‘Babushan ତୁମେ ଏତେ ନିର୍ଲଜ ହିରୋଇନ୍ ପଛରେ ପାଗଳ କାହିଁକି ହେଉଛ, ନିଜ ପରିବାର ପିଲାଙ୍କୁ ଦେଖ, ନହେଲେ ଦିନ ଆସିବ ସେଇ ହିରୋଇନ ତୁମକୁ….’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଶିଷ୍ଟ ଆଇନଜୀବୀ କହିଛନ୍ତି ଯେ ବାବୁସାନ ପାଖରେ କୋଟି କୋଟି ଟଙ୍କା ଅଛି ଏବଂ ତାଙ୍କ ସହିତ ପ୍ରେମ କରିଲେ ଫାଇନାନସିଆଲ ମିଳିବ । ତଥା ସେଥିରୁ ମଧ୍ୟ କିଛି ଟଙ୍କା ନିଜ ବାପା ମା’ ଙ୍କୁ ଦେଉଥିବେ ପ୍ରକୃତି । ଏଣୁ ବୋଧ ହୁଏ ବାପ ମା’ ତାଙ୍କ ସପକ୍ଷରେ ରହିଅଛନ୍ତି । ଏଠି ଟଙ୍କାପଇସାର ମସଲା ଚାଲିଅଛି । ଆଜିକାଲି ପଇସା ଯେଉଁଠି ଭଲପାଇବା ସେଇଠି ।

ତେବେ ଏହା କେତେ ନିର୍ଲଜ କଥା ଯାହା ପ୍ରକୃତି କହିଛନ୍ତି ଯେ ଯାହା ହେଲା ଭଲ ହେଲା ମୁଁ ରିଲ ଲାଇଫରେ ତାଙ୍କ ହିରୋଇନ ଥିଲି ବର୍ତ୍ତମାନ ରିୟଲ ଲାଇଫରେ ହୋଇଗଲି । ମାତ୍ର ମଣିଷର ୱିକନେସ ଅଛି କେଉଁଠି କାହାର କ’ଣ ନିଶ୍ଚିତ ଭାବରେ ଥାଇପାରେ । ତୃପ୍ତିଙ୍କର ୧୩ ମାସର ଏକ ପୁତ୍ର ସନ୍ତାନ ଅଛି । ସେ ଚାକିରି କରୁଛନ୍ତି, ୟଙ୍ଗ ଏବଂ ସୁନ୍ଦର ମଧ୍ୟ ସେ ଅଛନ୍ତି । ତେବେ ବାବୁସାନଙ୍କୁ ଡିଭୋର୍ସ ଦେଇ ସେ କ’ଣ ଆଉ ଏକ ଲୋକଙ୍କୁ ଯାଇ ବିବାହ କରିବେ କି ?

ମାତ୍ର ଏପରି ହେବା ଆଦୌ ଠିକ ନୁହେଁ । ପ୍ରେମ ବିବାହ କରି ଏହିଭଳି ବାଟବାଉଳା ହେବା ଉଚିତ ନୁହେଁ । ପ୍ରେମ ବିବାହରେ ସିଧା ସଳଖ ଛିଡା ହେବା ଉଚିତ ଯେମିତି କେଉଁ ଆଡକୁ ଢଳି ନ ପଡନ୍ତି । ଏଣୁ ବାବୁସାନ ବାବୁଙ୍କୁ ଭାବିବା ନିମନ୍ତେ ସୁଯୋଗ ଦିଆଯାଉନାହିଁ । ଆଉ ତୃପ୍ତି ଯାହା ଅଭିଯୋଗ କରିଛନ୍ତି ଯେ ମୋ ସ୍ଵାମୀ କୁ ସେ ମୋ ଠାରୁ ଛଡାଇ ନେଇଛନ୍ତି ତଥା ତାଙ୍କୁ ସବୁବେଳେ ଆଲ୍କୋହଲ, ଗଞ୍ଜେଇ, ଭଳି ମାଦକ ଦ୍ରବ୍ୟ ଦେଇ ତାଙ୍କୁ ସବୁବେଳେ ସେ ବୁଡାଇ ରଖିଛନ୍ତି ।

ମାତ୍ର ଏହାକୁ ନେଇ କୋର୍ଟରେ କିଏ କ’ଣ ପ୍ରମାଣ କରିବ ତାହା ଜଣାନାହିଁ । ଆଇନଜୀବୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ମତରେ କୋର୍ଟକୁ ଯିବା ଆଦୌ ଦରକାର ନାହିଁ । ମାତ୍ର ପୋଲିସ ଷ୍ଟେସନରୁ କେସ ଉଠେଇ ଦେବାର ଅଛି । ପ୍ରକୃତିଙ୍କ ମା’ କୃଷ୍ଣପ୍ରିୟା ଯାହା କେସ ଦେଇଛନ୍ତି ନିଜ ଝିଅ ଙ୍କ ସପକ୍ଷରେ ଛିଡା ହୋଇ ମନ୍ମଥ ମିଶ୍ର ମଧ୍ୟ ନିଜ ଝିଅ ସପକ୍ଷରେ ଅଛନ୍ତି ।

ଅପରାଜିତା ମହାନ୍ତି ତଥା ତାଙ୍କ ପରିବାର ଲୋକେ ସମସ୍ତେ ଏକାଠି ବସି, ଏମାନେ ନିଜ ଘର ଭିତରେ ରହି ଏକ ମତ ତିଆରି କରନ୍ତୁ ଏବଂ ଠିକ ସେହି ମତକୁ ନେଇ ରଖିବେ ପୋଲିସ ଷ୍ଟେସନରେ । ଏବଂ ସେଠାରେ ଛିଡା ହୋଇ କେସ ଫେରସ୍ଥ ନେବେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *