Anubhav ଙ୍କୁ ମିଳିଗଲା ତାଙ୍କ ଲାଇଫ ପାର୍ଟନର…ନିଜ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ପୁଣିଥରେ ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ Anubhav Mohanty, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଫୁଣି ଥରେ ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ଏବଂ ଓଲିଉଡ ର ସୁପରଷ୍ଟାର ଅନୁଭବ ମହାନ୍ତି । ନିଜର ଇ-ନ-ଷ୍ଟା-ଗ୍ରା-ମ୍‌ ପେଜ୍‌ରେ ସେ ଯେଉଁ ଫଟୋ ସେ-ୟା-ର କରିଛନ୍ତି ତାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି । ପୋ-ଷ୍ଟ ହୋଇଥିବା ଫଟୋରେ ଦେଖାଯାଉଛି ଯେ, ଅନୁଭବ ନିଜର ଜଣେ ବାନ୍ଧବୀଙ୍କ ସହ କୌଣସି ଏକ ରେଷ୍ଟୁରାଣ୍ଟ ରେ ଖାଉଛନ୍ତି । ଅନୁଭବ ମହାନ୍ତି ନିଜର ଇନଷ୍ଟାଗ୍ରାମ୍‌ ପେଜ୍‌ରେ ସେ ଯେଉଁ ଫଟୋ ସେୟାର କରିଛନ୍ତି ତାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି ।

ପୋ-ଷ୍ଟ ହୋଇଥିବା ଫଟୋରେ ଦେଖାଯାଉଛି ଯେ, ଅନୁଭବ ନିଜର ବାନ୍ଧବୀ ଜାଗୃତି ଶୁକ୍ଲା ଙ୍କ ସହ କୌଣସି ଏକ ରେଷ୍ଟୁରାଣ୍ଟ ରେ ଖାଉଛନ୍ତି । ଏଠାରେ କହିରଖୁଛୁ ଅନୁଭବ ସୋ-ସି-ଆ-ଲ ମି-ଡ଼ି-ଆ-ରେ ବେଶ୍‌ ଆ-କ୍ଟି-ଭ୍‌ ରହିଛନ୍ତି । ନିଜର ନିର୍ବାଚନ ମଣ୍ଡଳୀର କୌଣସି ପ୍ରସଙ୍ଗ ହେଉ କିମ୍ବା ରାଜ୍ୟ , ଜାତୀୟ ସ୍ତରର ଖବର ଉପରେ ମଧ୍ୟ ସେ ନଜର ରଖନ୍ତି । କେବଳ ନଜର ରଖନ୍ତି ତାହା ନୁହେଁ ଅନେକ ସମୟରେ ସେ ପ୍ରତିକ୍ରିୟା ମଧ୍ୟ ରଖନ୍ତି ।

ଅନେକ ସମୟରେ ଦେଖାଯାଏ ସାଂସଦ ମହୋଦୟ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ନିଜର ଫ୍ୟାନ୍ସଙ୍କ ସହ ସମୟ ଅତିବାହିତ କରନ୍ତି ଏବଂ ନିର୍ବାଚନ ମଣ୍ଡଳୀ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଅବଗତ ମଧ୍ୟ କରନ୍ତି । କୁହାଯାଉଛି ଅନୁଭବ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । ତେବେ ଯେଉଁ ଫଟୋ ଇଂ-ଷ୍ଟା-ଗ୍ରା-ମ-ରେ ସେ-ୟା-ର କରାଯାଇଛି ତାହା ତାଙ୍କ ଘନିଷ୍ଠ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କର ।

ଜାଗୃତି-ଅନୁଭବ ଉଭୟ ଡିନର କରୁଥିବା ଏହି ଫଟୋରେ ନଜର ଆସୁଛନ୍ତି । କେବଳ ଫଟୋ ସେ-ୟା-ର କରିଛନ୍ତି ତାହା ନୁହେଁ ବରଂ ଫଟୋରେ ଅନେକ ମନର କଥା ଲେଖିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଷ୍ଟାଇଲିଷ୍ଟ ଅନୁଭବ ହାତରେ ବ୍ରେସ୍‌ଲେଟ୍‌ କିମ୍ବା ୱାଚ୍‌ ପିନ୍ଧିନଥିବା ବେଳେ ରୁଦ୍ରାକ୍ଷ ମାଳା ପକାଇଛନ୍ତି । କୁହାଯାଉଛି, କୌଣସି ପଣ୍ଡିତଙ୍କ ପରାମର୍ଶ ପରେ ଅନୁଭବ ଏପରି କରିଛନ୍ତି । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏହା ସହ ନିଜ ବାନ୍ଧବୀ ୱେଷ୍ଟର୍ଣ୍ଣ ଷ୍ଟାଇଲ୍‌ରେ ଖାଉଥିବା ବେଲେ ସାସଂଦ ମହୋଦୟ କିନ୍ତୁ ପୂରା ଓଡ଼ିଆ ଷ୍ଟାଇଲ୍‌ରେ ଅର୍ଥାତ୍‌ ନିଜ ହାତରେ ହିଁ ଖାଉଛନ୍ତି । କେବଳ ଏବେ ନୁହେଁ ବରଂ ପୂର୍ବରୁ ଅନେକ ଥର ଅନୁଭବ ବଡ଼ ବଡ଼ ରେଷ୍ଟୁରାଣ୍ଟ ରେ ଖାଇବା ସମୟର ଫଟୋ ସୋ-ସି-ଆ-ଲ ମି-ଡ଼ି-ଆ-ରେ ଅପଲୋଡ଼୍‌ କରନ୍ତି । ପଖାଳ, ବାଇଗଣ ପୋଡା, ଶାଗ ଭଜା, ଆଳୁ-ସଜନା ଭଜା ଖାଉଥିବାର ଫଟୋ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଫଟୋରେ ଅନୁଭବ ଲେଖିଛନ୍ତି ଯେ,  ‘ମୋର ବନ୍ଧୁ, ଆପଣଙ୍କ ଭଳି ଏକ ଆତ୍ମନିର୍ଭରଶୀଳ, ସଶକ୍ତ ମହିଳାଙ୍କୁ ଭେଟିବା ସର୍ବଦା ସୁନ୍ଦର ଲାଗେ । ଆଗକୁ ବଢି ଚାଲ । ଯାହା ଏବେ ସୋ-ସି-ଆ-ଲ ମି-ଡ଼ି-ଆ-ରେ ବେଶ୍‌ ଭା-ଇ-ରା-ଲ ହେଉଛି ।

Leave a Reply

Your email address will not be published. Required fields are marked *