Aryan Khan ସମର୍ଥନରେ ମୁଖ୍ୟମନ୍ତ୍ରୀ Uddhav Thackeray, କହିଲେ ‘NCB ଗଞ୍ଜେଇ ସୁଙ୍ଘୁଥିବା ଅଭିନେତା ଧରି ନିଜ ପ୍ରଚାର କରୁଛି, ଆଉ…’ ଦେଖନ୍ତୁ Video

ବନ୍ଧୁଗଣ, NCB କୁ ବର୍ତ୍ତମାନ ଟା-ର୍ଗେ-ଟ କରିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏବେ ସତ ହୋଇଅଛି ଆକଳନ । ବଡ ବଡ ନେତା ମନ୍ତ୍ରୀ ଶାହରୁଖ ଖାନ ଙ୍କ ସପୋର୍ଟ ରେ ଆସିଛନ୍ତି । ପ୍ରଥମେ ନବାବ ମଲ୍ଲିକ ଆସିଥିଲେ ଏବଂ ବର୍ତ୍ତମାନ ଆସିଛନ୍ତି ଶିବସେନା ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଉଭୟ କହିଛନ୍ତି ଗୋଟିଏ କଥା । NCB କୁ ବର୍ତ୍ତମାନ ଟା-ର୍ଗେ-ଟ । NCB କୁ ଟା-ର୍ଗେ-ଟ କରିବାକୁ ଯାଇ ଉଦ୍ଧବ ଠାକରେ କହିଛନ୍ତି ବଡ କଥା ।

ସେମାନେ କହିଛନ୍ତି ୩ ରୁ ୪ ନି-ଶା କରୁଥିବା ଅଭିନେତା ମାନଙ୍କୁ ଧରି NCB ବହୁତ ଢୋ-ଲ ବଜାଉଛି । ଏହା ସହିତ ନିଜକୁ ବଡ କରାଇ ଦେଖାଉଛି । ଏହା ସହିତ ସେମାନେ କହିଛନ୍ତି ଯେଉଁମାନେ କୋଟି କୋଟି ଟଙ୍କାର ଡ୍ର-ଗ୍ସ କାରବାର କରୁଛନ୍ତି । ମାତ୍ର ସେମାନଙ୍କ ବି-ରୋ-ଧ-ରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଅପର ପାର୍ଶ୍ଵରେ BJP ବ୍ୟବହାର କରୁଛି ED, CBI ଏବଂ ସେଣ୍ଟ୍ରାଲ ଏଜେନ୍ସି କୁ । ଏହା ସହିତ ଟାର୍ଗେଟ କରୁଅଛି ନେତା ଏବଂ ଅଭିନେତା ମାନଙ୍କୁ ।

ପରୋକ୍ଷ ରେ ଶିବସେନା ର ମୁଖ୍ୟ ଏବଂ ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି କଥାକୁ ସ୍ପଷ୍ଟ କରିଦେଇଛନ୍ତି ଯେ ସେ କାହାର ପକ୍ଷ ନେଇ ଏହି କଥା କହୁଛନ୍ତି । ଉଦ୍ଧବ ଠାକରେ ସଫା ସଫା କହିଲେ ଯେ ଯେଉଁଠାରେ NCB ଅଳ୍ପ କିଛି ଡ୍ର-ଗ୍ସ ଧରୁଛି ସେଠାରେ ମହାରାଷ୍ଟ୍ର ପୋଲିସ ୧୫୦ କୋଟି ଟଙ୍କା ର ଡ୍ର-ଗ୍ସ ଧରିବାରେ ସଫଳ ହୋଇଅଛି । ଅନ୍ୟପଟେ କିଛି ଦିନ ପୂର୍ବ ରୁ ଶମିର ୱାଙ୍କଡେ ମୁମ୍ବାଇ ପୋଲିସ ପାଖରେ ଅ-ଭି-ଯୋ-ଗ କରିଥିଲେ ଯେ ତାଙ୍କର କୌଣସି ଏକ ବ୍ୟକ୍ତି ତାଙ୍କୁ ରାତିରେ ଫଲୋ କରୁଛନ୍ତି ।

କେହି ଅଜ୍ଞାତ ବ୍ୟକ୍ତି ସମୀର ୱାଙ୍କଡେ କୁ ତାଙ୍କର ମା ଙ୍କୁ ଯେତେବେଳେ ସେ ସମାଧି ସ୍ଥଳରେ ଦେଖା କରିବାକୁ ଯାଉଅଛନ୍ତି । ସମାଧି ସ୍ଥଳ ପର୍ଯ୍ୟନ୍ତ ଫଲୋ କରୁଛନ୍ତି ଏବଂ ଏହା ପରେ ମହାରାଷ୍ଟ୍ର ର ଗୃହ ମନ୍ତ୍ରୀ କହିଥିଲେ ଯେ ସେଭଳି କୌଣସି ଘ-ଟ-ଣା ନାହିଁ ଏବଂ ଘଟଣା କୁ ହାଲ୍କା ଭାବରେ ଗ୍ରହଣ କରିଥିଲେ । ଅନ୍ୟପଟେ ଅ-ଭ-ଯୋ-ଗ ର ଫର୍ଦ ସହିତ ସି-ସି-ଟି-ଭି ଫୁଟେଜ ମଧ୍ୟ ଦାଖଲ କରିଥିଲେ ସମୀର ୱାଙ୍କଡେ ।

ଏହା ମଧ୍ୟରେ ମହାରାଷ୍ଟ୍ର ର ମୁଖ୍ୟ ମନ୍ତ୍ରୀ ଆସି ବର୍ତ୍ତମାନ NCB କୁ ଟା-ର୍ଗେ-ଟ କରିଛନ୍ତି । ମୁନ୍ଦ୍ରା ରେ ଧରିଥିବା ୩ ହଜାର କିଲୋଗ୍ରାମ ଡ୍ର-ଗ୍ସ କୁ ସେଣ୍ଟ୍ରାଲ ଏଜେନ୍ସି ଧରିଥିଲେ । ଏବଂ ଏହା ପରେ ଆନ୍ଦ୍ରପ୍ରଦେଶରୁ ୨ ଜଣ ବ୍ୟକ୍ତି ମଧ୍ୟ ଧ-ରା ପଡିଥିଲେ । ଆରୟନ ଖାନ ଜେ-ଲ କୁ ଯିବା ସମୟରେ ବର୍ତ୍ତମାନ ଏହି ଭଳି ରାଜନୀତି ଘନେଇବାରେ ଲାଗିଛି ମହାରାଷ୍ଟ୍ର ରେ ।

ଗୋଟିଏ ପଟରେ NCB ଶିବସେନା ଏବଂ ଅନ୍ୟପଟେ ବଲିଉଡ ର ନେତା ଅଭିନେତା ସମସ୍ତେ ବର୍ତ୍ତମାନ ଟାର୍ଗେଟ କରିବାରେ ଲାଗିଛନ୍ତି NCB କୁ । ବନ୍ଧୁଗଣ ଏହି ଘଟଣା ବାବଦରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *