WhatsApp ବ୍ୟବହାରକାରୀଙ୍କ ପାଇଁ ବଡ ଖବର ! November 1 ତାରିଖରୁ ଏହି ସବୁ ସ୍ମାର୍ଟଫୋନରେ ବନ୍ଦ ହେଇଯିବ ହ୍ଵାଟ୍ସଆପ, ଦେଖନ୍ତୁ ଏଥିରେ ଆପଣଙ୍କ ଫୋନ ନାହିଁ ତ ?

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ପ୍ରାୟତଃ ଦୁନିଆର ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆର ବ୍ୟବହାର କରୁଛନ୍ତି । ଇଣ୍ଟର୍ନେଟରେ ବିଭିନ୍ନ ପ୍ରକାରର ଆପ୍ ରହିଛି ସେଥିମଧ୍ୟରୁ ଗୋଟେ ହେଉଛି ୱ୍ହାଟ୍ସ ଆପ୍ । ଏହି ଆପ୍ କୁ ଦୁନିଆର ସମସ୍ତ ଲୋକ ବ୍ୟବହାର କରନ୍ତି । ଏହି ଆପ୍ ଜରିଆରେ ଚା-ଟି-ଙ୍ଗ, ଫଟୋ ଭିଡିଓ ସେ-ୟା-ର ସହ ଅନେକ କିଛି କରିହେବ ।

ହେଲେ ବନ୍ଧୁଗଣ ୱ୍ହା-ଟ୍ସ -ଆ-ପ୍ ବ୍ୟବହାର କାରୀ ମାନଙ୍କ ପାଇଁ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମି-ଡି-ଆ ରିପୋର୍ଟସ ଅନୁସାରେ ପୁରୁଣା ଫୋନରେ ବନ୍ଦ ହୋଇଯିବ ୱ୍ହା-ଟ୍ସ -ଆ-ପ୍ । ଆଜିର ଦିନରେ ୱ୍ହା-ଟ୍ସ- ଆ-ପ୍ କେତେ ଜରୁରୀ ଆପଣ ମାନେ ଜାଣିଥିବେ ।

ଅଫିସ କାମ ହେଉ ବା ଅନ୍ୟ କିଛି ଜରୁରୀ କାମ ସବୁଥିରେ ଦରକାର ହୋଇଥାଏ ଏହି ୱ୍ହା-ଟ୍ସ- ଆ-ପ୍ । ଯଦି ଆପଣଙ୍କ ଫୋନରେ ୱ୍ହା-ଟ୍ସ -ଆ-ପ୍ ବନ୍ଦ ହୋଇଯାଏ ତା ହେଲେ ଆପଣ କେତେ ଅସୁବିଧାରେ ପଡ଼ିପାରନ୍ତି ଆପଣ ଜାଣି ପାରୁଥିବେ । ନଭେମ୍ବର ୧ ରୁ କେତେକ ଫୋନରେ ୱ୍ହାଟ୍ସ ଆପ୍ ବନ୍ଦ ହୋଇଯିବ । ତେବେ ବନ୍ଧୁଗଣ କେଉଁ ସବୁ ଫୋନରେ ୱ୍ହାଟ୍ସ ଆପ୍ ବନ୍ଦ ହେବାକୁ ଯାଉଛି ଆସନ୍ତୁ ଜାଣିବା ।


Apple iPhone କମ୍ପାନୀର iPhone 6S, iPhone 6S Plus, Apple iPhone SEରେ ହ୍ଵା-ଟ୍ସ-ଆ-ପ ବନ୍ଦ ହୋଇଯିବ । ସେହିଭଳି Samsung କମ୍ପାନୀର Samsung Galaxy Trend Lite, Samsung Galaxy SII, Samsung Galaxy Trend II, Samsung Galaxy S3 Mini, Samsung Galaxy Core, Samsung Galaxy Xcover 2, Samsung Galaxy Ace 2ରେ ବି ହ୍ଵା-ଟ୍ସ-ଆ-ପ ବନ୍ଦ ହୋଇଯିବ ।

ସେହିଭଳି LG ଓ Huawei ଭଳି କେତେକ କମ୍ପାନୀର ସ୍ମାର୍ଟଫୋନ ଯାହାର ଅଣ୍ଡ୍ରୋଏଡ ଭର୍ଜନ ୪.୧ କମରୁ କମ ଥିବ ସେହି ସମସ୍ତ ସ୍ମାର୍ଟଫୋନରେ ହ୍ଵା-ଟ୍ସ-ଆ-ପ ବନ୍ଦ ହୋଇଯିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *