‘କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏମିତି କାହିଁକି କହିଲେ, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସକାଳୁ ସକାଳୁ ସୁରଜ ଭାଇ ମୋ ପାଖକୁ ଆସିଥିଲେ ଆଉ କହିଥିଲେ ଯେ ଭଦ୍ରକ ପାଇଁ ଆମକୁ ଗୋଟିଏ ସ୍ଵତନ୍ତ୍ର ଟ୍ରେନ ଦରକାର ! ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୁରଜ ଙ୍କୁ ପଚାରିଲେ ଭାଇ ଟ୍ରେନ ଦରକାର ? ଏହାପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ ଯେ ଏଠାରୁ ଗଲେ ସାଙ୍ଗେ ସାଙ୍ଗେ ମୋଦୀ ଜି ଙ୍କୁ ପଚାରିଲେ, ଏବଂ ଖୁବ ଶୀଘ୍ର ଭଦ୍ରକ ପାଇଁ ଗୋଟିଏ ସ୍ଵତନ୍ତ୍ର ଟ୍ରେନ ଦିଆଯିବ ।

ଏହା ସହିତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ମୋଦୀ ଜି ଙ୍କ ଓଡିଶା ପାଇଁ ସବୁଦିନ ତାଙ୍କର ଖୋଲା ହୃଦୟ । ତାଙ୍କର ସବୁଦିନେ ଯାହା ପଚାରିଲେ ତଥା ଯାହା ଓଡିଶା ପାଇଁ ଦରକାର ସେଥିଲାଗି ସେ ଆଗ ଜାଆନ୍ତି । ସେ ପ୍ରଧାନ ସାର ଙ୍କ ପାଖକୁ ଜାଆନ୍ତି ଏବଂ ସେ ତାଙ୍କୁ ଗାଇଡ କରନ୍ତି ଯେ କେଉଁ କାମ କିଭଳି କରିବାକୁ ହୁଏ ?

ଯଦି ଓଡିଶା କୁ ସଠିକ ଭାବରେ ଚଳାଇ ପାରିବା ତେବେ ଓଡିଶା ୱାନ ଟ୍ରିଲିୟନ ଡଲାର ଇକୋନୋମି ହୋଇଯିବ । ଏଣୁ ସେ ପ୍ରଧାନ ସାର ଙ୍କୁ ପଚାରିଥିଲେ ଯେ ଭଦ୍ରକ ପାଇଁ ଡିମାଣ୍ଡ ଆସୁଛି ଗୋଟିଏ ସ୍ଵତନ୍ତ୍ର ଟ୍ରେନ ପାଇଁ ସେ କହିଲେ କରିଦିଅନ୍ତୁ । ଏହାପରେ ଯାଇ ମୋଦୀ ଜି ଙ୍କ ଆପୃଭାଲ ନେବେ ଆଉ ଚାଲୁ କରିବେ କାର୍ଯ୍ୟ ।

କେବଳ ଏତିକି ନୁହେଁ ଆମ୍ଭ ଓଡିଶାର ସବୁଠାରୁ ବଡ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି ମହାପ୍ରଭୁ ଙ୍କ ଏହି ସଂସ୍କୃତି କୁ ବିଶ୍ଵାସାର ଯିଏ ମଧ୍ୟ ଆସନ୍ତି ସେମାନେ ନିଶ୍ଚିତ ଭାବରେ ଦେଖିବା କଥା । ଏହାକୁ ନେଇ ମୋଦୀ ଜି ଗୋଟିଏ ନୂଆ କନସେପ୍ଟ ଦେଇଛନ୍ତି ଭାରତ ଗଢ । ଏଥିପାଇଁ ମୋଦୀ ଜି ଆଦେଶ କରିଛନ୍ତି ଯେ ଜଗନ୍ନାଥ ମହାପ୍ରଭୁ ଙ୍କ ପାଇଁ ଆଉ ଏକ ଟ୍ରେନ ଯାହାର ନାମ ଜଗନ୍ନାଥ ସର୍କେଟ ରହିବ ।

ତେବେ ଏହିଭଳି ଭାବରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ପ୍ରକଳ୍ପ ସଭାରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭାଷଣ ଯୋଗେ ଏମିତି କହିଛନ୍ତି । ଏ ସବୁ କଥା ଶୁଣି ବିଧାୟକ ସୁର ରାଉତରାୟ ଖୁସିରେ ନାଚିଉଠି ମଞ୍ଚ ଉପରକୁ ଉଠିଆସି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ କୁଣ୍ଢାଇ ବିଉଟିଫୁଲ କହିବାକୁ ଲାଗିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *