ଆସିଲା SBI ର ନୂଆ ଧମାକେଦାର Scheme, ବର୍ଷକୁ ମାତ୍ର 342 ଟଙ୍କା ଜମା କରି ପାଇ ପାରିବେ 4 ଲକ୍ଷ ଟଙ୍କା, ଜଲ୍ଦି କରନ୍ତୁ…

ବନ୍ଧୁଗଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏକ ବଡ ସ୍କିମ ସାମ୍ନାକୁ ଆସୁଛି । ମାତ୍ର ୩୪୨ ଟଙ୍କା ବର୍ଷକୁ ଜମା କରି ପାଆନ୍ତୁ ୪ ଲକ୍ଷ ଟଙ୍କାର ବମ୍ପର ଫାଇଦା । ଏସବିଆଇ ଗ୍ରାହକ ମାନଙ୍କ ପାଇଁ ଜରୁରୀ ଖବର । ଦେଶର ସବୁଠାରୁ ବଡ ସାର୍ବଜନୀନ ବ୍ୟାଙ୍କକୁ ନେଇ ଆସିଲା ଏକ ବଡ ଅଫେଟ । ଏଥିରେ ଗ୍ରାହକ ମାନଙ୍କୁ ଫାଇଦା ଯୋଗାଇବା ପାଇଁ ବ୍ୟାଙ୍କ ଦେଉଛି ବଡ ଅଫର । ତେବେ କରୋନା ମହାମାରୀ ପରେ ଲୋକମାନେ ବୀମା ଉପରେ ଅଧିକ ଫୋକୋଷ କରୁଛନ୍ତି ।

ସରକାରଙ୍କ ଠାରୁ ଆରମ୍ଭ କରି ସମସ୍ତ କମ୍ପାନୀ ଲୋକ ମାନଙ୍କ ପାଇଁ ବଡ ବଡ ଅଫର ଆଣୁ ଛନ୍ତି । ତେବେ ଏହି କ୍ଷେତ୍ରରେ ଏସବିଆଇ କମ ଟଙ୍କାରେ ବୀମା ସୁବିଧା ଦେଉଛି । ସରକାର ଦେଉଛନ୍ତି କମ ଟଙ୍କାରେ ବୀମାର ସୁବିଧା ତେବେ ସରକାରଙ୍କ ସ୍କିମ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅନ୍ତର୍ଗତ ଗ୍ରାହକଙ୍କୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଫର ଦେଉଛି ।

ବନ୍ଧୁଗଣ ଏସବିଆଇ ନିଜ ଟ୍ବିଟର ଆକାଉଣ୍ଟରେ ଏହି ସ୍କିମର ସୂଚନା ଦେଇଛି । ଗ୍ରାହକ ମାନେ ମାତ୍ର ୩୪୨ ଟଙ୍କା ଜମା କରି ୪ ଲକ୍ଷ ଟଙ୍କାର ଫାଇଦା ପାଇ ପାରିବେ । ତେବେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଦୁର୍ଘଟଣାରେ ବିମାଧାରଙ୍କ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାସୀ ମିଳିବ । ଯଦି ଶାରୀରିକ ବିକଳାଙ୍ଗ ହୋଇଯାନ୍ତି ତା ହେଲେ ୧  ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାସୀ ମିଳିବ ।

୧୮ରୁ ୭୦ ବର୍ଷ ମଧ୍ୟରେ ଥିବା ସମସ୍ତ ଲୋକ ଏହି ସ୍କିମର ଲାଭ ଉଠାଇ ପାରିବେ । ସେହିପରି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଯଦି ବିମାଧାରକଙ୍କ ମୃତ୍ୟୁ ହୁଏ ତେବେ ନମିନୀଙ୍କୁ ୨ ଲକ୍ଷ ଟଙ୍କା ରାସୀ ମିଳିବ । ୧୮ରୁ ୫୦ ବର୍ଷର ସମସ୍ତ ଲୋକ ଏହି ସ୍କିମର ଫାଇଦା ଉଠାଇ ପାରିବେ । ତେବେ ଏଥିପାଇଁ ଆପଣ ମାନଙ୍କୁ ୩୩୦ ଟଙ୍କା ବାର୍ଷିକ ପ୍ରିମିୟମ ଦେବାକୁ ହେବ ।

ହେଲେ ଆପଣ ମାନଙ୍କର ଏସବିଆଇ ବ୍ୟାଙ୍କ ଆକାଉଣ୍ଟ ଥିବା ନିହାତି ଆବଶ୍ୟକ ତା ହେଲେ ଆପଣ ମାନେ ଏହି ସ୍କିମର ଫାଇଦା ଉଠାଇ ପାରିବେ । ତେବେ ଆପଣ ମାନଙ୍କୁ ଏହି ସ୍କିମ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *