କରୋନା ପଜିଟିଭ ହେଲେ Ollywood ହିରୋଇନ Ushasi Mishra, ସୋସିଆଲ ମିଡିଆରେ Live ଆସି ସମସ୍ତଙ୍କୁ ଅନୁରୋଧ କରି କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ପ୍ରାୟତଃ ଅଳ୍ପ ବହୁତେ ଏହି କରୋନା ସଂକ୍ରମଣ କମିବାରେ ଲାଗିଛି କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଏହା ଶେଷ ହୋଇ ନାହିଁ । ତେଣୁ ନିଶ୍ଚିତ ରୂପରେ ସାବଧାନତା ଅବଲମ୍ବନ କରିବା ଏବଂ ନିଜର ଯତ୍ନ ନେବା ଉଚିତ । ପୂର୍ବ ଭଳି ସର୍ଵଦା ନିଜ ମୁହଁରେ ମାସ୍କ ପିନ୍ଧନ୍ତୁ,ଲୋକ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଏବଂ ହାତକୁ ସାନିଟାଇଜ କରନ୍ତୁ ଏବଂ ଯେତେ ପାରିବେ ନିଜ ହାତକୁ ସାବୁନ ରେ ଧୋଇ ସଫା ରଖନ୍ତୁ । ଏହା ସହ ବାହାର ଜିନିଷ କୁ ଟିକେ ବାରଣ କରନ୍ତୁ ।

ତେବେ ଆପଣ ମାନେ ଉଷସୀ ମିଶ୍ର ଙ୍କୁ ନିଶ୍ଚିତ ରୂପରେ ଜାଣିଥିବେ । ସେ ଜଣେ ଓଲିଉଡ ଜଗତର ସଫଳ ଅଭିନେତ୍ରୀ । ସେ ଅନେକ ସିନେମା ତଥା ଧାରାବାହିକ ରେ କାମ କରିଛନ୍ତି ଏବଂ ନିଜ ଅଭିନୟ ର ଯାଦୁ ଢା-ଳି ଦେଇଛନ୍ତି । ତେବେ ଉଷସୀ ମାଆ ପରି କିଏ ହେବ, ମୋତେ ବୋହୁ କରି ନେଇଯା, କୃଷ୍ଣ ସୁଦାମା, ମାଟ୍ରିକ ଫେଲ, ଅର୍ଜୁନ, ଆଦି ଅନେକ ସିନେମା ରେ ସେ କାମ କରିଛନ୍ତି ।

ତେବେ ତାଙ୍କର ସ୍ଵଭାବ ହେଉଛି ଏକ ନି-ର୍ଭୀ-କ ଏବଂ ନିଡ଼ର ସ୍ୱଭାବ ର ତେବେ ଏହା ସହ ତେବେ ଲୋକମାନେ ଉଷସୀଙ୍କୁ ଖୁବ ପସନ୍ଦ ଏବଂ ଭଲ ମଧ୍ୟ ପାଇଥାଆନ୍ତି । କିନ୍ତୁ ବର୍ତ୍ତମାନ ଉଷସୀଙ୍କୁ ନେଇ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି ଏବଂ ସେ ନିଜେ ମଧ୍ୟ ଏକ ଭିଡିଓ କରି ସୋ-ସି-ଆ-ଲ ମି-ଡ଼ି-ଆ ରେ ଛାଡି ଦେଇଛନ୍ତି । ତେବେ ସେ କହିଛନ୍ତି କି ସେ ନିଜର ସ୍ୱାସ୍ଥ୍ୟ ର ଚେକଅପ କରେଇଥିଲେ ତେବେ ତାଙ୍କୁ କୋଭିଡ ହେଇଛି ବୋଲି ଜଣା ପଡ଼ିଛି ।

ତେଣୁ ସେ ଅନୁରୋଧ କରିଛନ୍ତି କି ଯେଉଁମାନେ ଏହି ୧୦ ଦିନ କିମ୍ବା ତା ଆଗରୁ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଶ୍ଚିତ ନିଜର ଚେକଆପ କରି ଦିଅନ୍ତୁ । ତାଛଡା ସେ କହିଛନ୍ତି କି ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଏବଂ କୋଭିଡ ପ୍ରୋଟୋକଲ କୁ ମାନିକି ଚଳନ୍ତୁ ।

Leave a Reply

Your email address will not be published. Required fields are marked *