ସବୁଠୁ ବଡ ଖୁଲାସା କଲେ Silver Gandhi, ‘Thukul ଫିଲ୍ମ ସୁଟିଂ ବେଳେ ପ୍ରକୃତି ବାବୁସାନଙ୍କୁ ପ୍ରପୋଜ କରିଥିଲେ, ହେଲେ ବାବୁସାନ ସେତେବେଳେ …’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ବାବୁସାନ-ତୃପ୍ତି ଏବଂ ପ୍ରକୃତିକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଛି । ଥୁକୁଲ ଫିଲ୍ମର ପ୍ରଯୋଜକ କହିଛନ୍ତି ଯେ ଥୁକୁଲ ଫିଲ୍ମ ର ସୁ-ଟି-ଙ୍ଗ ଚାଲିଥିଲା ଏବଂ ସୁ-ଟି-ଙ୍ଗ ଚାଲିବା ସମୟରେ ହିରୋ ବାବୁସାନ ଥାନ୍ତି, ହିରୋଇନ ପ୍ରକୃତି ଏବଂ ଅର୍ଚ୍ଚିତା ମଧ୍ୟ ହିରୋଇନ ଥିଲେ । ସେଠାରୁ ଏକ ଫ୍ରେଣ୍ଡସିପ ତାଙ୍କର ତିଆରି ହେଲା । ମାତ୍ର ତାହା ଆଜି ଏଭଳି ଏକ ରୂପ ଧାରଣ କରିବା ବୋଲି ସେ ଚିନ୍ତା କରିନଥିଲେ ବୋଲି କହିଛନ୍ତି ।

ବାବୁସାନ ଜଣେ ଭଲ ମଣିଷ ଅଟନ୍ତି । ତାଙ୍କୁ ସମସ୍ତେ ଷ୍ଟାର ଭାବରେ ଜାଣିଛନ୍ତି କିନ୍ତୁ ସେ ହୃଦୟରୁ ଜଣେ ଭଲ ମଣିଷ ଅଟନ୍ତି । ସେ ମନର କଥାକୁ ବୁଝି ପାରନ୍ତି । ବର୍ତ୍ତମାନ ଯାହା ମଧ୍ୟ ସମସ୍ୟା ହୋଇଛି ତାହା ନିଶ୍ଚିତ ଭାବରେ ସମାଧାନ ହୋଇଯାଉ ବୋଲି କହିଛନ୍ତି । ତେବେ ପ୍ରକୃତି ବାବୁସାନଙ୍କୁ ପ୍ରପୋଜ କରିଥିଲେ ଏବଂ ବାବୁସାନ ପିଲାଦିନୁ ତାଙ୍କ ସାଙ୍ଗ ତୃପ୍ତିକୁ ଭଲ ପାଉଥିଲେ । ଓଡିଆ ଇଣ୍ଡଷ୍ଟ୍ରୀ ପାଇଁ ବାବୁସାନ ଗୋଟିଏ ବଡ ଉପହାର ଅଟନ୍ତି ।

ତାଙ୍କର ଅଭିନୟ ଅଭିନୟ ଭଳି ଲାଗିନଥାଏ, ତାହା ରିୟଲ ବୋଲି ଲାଗିଥାଏ । ଏବଂ ସେ ନିଜେ ଗୀତ ମଧ୍ୟ ଗାଇପାରୁଛନ୍ତି ତଥା ଡ୍ୟାନ୍ସ ମଧ୍ୟ ଭଲ ଭାବରେ କରିପାରନ୍ତି । ତେବେ ସାରା ଓଡିଶାବାସୀ ପ୍ରାର୍ଥନା କରନ୍ତୁ ଯେ ପୁଣିଥରେ ଅଭିନୟ ଜଗତକୁ ଫେରି ଆସନ୍ତୁ । ମାତ୍ର ପରିବାରର କଳି ଘରେ ରହିଥିଲେ ଠିକ ହୋଇଥାନ୍ତା ତାହା ରାସ୍ତାକୁ ଆସିବା କଥା ନଥିଲା ।

ଏହାର ସମାଧାନ ଘରେ ବସି ମଧ୍ୟ ହୋଇପାରିଥାନ୍ତା । ଶାନ୍ତିର ସହିତ କଥାବାର୍ତ୍ତା କରି ସମସ୍ୟାର ସମାଧାନ ମଧ୍ୟ ହୋଇ ପାରିଥାନ୍ତା । ମାତ୍ର ଏହା ଏକ ହିଂସା ହୋଇଗଲା । ଏହାଦ୍ୱାରା ସମସ୍ତେ ଦୁଖିତ ଅଟନ୍ତି । ତେବେ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ଯେ ଏହା କିଭଳି ଭଲରେ ଭଲରେ ସମାଧାନ ହୋଇଯାଉ । ଓଡିଶା ଲୋକ ବାବୁସାନଙ୍କୁ ବହୁତ ଭଲପାନ୍ତି ଏବଂ ତାଙ୍କର ଯେଉଁମାନେ ଫ୍ୟାନ୍ସ ଅଛନ୍ତି, ସେମାନେ ମଧ୍ୟ ବାବୁସାନଙ୍କୁ ଗୋଟିଏ ଆଦର୍ଶ ବୋଲି ଭାବନ୍ତି ।

କିନ୍ତୁ ଏହିଘଟଣା ଘଟିବା ପରେ ତାଙ୍କର ଅଭିନୟ ଉପରେ ସେଭଳି କିଛି ପ୍ରଭାବ ପଡିବ ନାହିଁ ବୋଲି ଆଶା କରାଯାଉଅଛି । କିଛିଦିନ ପରେ ଏହା ଧୀରେ ଧୀରେ ସମାଧାନ ହୋଇଯିବ ଏବଂ ସେ ଯେମିତି କାମ କରୁଥିଲେ ପୁଣି ଧୀରେ ଧୀରେ ସେହିଭଳି କାମ କରିବେ ବୋଲି ଆଶା । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *