ସବୁ ଗୁମର ଖୋଲି କହିଲେ ନିର୍ଦେଶକ ଅଶୋକ ପତି, ବାବୁଶାନ-ପ୍ରକୃତି ମିଶ୍ରଙ୍କୁ ନେଇ ଯାହା ସବୁ କହିଲେ ଶୁଣିଲେ ଆପଣଙ୍କ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ନିର୍ଦେଶକ ଅଶୋକ ପତି କହିଛନ୍ତି ଯେ ପାରିବାରିକ ସମସ୍ୟା ଏହା ବାବୁସାନ ଆସି ପହଞ୍ଚିଲେ, ତାଙ୍କ ପରିବାର ସହିତ କଥାବାର୍ତ୍ତା ହେଇଛନ୍ତି । ଉତ୍ତମ ମହାନ୍ତି ତଥା ଅପରାଜିତା ଙ୍କ ଦେହ ଭଲ ନାହିଁ । ସବୁଜିନିଷ ର ସମାଧାନ ନିଶ୍ଚିତ ଭାବରେ ହେବ । ରାତିରେ ଫ୍ଲାଇଟ କ୍ୟାନ୍ସଲ ହୋଇଯାଇଥିଲା ଏଣୁ ପହଞ୍ଚି ପାରିନଥିଲେ ବାବୁସାନ । ସେ ଶାରୀରିକ ସ୍ତରରେ ଠିକ ହୋଇଗଲେ ମି-ଡି-ଆ ଡାକି ସମସ୍ତ ପ୍ରଶ୍ନର ଉତ୍ତର ନିଶ୍ଚିତ ଭାବରେ ଦେବେ ।

ମାତ୍ର ବାବୁସାନ ଏକ ଭଲ ପିଲା କ’ଣ ହୋଇଛି ପରିସ୍ଥିତି ସେ ବିଷୟରେ ସବୁ ବୁଝି ବିଚାରୀ ଆଗକୁ ବଢିବା ଉଚିତ । ସ୍ଵାମୀ ପାଖରେ ସ୍ତ୍ରୀ କଣ କରୁଛି ତାହା ଜଣାନାହିଁ । ଏବଂ ଅପର ପାର୍ଶ୍ଵରେ ମଧ୍ୟ କଣ ହୋଇଛି ତାହା ସଠିକ ଭାବରେ ଜଣାନାହିଁ । ଏଣୁ ସମସ୍ତ କଥାକୁ ବୁଝିବାକୁ ହେବ ସେଥିପାଇଁ ପୋଲିସ ଅଛି ତଥା ଆଇନ ଅଛି । ଏହି ସମ୍ବନ୍ଧରେ କଥା ହେବା ମାତ୍ର ଟିକିଏ ସମୟ ଲାଗିବ ।

କ’ଣ ହୋଇଛି ଘଟଣା ଜଣାନାହିଁ । ଏଣୁ ଆମ୍ଭେ କିଭଳି କହିବୁ ଯେ ବାବୁସାନ ଭୁଲ କରିଛି ବୋଲି ? ଏହି ସମ୍ବନ୍ଧରେ ତଦନ୍ତ ହେଉ, ଏହାପରେ ଜଣାପଡିବ ଯେ ଘଟଣା କ’ଣ ? ହୁଏତ ମିଛ କହିଥାଇପାରନ୍ତି କିଏ ? ସେ ଏହା ମଧ୍ୟ କହିଛନ୍ତି ଯେ ଆମ୍ଭେ ପରିବାର ର ଲୋକେ ହେଲେ ମଧ୍ୟ ସ୍ଵାମୀ-ସ୍ତ୍ରୀ କଥା ଅଲଗା ଏବଂ ପରିବାର କଥା ଅଲଗା ।

ସିନେମାର ଅଙ୍ଗ ହିସାବରେ ବାବୁସାନ ତାଙ୍କ ସହିତ ଅଧିକ ସିନେମା କରିଛନ୍ତି ବୋଲି ସେ କହିଛନ୍ତି । ଯେତେବେଳେ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ତର୍କ ଚାଲିଥାଏ, ସେତେବେଳେ ତୃତୀୟ ଲୋକ ପଶିବା ଉଚିତ ନୁହେଁ । ସବୁ ଜିନିଷ ୨ଦିନ ଭିତରେ ସମାଧାନ ହୋଇଯିବ ତଥା ଆପଣଙ୍କ ପାଖକୁ ବାବୁସାନ ନିଶ୍ଚିତ ଆସିବା ବୋଲି ମି-ଡି-ଆ କୁ ଆଶ୍ଵାସନା ଦେଇଛନ୍ତି ନିର୍ଦେଶକ ଅଶୋକ ପତି ।

ଏହା ସହିତ ବାବୁସାନ-ତୃପ୍ତି ହେଉଛନ୍ତି ସ୍ଵାମୀ ସ୍ତ୍ରୀ ଉଭୟଙ୍କର ଏକ ପୁତ୍ର ସନ୍ତାନ ଅଛି । ଆମ୍ଭେ ଯେମିତି ପରିବାର ତାଙ୍କର ମଧ୍ୟ ଏକ ଛୋଟ ପରିବାର ଅଛି । ତେବେ ସବୁ ଠିକ ହୋଇଯିବ ବୋଲି କହିଛନ୍ତି ନିର୍ଦେଶକ ଅଶୋକ ପତି । ଓଡିଶାବାସୀ ମଧ୍ୟ ଅପେକ୍ଷା କରିଛନ୍ତି ବାବୁସାନ ଙ୍କର ମତ କୁ କାରଣ ତାଙ୍କର ଅଭିନୟ ଜରିଆରେ ସେ ଲକ୍ଷାଧିକ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଛନ୍ତି ଏବଂ ବର୍ତ୍ତମାନ ଏହିସବୁ ଘଟଣା ଦେଖି ଫ୍ୟାନ୍ସ ମାନଙ୍କ ଠାରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published.