଅଧିକ ପସନ୍ଦ କରିଥିଲେ । ଏହା ପରେ ଏହି ଫିଲ୍ମଟି ସୁପର ହିଟ ହୋଇଥିଲା ଓ ସୁନୀଲ ରାତା ରାତି ଫେମସ ହୋଇ ଯାଇଥିଲେ । ବନ୍ଧୁଗଣ ଏହା ପରେ ସୁନୀଲ ବଲିଉଡରେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ବହୁତ ସମ୍ମାନ ଓ ଲୋକପ୍ରିୟତା ହାସଲ କରିଥିଲେ ।


ଦର୍ଶକ ମାନେ ସୁନୀଲଙ୍କର ଅଭିନୟ ଓ ଆକ୍ସନକୁ ଦେଖିବା ପାଇଁ ବହୁତ ପସନ୍ଦ କରୁଥିଲେ । ବହୁତ ଫିଲ୍ମରେ ଅଭିନୟ କରିବା ପରେ ସୁନୀଲ ମୋନିଶା କାଦରୀଙ୍କ ସହ ବିବାହ କରିଥିଲେ । ହେଲେ ବିବାହ କରିବା ପରେ ସୁନୀଲ ତାଙ୍କ ପତ୍ନୀଙ୍କର ନାମ ମାନା ସେଟ୍ଟୀ ରଖି ଦେଇଥିଲେ ।

ଏହି ଦୁଇଜଣ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ମାନା ମୁସ୍ଲିମ ହୋଇଥିଲେ ମଧ୍ୟ ସୁନୀଲ ତାଙ୍କୁ ବିବାହ କରି ହିନ୍ଦୁରେ ପରିବର୍ତ୍ତନ କରିଥିଲେ । ଏହା ପରେ ଏହି ଦୁଇ ଜଣଙ୍କର ଦୁଇଟି ପିଲା ମଧ୍ୟ ହୋଇଥିଲା । ପୁଅର ନାମ ହେଉଛି ଆହାନ ସେଟ୍ଟୀ ଓ ଝିଅର ନାମ ହେଉଛି ଆଥିୟା ସେଟ୍ଟୀ । ବର୍ତ୍ତମାନ ସୁନୀଲ ବଲିଉଡକୁ ଛାଡି ନିଜ ପରିବାର ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *