କାହିଁକି Prakruti ଙ୍କୁ ଛାଡି ଦେଇଥିଲେ ପୂର୍ବତନ ବୟଫ୍ରେଣ୍ଡ Atul Manik, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଅଭିନେତା ବାବୁସାନ୍ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ପ୍ରେମ ସଂପର୍କ ବର୍ତ୍ତମାନ ଭାଇ ରାଳ ହେବାପରେ ଏବେ ପ୍ରଶ୍ନ ଉଠିଛି ଯେ କୁଆଡେ ଚାଲିଗଲେ ପ୍ରକୃତି ମିଶ୍ର ଙ୍କ ପୂର୍ବତନ ପ୍ରେମିକ ରତୁଲ । ତେବେ ଏବେ ନେଇ ପ୍ରଶ୍ନ ଉଠୁଛି ଯେ ରତୁଲ୍ ଙ୍କ ସହିତ ଅନେକ ସମୟରେ ନଜର ଆସୁଛନ୍ତି ପ୍ରକୃତି ମିଶ୍ର । କିନ୍ତୁ ଏବେ ଜଣାପଡୁଛି ଯେ ପ୍ରକୃତି ମିଶ୍ର ଙ୍କ ଆକାଉଣ୍ଟରେ ତାଙ୍କ ପୂର୍ବତନ ପ୍ରେମିକ ରତୁଲ୍ ଙ୍କ ଫଟୋ କି ଭିଡିଓ କିଛି ନାହିଁ ବୋଲି ଦେଖିବାକୁ ମିଳିଛି ।

ପ୍ରକୃତି ମିଶ୍ର ତାଙ୍କ ଆକାଉଣ୍ଟ ରେ ତାଙ୍କ ପ୍ରେମିକ ରତୁଲ୍ ଙ୍କ ସହିତ ଫଟୋ ଆଉ ଭିଡିଓ ବହୁ ସମୟରେ ପୋଷ୍ଟ କରୁଥିଲେ । ପ୍ରକୃତି ମିଶ୍ର କହିଥିଲେ ମଧ୍ୟ ରତୁଲ୍ ତାଙ୍କ ପ୍ରେମିକ । ତେବେ କିଛି ଦିନ ହେବ ଦେଖିବାକୁ ମିଳୁଛି ଯେ ପୂର୍ବତନ ପ୍ରେମିକ ରତୁଲ୍ ଙ୍କ ଫଟୋ କି ଭିଡିଓ ତାଙ୍କ ଆକାଉଣ୍ଟ ରୁ ଉଡି ଯାଇଛି । ଏଥିପାଇଁ ମଧ୍ୟ ସମସ୍ତେ ବହୁତ ସନ୍ଦେହ କରୁଛନ୍ତି । କେବଳ ପ୍ରକୃତି ଙ୍କ ଫଟୋ ହିଁ ଅଛି ।

ତେବେ ବର୍ତ୍ତମାନ ଏହି ବିଷୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି । କିନ୍ତୁ ପୂର୍ବତନ ପ୍ରେମିକ ରତୁଲ୍ ଙ୍କୁ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ବମ୍ବେ ରେ ରହିଥିବାର ଦେଖିବାକୁ ମିଳିଥିଲା । ତାଙ୍କ ସାଙ୍ଗମାନେ ମଧ୍ୟ ତାଙ୍କ ସହିତ ରହିଥିବାର ଭିଡିଓ ରେ ଦେଖିବାକୁ ମିଳିଥିଲା । ପ୍ରେମିକ ରତୁଲ୍ ଙ୍କୁ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଦୁଇ ଜଣ ପରସ୍ପର ଙ୍କୁ ବହୁତ ଭଲ ପାଉଥିବାର ଦେଖିବାକୁ ମିଳିଥିଲା ।

ତେବେ ପ୍ରେମିକ ରତୁଲ୍ ଙ୍କ ଆକାଉଣ୍ଟ ରୁ ମଧ୍ୟ କୌଣସି ପ୍ରକୃତି ମିଶ୍ର ଙ୍କ କୌଣସି ଫଟୋ ଦେଖିବାକୁ ମିଳିନାହିଁ । ଯାହାକି ପୂର୍ବରୁ ଦେଖିବାକୁ ମିଳିଥିଲା । ଦୁହେଁ ଫଟୋ କାଟି ଦେଇଛନ୍ତି ।ସେମାନେ ଏକାଠି ରହୁଥିଲେ ବୋଲି ମଧ୍ୟ ବହୁ ମାତ୍ରାରେ ଚର୍ଚ୍ଚା ମଧ୍ୟ ହୋଇଥିଲା । କାରଣ ତାଙ୍କୁ ହୋଟେଲ୍ ଏକାଠି ରହିବାର ଦେଖିବାକୁ ମିଳେ ।

ତେବେ ଦୁହିଙ୍କ ବ୍ରେକଅପ ର କାରଣ ବାବୁଶାନ ବୋଲି ଜଣା ପଡୁଛି । ତେବେ ପ୍ରକୃତି ବାବୁଶାନ ଙ୍କ ସହ ମିଶୁଥିବା ରତୁଲ ଙ୍କୁ ବିଲକୁଲ ପସନ୍ଦ ନୁହେଁ କିନ୍ତୁ ପ୍ରକୃତି ବାବୁଶାନ ଙ୍କ ସହ ମିଶୁଥିବାରୁ ଦୁହିଙ୍କ ଭିତରେ ଝଗଡା ହୋଇ ଥିଲା ଏବଂ ସେଥିପାଇଁ ଦୁହିଁଙ୍କ ବ୍ରେକଅପ ହୋଇ ଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *